Daily Archives

May 17, 2020

କରୋନାକୁ ନେଇ ଆସିଲା ବଡ ଖବର: ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ । ୯୧ ନୂଆ ଆକ୍ରାନ୍ତ ଚିହ୍ନଟ; ମୋଟ ମୃତ୍ୟୁ ସଂଖ୍ୟା…

କନକ ବ୍ୟୁରୋ: କରୋନାକୁ ନେଇ ଆସିଲା ପୁଣି ଏକ ବଡ ଖବର । ରାଜ୍ୟରେ କରୋନା ମହାମାରୀ ନେଲା ଆଉ ୨ ଜୀବନ । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଅନ୍ୟ ପଟେ ଆଜି ରାଜ୍ୟରେ ୯୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ପଷ୍ଟ କରିଛି…

ସଂଖ୍ୟା ବଢୁଛି, ଚିନ୍ତା ବଢୁଛି: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ଟପିଲା, ମୃତ୍ୟୁ ସଂଖ୍ୟା ୨୮୭୨ଛୁଇଁଲା;…

କନକ ବ୍ୟୁରୋ: ଦେଶରେ ବଢୁଛି କରୋନାର ପ୍ରକୋପ । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୩ ହଜାର ନିକଟତର । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ହଜାର ୮୭୨କୁ ବୃଦ୍ଧି ପାଇଛି । ଏହାସହିତ ଦେଶରେ ଆକ୍ରାନ୍ତ ସଂଖ୍ୟା ୯୦ ହଜାର ୯୨୭ରେ…

ଭାରତ ଖୋଜୁଛି କରୋନା ଔଷଧ: ଦେଶର ୮ ଟି ସହରର ୧୪ ଟି ସଂସ୍ଥା ଭ୍ୟାକ୍ସିନ୍ ବିକଶିତ କରିବାକୁ ଦିନ ରାତି କରୁଛନ୍ତି…

କନକ ବ୍ୟୁରୋ: କରୋନା ମହାମାରୀ ଭିତରେ ସାରା ବିଶ୍ୱ ଭ୍ୟାକ୍ସିନ ପ୍ରସ୍ତୁତିରେ ଲାଗିଛି । ଆଉ ଏହି ଦୌଡରେ ଭାରତ ମଧ୍ୟ ସାମିଲ ହୋଇଛି । ଭାରତର ୮ଟି ସହରର ୧୪ଟି ସଂସ୍ଥା ବର୍ତମାନ କରୋନା ଟିକା ବିକଶିତ କରିବା ପାଇଁ ଦିନ ରାତି ପରିଶ୍ରମ କରୁଛନ୍ତି । ଆଉ ଆଶା କରାଯାଉଛି ଭାରତ ଶୀଘ୍ର ହିଁ କରୋନା…

ଏଣିକି ଚଢ଼ାଦରରେ ବିକିଲେ ରଦ୍ଦ ହେବ ଲାଇସେନ୍ସ୍: ପ୍ରତ୍ୟେକ ଦୋକାନ ଆଗରେ ଲାଗିବ ବୋର୍ଡ଼; ଯାଞ୍ଚ ପାଇଁ ଜିଲ୍ଲା ସ୍ତରରେ…

କନକ ବ୍ୟୁରୋ: ଏଣିକି କିରାସିନି ଚଢ଼ା ଦରରେ ବିକିଲେ ସମ୍ପୃକ୍ତ ଡିଲରଙ୍କ ଲାଇସେନ୍ସ୍ ରଦ୍ଦ କରାଯିବ। ଖାଲି ସେତିକି ନୁହେଁ, କିରାସିନି ଲିଟର ପିଛା ଦର ପ୍ରତ୍ୟେକ ସୁଲଭ ମୂଲ୍ୟ ଦୋକାନ ଓ ହୋଲସେଲ୍ ଦୋକାନ ସମ୍ମୁଖରେ ଲାଗିଥିବା ବୋର୍ଡ଼ରେ ଉଲ୍ଲେଖ କରାଯିବ। ଏହାସହିତ ରାସନକାର୍ଡ଼…

ଖଣ୍ଡପଡାରେ ତୋଲମରା ପଂଚାୟତର ସରପଂଚଙ୍କୁ ହତ୍ୟା । ଅଫିସ କାମ ସାରି ଫେରୁଥିବାବେଳେ ସୁଶାନ୍ତ ବେହେରାଙ୍କୁ ଟାଙ୍ଗିଆରେ…

କନକ ବ୍ୟୁରୋ: ଗୋଟିଏ ପଟେ କରୋନା ମହାମାରୀ ସହ ସଂଘର୍ଷ କରୁଛି ସରା ଦେଶ । ଅନ୍ୟପଟେ ସରପଂଚମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଭଳି ସ୍ଥିତିରେ ଦୁବୃତଙ୍କ ଟାଙ୍ଗିଆ ଚୋଟରେ ଜଣେ ସଂପଂଚଙ୍କର ଜୀବନ ଯାଉଛି । ଏଭଳି ଏକ ସଂଗୀନ ଘଟଣା ଘଟିଛି ନୟାଗଡ ଜିଲ୍ଲା ଢୋଲମରା…

କରୋନା କଟକଣା ଭିତରେ ଆଗେଇ ଚାଲିଛି ରଥକାମ । ତିନି ରଥର ୪୨ରୁ ୪୦ ତୁମ୍ବର ବିନ୍ଧ କାମ ଶେଷ

କନକ ବ୍ୟୁରୋ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋର୍‌ସୋର୍‌ରେ ଆଗେଇ ଚାଲିଛି। ଏହା ଭିତରେ ଚକ କାମ ଅଧାଅଧି ଶେଷ ହେଲାଣି। ସେ ପଟେ ପୋଟଳ ଓରା, ପୋଟଳ ପାରେଣି, ଭୂଇଁ ଖମ୍ବି କାମ ବି ଆଗେଇ ଚାଲିଛି। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଗତକାଲି ସୁଦ୍ଧା ତିନି ରଥର ମୋଟ ୪୨ ତୁମ୍ବରୁ…