Daily Archives

May 22, 2020

ମୋଦିଙ୍କ ବାତ୍ୟା ସମୀକ୍ଷା । ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ରାଜ୍ୟ ସରକାରଙ୍କ ସହ ସମୀକ୍ଷା ବୈଠକ…

କନକ ବ୍ୟୁରୋ: ସ୍ଥିତି ଦେଖିବା ପରେ ସମୀକ୍ଷା ଆରମ୍ଭ । ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଜାରି । ବିମାନବନ୍ଦର ସମ୍ମେଳନ କକ୍ଷରେ ମୋଦି ଆରମ୍ଭ କଲେ ସମୀକ୍ଷା ବୈଠକ । ବୈଠକରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଦୁଇ କେନ୍ଦ୍ରମନ୍ତ୍ରୀ…

ପାକ୍ ଆକାଶରେ ଅଘଟଣ । ଲ୍ୟାଣ୍ଡିଂ ପୂର୍ବରୁ ଖସିପଡିଲା ବିମାନ । ଦେଖୁ ଦେଖୁ ଜଳିଗଲା ପାକିସ୍ତାନର ବିମାନ । ଦୁର୍ଘଟଣା…

କନକ ବ୍ୟୁରୋ: ପାକିସ୍ତାନରୁ ଆସିଲା ବଡ ଖବର । ପାକ ଆକାଶରେ ଅଘଟଣ । ପାକିସ୍ତାନରେ ବଡ ଧରଣର ବିମାନ ଦୁର୍ଘଟଣା ହୋଇଥିବା ସୂଚନା । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାନ୍ସ ବିମାନ ଦୁର୍ଘଟଣା । ଅବତରଣର ମାତ୍ର ୧ ମିନିଟ ପୂର୍ବରୁ ଆକାଶରୁ ଖସି ପଡିଲା ବିମାନ । କେଉଁ କାରଣରୁ ଏଭଳି ବଡ ଧରଣର…

ମୋଦି ଆସିଲେ, ସ୍ଥିତି ଦେଖିଲେ…ଅମ୍ଫାନ ଯିବା ପରେ ଆକାଶମାର୍ଗରୁ ବାତ୍ୟାଞ୍ଚଳ ଦେଖିଲେ ମୋଦି । ଉତ୍ତର ଓଡିଶାର…

କନକ ବ୍ୟୁରୋ: ଆକାଶମାର୍ଗରୁ ବାତ୍ୟାର ବିତ୍ପାଦ ଦେଖୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଭାବିତ ଅଞ୍ଚଳ ବୁଲିଦେଖିଲେ ମୋଦି । ମହାବାତ୍ୟା ଅମ୍ଫାନ ପ୍ରଭାବରେ ଉତ୍ତର ଓଡିଶାର କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କୁ ଆକାଶମାର୍ଗରୁ ଦେଖୁଛନ୍ତି ମୋଦି । ଉକ୍ତ…

ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ । ଆକାଶମାର୍ଗରୁ ଅନୁଧ୍ୟାନ ପରେ…

କନକ ବ୍ୟୁରୋ: ଓଡିଶାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିବାକୁ ଓଡିଶାରେ ପହଞ୍ଚିଲେ ମୋଦି । ଆକାଶରୁ ଦେଖିବେ ସ୍ଥିତି । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ନବୀନ ବିମାନବନ୍ଦରରେ ଉପସ୍ଥିତ ଥିଲେ । ତେବେ…

ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ: ଅନୁଗୁଳରୁ ୧୫, ଗଞ୍ଜାମ, ରାଉରକେଲା ଓ ଯାଜପୁରରୁ ୮ ଏବଂ ପୁରୀ,…

କନକ ବ୍ୟୁରୋ: ଗୋଟିଏ ପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନ୍ୟ ପଟେ ରାଜ୍ୟରେ ସୁସ୍ଥ ହାର ବୃଦ୍ଧି ପାଇଛି । ରାଜ୍ୟରେ ଆଜି ଆଉ ୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହାକୁ…

ଆଉ କିଛି ସମୟ ପରେ ଓଡିଶା ଆସିବେ ମୋଦି: ଅପରାହ୍ନ ୨ଟା ୫୦ରେ ଭୁବନେଶ୍ୱରରେ ପହଁଞ୍ଚି ବାତ୍ୟା ପ୍ରଭାବିତ ଅଂଚଳର କରିବେ…

କନକ ବ୍ୟୁରୋ: ଆଉ କିଛି ସମୟ ପରେ ଓଡିଶାରେ ଆସି ପହଁଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମବଂଗରେ ବାତ୍ୟା ସମୀକ୍ଷା କରିବା ପରେ ଭୁବନେଶ୍ୱର ଅଭିମୁଖେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଅପରାହ୍ନ ୨ଟା ୫୦ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ ପ୍ରଧାନମନ୍ତ୍ରୀ ।…