Daily Archives

May 26, 2020

ସୁଧୁରିବନି ପାକିସ୍ତାନ! ଭାରତ ବିରୋଧରେ ଧ୍ରୁତ ପାକିସ୍ତାନର ବଡ଼ ଷଡଯନ୍ତ୍ର । ଜମ୍ମୁ-କାଶ୍ମୀର ସୀମାରେ ସେନା ହାତରେ…

କନକ ବ୍ୟୁରୋ: ଗୋଟିଏ ପଟେ ସାରା ବିଶ୍ୱ କରୋନା ମହାମହାମାରୀ ସହ ଲଢେଇ କରୁଛି, ଅନ୍ୟପଟେ ଧୃତ ପାକିସ୍ତାନ ନିଜ ଖଳ ପ୍ରକୃତି ଜାରି ରଖିଛି । ଭାରତ ସୀମାରେ ଆତଙ୍କ ଖେଳାଇବା ପାଇଁ ଏକ ନୂଆ ବାଟ ଆପଣାଇଛି ପାକିସ୍ତାନ । ଗୁପ୍ତଚର ପାରା ପଠାଇ ଭାରତରେ ଥିବା ଆତଙ୍କବାଦୀଙ୍କ ସହ ଯୋଗାଯୋଗ କରିବାକୁ…

ବିଜେପି-କଂଗ୍ରେସର ହାଇଟେକ୍ ରାଲି : ମୋବାଇଲ-କମ୍ପ୍ୟୁଟର ଜରିଆରେ ମୁହାଁମୁହିଁ ହେବେ ଦୁଇ ଦଳ । ନେତା ରହିବେ, ରାଲି ହେବ…

କନକ ବ୍ୟୁରୋ: ନେତା ରହିବେ, ରାଲି ହେବ । କିନ୍ତୁ ଲୋକ ରହିବେ ନାହିଁ । ଆପଣଙ୍କ ମୋବାଇଲ ଭିତରେ ବା କମ୍ପ୍ୟୁଟର ଭିତରେ ଏହି ରାଲି ଚାଲିବ । ଏହି ଡିଜିଟାଲ ରାଲି ବିିଜେପିର ହାଇଟେକ୍ ପ୍ରଚାରର ଅଂଶବିଶେଷ । ଯେତେବେଳେ ଆସନ୍ତା ୩୦ ତାରିଖରେ ମୋଦି ସରକାରର ଦ୍ୱିତୀୟ ପାଳିକୁ ଗୋଟିଏ ବର୍ଷ…

ଜିଲ୍ଲା ନୁହେଁ ପଞ୍ଚାୟତୱାରୀ ରେଡ୍ ଜୋନ୍ । ମୁଖ୍ୟ ଶାସନ ସଚିବ କହିଲେ, ଅର୍ଥନୀତିକୁ ସ୍ୱାଭାବିକ କରିବା ପାଇଁ ପ୍ରୟାସ,…

କନକ ବ୍ୟୁରୋ: ଲକଡାଉନ୍-୪.୦ କଟକଣା ମଧ୍ୟରେ କୋହଳ ହେବ କଟକଣା । ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଏଣିକି  ଅର୍ଥନୈତିକ ମୁଖ୍ୟସ୍ରୋତ ପାଲଟିଥିବା ଜିଲ୍ଲାରେ ଯଦି ଏକାଧିକ ଆକ୍ରାନ୍ତ ଚିହ୍ନଟ ହେଲେ ପୂରା ଜିଲ୍ଲାକୁ ଘୋଷଣା କରାଯିବନି ରେଡ୍ ଜୋନ୍ । କାରଣ ଏହାଦ୍ୱାରା ଅର୍ଥନୀତି ଉପରେ ବହୁତ ପ୍ରଭାବ…

କରୋନା ନେଇ ରାଜ୍ୟ ସରକାରଙ୍କ ତାଜା ତଥ୍ୟ । ମୁଖ୍ୟ ଶାସନ ସଚିବ କହିଲେ, ଓଡିଶାରେ ମୃତ୍ୟୁହାର ସବୁଠୁ କମ୍ । ପ୍ରାୟ…

କନକ ବ୍ୟୁରୋ: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ତରଫରୁ ତାଜା ତଥ୍ୟ ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରୀପାଠି କହିଛନ୍ତି, କରୋନା ଭଳି ସମସ୍ୟା ଆଗରୁ ବିଶ୍ୱ ଦେଖିନଥିଲା । କରୋନା ବିରୋଧରେ ଆଗକୁ ଲମ୍ବା ଲଢେଇ ଚାଲିବ । ତେବେ ଓଡିଶା ସରକାରଙ୍କ…

ଚାକିରିଆଙ୍କ ଉପରେ କରୋନା ଚଡକ: ତାଲାବନ୍ଦ ଯୋଗୁଁ ସଂକଟରେ ବ୍ୟବସାୟୀ, କର୍ମଚାରୀଙ୍କୁ ଦରମା ଦେବାକୁ କଂପାନୀ ପାଖରେ…

କନକ ବ୍ୟୁରୋ: କରୋନା ସଂକଟ ମଧ୍ୟରେ ଏବେ ଛଟେଇ ଏବଂ ଦରମା କାଟ୍ ଭଳି ଖବର ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି । ଗତ କିଛି ହେଲା ଅନଲାଇନ କ୍ୟାବ ବୁକିଂ ସେବା ଉପଲବ୍ଧ କରୁଥିବା କଂପାନୀ ଓଲା ୧୪ ଶହ କର୍ମଚାରୀଙ୍କ ଛଟେଇ କରିବା ନେଇ ଘୋଷଣା କରିଥିବା ବେଳେ ଏବେ ଓଲାର ପ୍ରତିଦ୍ୱନ୍ଦୀ ଉବର…

ବଢୁଛି ପାରଦ, ବଢୁଛି ବିପଦ ! ଆଗାମୀ ୪୮ ଘଣ୍ଟା ଯାଏଁ ୯ଟି ଜିଲ୍ଲାରେ ପ୍ରଚଣ୍ଡ ତାତି ଅନୁଭୂତ ହେବା ସମ୍ଭାବନା, ଏହି ସବୁ…

କନକ ବ୍ୟୁରୋ: ବଢୁଛି ପାରଦ, ବଢୁଛି ବିପଦ! ତତଲା କଢ଼େଇରେ ଭାଜି ହେଉଛି ପୂରା ଓଡ଼ିଶା । ଆସନ୍ତା ୪୮ ଘଣ୍ଟା ଯାଏଁ ରାଜ୍ୟର ୯ ଜିଲ୍ଲାକୁ ହିଟ୍-ୱେଭ୍ ୱାର୍ଣ୍ଣି ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହି ଜିଲ୍ଲା ଗୁଡିକ ହେଲା ବଲାଙ୍ଗୀର. କଳାହାଣ୍ଡି, ଅନୁଗୁଳ ,ବୌଦ୍ଧ,…