Daily Archives

May 18, 2020

କରୋନା ମୁକ୍ତ ହେଲା ଭୁବନେଶ୍ୱର । ରାଜ୍ୟରେ ଆଉ ୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ । ଗଞ୍ଜାମର ୪୦, ଜଗସିଂହପୁରରୁ ୫ ଓ…

କନକ ବ୍ୟୁରୋ : ରାଜ୍ୟରେ ସୁସ୍ଥ ହେଲେ ୫୭ଜଣ କରୋନା ଆକ୍ରାନ୍ତ । ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର୪୦ଜଣ, ଜଗତସିଂହପୁରର ୫ଜଣ, ମୟୂରଭଞ୍ଜର ୪ଜଣ, ଭୁବନେଶ୍ୱରର ୩ଜଣ, ବଲଙ୍ଗୀରର ୨ଜଣ ହୋଇଥିବା ବେଳେ ସୁନ୍ଦରଗଡ଼, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜଣେ ଲେଖାଁଏ ଆକାନ୍ତ ସୁସ୍ଥ ହୋଇଛନ୍ତି…

ବାତ୍ୟା ଯୋଗୁଁ ମାଟ୍ରିକ୍ ଖାତାଦେଖା ଗୋଟିଏ ଦିନ ଘୁଞ୍ଚିଲା: ୨୦ ମେ’ ବଦଳରେ ୨୧ ମେ’ ରୁ ଖାତାଦେଖା…

କନକ ବ୍ୟୁରୋ:  ମେ’ ୨୦ ପରିବର୍ତ୍ତେ ୨୧ ତାରିଖରୁ ଖାତା ଦେଖା ଆରମ୍ଭ ହେବ। ଆଜି ଲୋକ ସେବା ଭବନରେ ସକାଳ ୧୧ ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ଚୁଡାନ୍ତ ନିଷ୍ପତ୍ତି ହୋଇଛି। ବାତ୍ୟା ‘ଅମ୍ପନ୍’କୁ ଦୃଷ୍ଟିରେ ରଖି ଆସନ୍ତା…

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି: କାଲି ଉପକୂଳରୁ ୫ କିମି ଦୂରତା ମଧ୍ୟରେ ଥିବା ଲୋକଙ୍କୁ…

କନକ ବ୍ୟୁରୋ: ସାମୁଦ୍ରିକ ବାତ୍ୟା ଅମ୍ଫାନକୁ ନେଇ ସତର୍କ ରହିଛନ୍ତି ରାଜ୍ୟ ସରକାର । ମୁକାବିଲା ପାଇଁ ସରକାର ଉପକୂଳ ଓଡିଶାର ସମସ୍ତ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି । ଆସନ୍ତାକାଲି ଠାରୁ ସମୁଦ୍ର ଉପକୂଳରୁ ୫ କିଲୋମିଟର ମଧ୍ୟରେ ଥିବା ସବୁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ…

ବାତ୍ୟାକୁ ନେଇ ବଡ ଖବର: ରାଜ୍ୟରେ ୫ ଜିଲ୍ଲାରେ ଅଧିକ ପଡ଼ିବ ‘ଅମ୍ଫାନ’ର ପ୍ରଭାବ; ଓଡ଼ିଶାର ଧାମରା, ଚାନ୍ଦବାଲି ପାଖ…

କନକ ବ୍ୟୁରୋ: ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ ଅମ୍ଫାନ । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଅମ୍ଫାନକୁ ନେଇ ଆଗାମୀ ୧୨ ଘଂଟା ବେଶ୍ ଗୁରୁତ୍ୱ ପୂର୍ଣ୍ଣ । କାରଣ ଅମ୍ଫାନ୍ ଏହି ସମୟରେ ଅଧିକ ଶକ୍ତିଶାଳୀ ହୋଇ ସମୁଦ୍ର ମଧ୍ୟରେ…

ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଲା ଅମ୍ଫାନ । ପାରାଦୀପ ଠାରୁ ୭୮୦ କିମିରେ ଦୂରରେ ରହିଛି ବାତ୍ୟା । ସ୍ଥଳ ଭାଗକୁ…

କନକ ବ୍ୟୁରୋ : ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ ଅମ୍ଫାନ । ଆଜି ମଧ୍ୟାହ୍ନ ସାଢେ ୧୨ଟାରେ ସାମୁଦ୍ରିକ ଝଡ ଅମ୍ଫାନ ମହାବାତ୍ୟାର ରୂପ ନେଇଛି । ସମୁଦ୍ର ଭିତରେ ବାତ୍ୟା ମହାବାତ୍ୟାର ରୂପ ନେଇଛି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।…

ଅମ୍ଫାନକୁ ନେଇ ସତର୍କ ହେଉଛନ୍ତି ସମୁଦ୍ରକୂଳିଆ ଲୋକେ । ଝଡ ଆସିବା ଆଗରୁ ଛାତ ଉପରେ ଲୋକେ ପକାଉଛନ୍ତି ବାଲିବସ୍ତା । …

କନକ ବ୍ୟୁରୋ : ପୁରୀ ଜିଲ୍ଲାର ଅସ୍ତରଙ୍ଗ ଅଞ୍ଚଳରେ ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ନେଇ ଆତଙ୍କିତ ହେଲେଣି ସମୁଦ୍ର କୂଳିଆ ବାସିନ୍ଦା । ବାତ୍ୟାକୁ ନେଇ ଲୋକେ ଆତଙ୍କିତ ହୋଇ ଏବେ ଠାରୁ ଆଜବେଷ୍ଟସ୍ ଛପର ଘର ଉପରେ ବାଲିବସ୍ତା ରଖିବା ଆରମ୍ଭ କରିଛନ୍ତି । ସମୁଦ୍ର କୂଳିଆ ଅଞ୍ଚଳରୁ ପ୍ରଶାସନ…