Daily Archives

May 28, 2020

ବିଭିନ୍ନ ଦଳର ନେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ । କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ଶନିବାର ସାଢ଼େ ୫ଟାରେ…

କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ନବୀନ ଲୋଡ଼ିଲେ ସମର୍ଥନ । ଆସନ୍ତା ଶନିବାର ସନ୍ଧ୍ୟା ୫ଟା ୩୦ ମିନିଟରେ କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଯୋଦ୍ଧାଙ୍କୁ ମିଳିଲାନି ଚିକିତ୍ସା ! ଡ୍ୟୁଟି କରୁ କରୁ ଖରାରେ ବେହୋସ ହୋଇଗଲେ ଆଗଧାଡ଼ିର ଯୋଦ୍ଧା । ନିକଟସ୍ଥ…

କନକ ବ୍ୟୁରୋ: କରୋନା ଭଳି ମହାମାରୀ ସମୟରେ ସଂକ୍ରମଣକୁ ହ୍ରାସ କରିବା ପାଇଁ ଲୋକଙ୍କୁ ଘରେ ରହିବା ପାଇଁ କୁହାଯାଉଥିବା ବେଳେ ନିଜ ଜୀବନର ବାଜି ଲଗାଇ କରୋନା ସହ ଲଢେଇ କରିବାରେ ଲାଗିପଡିଛନ୍ତି କରୋନା ଯୋଦ୍ଧା । ତେବେ ସେମାନଙ୍କ ତ୍ୟାଗ, ନିଷ୍ଠା ଓ ପ୍ରତିବଦ୍ଧତା ପାଇଁ ଦେଶର କିଛି ସ୍ଥାନରେ…

ଆମ ସହ ଆହୁରୀ ବର୍ଷେରୁ ଦୁଇ ବର୍ଷ ରହିପାରେ କରୋନା । ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର କହିଲେ, କରୋନା ସହ ବଂଚି ଶିଖିବା…

କନକ ବ୍ୟୁରୋ: ଲକଡାଉନ କଟକଣା କୋହଳ ହେବା ପରେ ଏହାର ପ୍ରଭାବକୁ ନେଇ କନକ ନ୍ୟୁଜରେ ମନ୍ତବ୍ୟ ରଖିଛନ୍ତି ବିଶିଷ୍ଟ ଚିକିତ୍ସକ ଡାକ୍ତର ଅଶୋକ ମହାପାତ୍ର । କହିଛନ୍ତି, ଏବେ ସଂକ୍ରମଣ ବଢୁଥିଲେ ମଧ୍ୟ ଏହାର ମୁକାବିଲା ପାଇଁ ଆମେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଯାଇଛୁ । କରୋନା ଆମ ସହ ଆହୁରୀ…

କରୋନା କାୟା ୨୦ ଫୁଟ୍ ! କରୋନା ସଂକ୍ରମଣରୁ ରକ୍ଷା ପାଇଁ ଯଥେଷ୍ଟ ନୁହେଁ ୬ଫୁଟର ସମାଜିକ ଦୂରତା । କାଲିଫର୍ଣ୍ଣିଆ…

କନକ ବ୍ୟୁରୋ: କରୋନା ସଂକ୍ରମଣରୁ ରକ୍ଷା ପାଇଁ ଯଥେଷ୍ଟ ନୁହେଁ ୬ଫୁଟର ସମାଜିକ ଦୂରତା । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ କହିବା ଅନୁସାୟୀ ୨୦ଫୁଟ ପର୍ଯ୍ୟନ୍ତ ବାୟୁରେ ଗତି କରିପାରିବ ଭୂତାଣୁ ବହନ କରୁଥିବା ବାୟୁ କଣିକା । ତେବେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ…

ଶ୍ରମିକଙ୍କ ପାଇଁ ‘ସୁପ୍ରିମ୍’ ଫୈସଲା । ପ୍ରବାସୀ ଶ୍ରମିକଙ୍କ ଠାରୁ ନିଆଯିବନି କୌଣସି ବାଟ ଖର୍ଚ୍ଚ, ପଦଚାରୀ ଶ୍ରମିକ…

କନକ ବ୍ୟୁରୋ: ପ୍ରବାସୀ ଶ୍ରମିକଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଅଶ୍ୱସ୍ତି । ଶ୍ରମିକଙ୍କ ଠାରୁ ନିଆଯିବନାହିଁ ବସ୍ କି ରେଳଯାତ୍ରା ଖର୍ଚ୍ଚ । ନିଜ ରାଜ୍ୟର ପ୍ରବାସୀ ଶ୍ରମିକଙ୍କ ଯାତ୍ରା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ତେବେ ଶ୍ରମିକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବେ ରାଜ୍ୟ ସରକାର ।…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଦି ଷ୍ଟାଇଲ । ଯୋଦ୍ଧାଙ୍କ ପାଇଁ ଗାଆନ୍ତୁ ଆଦ୍ୟ ସଙ୍ଗୀତ । ମେ’ ୩୦ ସଂଧ୍ୟା ସାଢେ…

କନକ ବ୍ୟୁରୋ : କରୋନା ମୁକାବିଲା ନେଇ ମୁଖ୍ୟମଖ୍ୟମନ୍ତ୍ରୀଙ୍କ ଭିଡ଼ିଓ ବାର୍ତ୍ତା । ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ନବୀନ ପଟ୍ଟନାୟକ । ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ କିଛି ସମୟ ବାହାର କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି । କରୋନା ଯୋଦ୍ଧାଙ୍କ ପାଇଁ ମେ…