Daily Archives

May 24, 2020

ଝଡ଼ ପରେ ତାତିର ମାଡ଼! ୧୪ ସହରରେ ପାରଦ ଟପିଲା ୪୦ ଡ଼ିଗ୍ରୀ, ଆଗାମୀ ୫ ଦିନ ପାଇଁ ୧୦ ଜିଲ୍ଳାରେ ଗ୍ରୀଷ୍ମପ୍ରବାହ ନେଇ…

କନକ ବ୍ୟୁରୋ: ତତଲା କଢ଼େଇରେ ସିଝୁଛି ଟିଟିଲାଗଡ଼ । ଗତ ଦୁଇ ଦିନ ହେଲା ୪୫ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ ଆଜି ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ରା ୪୫ ଦଶମିକ ୮ ଡିଗ୍ରୀ ସେଂଟିଗ୍ରେଡ୍ ରେକର୍ଡ କରାଯାଇଛି । ଟିଟିଲାଗଡ଼ ସମେତ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ…

ସଂଗରୋଧ କେନ୍ଦ୍ରରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ । ପ୍ରବାସୀଙ୍କ କଥା ନଶୁଣିବାରୁ ଶିକ୍ଷକଙ୍କୁ ମାଡ ମାରିଲେ ସଂପର୍କୀୟ ।…

କନକ ବ୍ୟୁରୋ: ସଂଗରୋଧ କେନ୍ଦ୍ରରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ । ପ୍ରବାସୀଙ୍କ କଥା ନଶୁଣିବାରୁ ଶିକ୍ଷକଙ୍କୁ ମାଡ ମାରିଲେ ସଂପର୍କୀୟ । ବାଲେଶ୍ୱର ଖଇରା ତୋଟାପଡା କ୍ୱାରେନଟିନ୍ ସେଂଟରରୁ ଆସିଛି ଏମିତି ଅଭିଯୋଗ । ପ୍ରବାସୀ ଓଡ଼ିଆଙ୍କ ବାଇକକୁ ତାଙ୍କ ସମ୍ପର୍କୀୟଙ୍କୁ ନଦେବାରୁ ଦାୟିତ୍ୱରେ…

ଅନଲାଇନରେ ମଦ ବିକ୍ରି ପାଇଁ ଅରାଜି ମଦ ବ୍ୟବସାୟୀ ସଂଘ । ଭୁବନେଶ୍ୱର ସଂଘ କହିଲା, ଦୋକାନ ଖୋଲିଲେ ହଙ୍ଗାମା କରୁଛନ୍ତି…

କନକ ବ୍ୟୁରୋ: ଅନଲାଇନରେ ମଦ ବିକ୍ରି ପାଇଁ ଅରାଜି ମଦ ବ୍ୟବସାୟୀ ସଂଘ । ମିଦ ବିକ୍ରି ପ୍ରସଙ୍ଗରେ ଭୁବନେଶ୍ୱର ସଂଘ କହିଛି ଦୋକାନ ଖୋଲିଲେ ହଙ୍ଗାମା କରୁଛନ୍ତି ଲୋକେ । ଏପରିକି ଅନଲାଇନ ବିକ୍ରୀରେ ସମସ୍ୟା ରହିଛି । ତେଣୁ ସଙ୍ଘ ଅନଲାଇନ ମଦବିକ୍ରୀ ପାଇଁ ଅରାଜି । ଆଜିଠାରୁ ଅନଲାଇନରେ ମଦ…

ପୁଣି ଚିନ୍ତା ବଢ଼ାଇଲେ ପ୍ରବାସୀ! ଟ୍ରେନ୍ ଚେନ୍ ଟାଣି ଖସିଗଲେ ଗଞ୍ଜାମ ଜିଲ୍ଲାର ୨୦୦ ପ୍ରବାସୀ । ଅଭିଯୋଗ କି ,…

କନକ ବ୍ୟୁରୋ: ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ନ ଅଟିକିବାରୁ ଗଂଜାମ ଜିଲ୍ଲାର ୨୦୦ରୁ ଉର୍ଦ୍ଧ୍ୱ ପ୍ରବାସୀ ଚେନ୍ ପୁଲିଙ୍ଗ କରି ଖସିଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ତେଲେଙ୍ଗାନାର ହାଇଦ୍ରାବାଦ ନିକଟ ନାମପଲ୍ଲୀ ଠାରୁ ଖୋର୍ଦ୍ଧା ଆସୁଥିବା ଏକ ଟ୍ରେନକୁ ଆଜି ଗଂଜାମ ଜିଲ୍ଲା…

ସ୍ନାନଯାତ୍ରା ପାଇଁ ତାଲିକା ଦେଲା ଦଇତାପତି ନିଯୋଗ । ପହଣ୍ଡି ପାଇଁ ରହିବେ ୧୫୦ ସେବାୟତ, ବିନାୟକ ଦାସ ମହାପାତ୍ର…

କନକ ବ୍ୟୁରୋ: ସ୍ନାନଯାତ୍ରା ପାଇଁ ଦଇତାପତିଙ୍କ ତାଲିକା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର । ଦଇତାପତିଙ୍କର ଏହା ଗୋଷ୍ଠିଗତ ସେବା । ଏଠି ସର୍ବନିମ୍ନର ପ୍ରଶ୍ନ ନାହିଁ । ପହଣ୍ଡି ପାଇଁ ରହିବେ ୧୫୦ ସେବାୟତ । ଜଗନ୍ନାଥଙ୍କ ପାଇଁ ୫୦ ଜଣ, ସୁଭଦ୍ରାଙ୍କ…

ଘରୋଇ ଯାତ୍ରା ପାଇଁ ଗାଇଡଲାଇନ । ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ ପରାମର୍ଶ, ଯାତ୍ରା ପୂର୍ବରୁ…

କନକ ବ୍ୟୁରୋ: ବିଦେଶୀ ଫେରନ୍ତାଙ୍କ ଘରୋଇ ଯାତ୍ରା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ ପରାମର୍ଶ । ବିମାନବନ୍ଦର,ଷ୍ଟେସନ ଓ ବସଷ୍ଟାଣ୍ଡରେ କୋଭିଡ ସଚେତନତା କରାଯିବ । ସମସ୍ତ ପ୍ରସ୍ଥାନ ଉପରେ ଥର୍ମାଲ…