Daily Archives

May 16, 2020

ଓଡ଼ିଶାରେ ଲୁଚିଛି କି କରୋନା ଔଷଧ ? ନୂଆ ସମ୍ଭାବନା ନେଇ ଆଗକୁ ବଢୁଛି ଓଡ଼ିଶା…ଔଷଧୀୟ ଗୁଣରେ ଭରା ଗନ୍ଧମାର୍ଦ୍ଦନ…

କନକ ବ୍ୟୁରୋ: ସାରା ବିଶ୍ୱକୁ ନାକେଦମ୍ କରିଥବା କରୋନା ଔଷଧ କେବେ ବାହାରିବ ଏବଂ କେଉଁ ଦେଶ ଏହାକୁ କେଉଁ ଦେଶ ପାଇବାରେ ସଫଳ ହେବ ସେନେଇ ଚାଇଛି ଉଦ୍ୟମ । ହେଲେ ବର୍ତ୍ତମାନ କରୋନା ଔଷଧ ପାଇଁ ବିଶେଷଜ୍ଞଙ୍କ ନଜରକୁ ଆସିଛି ଓଡିଶାର ଔଷଧୀୟ ଗୁଣରେ ଭରା ଗନ୍ଧମାର୍ଦ୍ଦନ ଓ ଶିମିଳିପାଳ ଭଳି ଜଙ୍ଗଲି…

ପ୍ରତିରକ୍ଷାରେ ମେକ୍ ଇନ୍ ଇଣ୍ଡିଆକୁ ଗୁରୁତ୍ୱ । ସେନାକୁ ମିଳିବ ଅଧିକ ଶକ୍ତି, ଅତ୍ୟାଧୁନିକ ସହ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର…

କନକ ବ୍ୟୁରୋ: ୨୦ ଲକ୍ଷ କୋଟିର ‘ଆତ୍ମନିର୍ଭର ଭାରତ ଅଭିଯାନ’ ପ୍ୟାକେଜର ଚତୁର୍ଥ ସେଟରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା । ସେନାକୁ ଅଧିକ ଶକ୍ତି ବା ପ୍ରତିରକ୍ଷା କ୍ଷେତ୍ରରେ ବିକାଶ ପାଇଁ ବଡ଼ ଘୋଷଣା କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି କି, ସେନା ପାଇଁ…

‘ଆତ୍ମନିର୍ଭର ଭାରତ ଅଭିଯାନ’ ପ୍ୟାକେଜରେ ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା: କୋଇଲା କ୍ଷେତ୍ରରେ ବନ୍ଦ ହେବ ସରକାରଙ୍କ…

କନକ ବ୍ୟୁରୋ: କରୋନା ମହାମାରୀ ସଂକଟରୁ ଦେଶକୁ ସୁଧାରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ଅଭିଯାନ ପ୍ୟାକେଜର ବଳକା ୨ ଲକ୍ଷ କୋଟି ଟଙ୍କାର ଚତୁର୍ଥ ସେଟ୍ ଘୋଷଣା କରିଛନ୍ତି । ଏହି ଅବସରରେ ଆଜି ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟତଃ ୮ଟି…

ଘର ବାହୁଡା ଶ୍ରମିକଙ୍କ କରୁଣ ଦୃଶ୍ୟ…ଦୁଇ ଛୁଆଙ୍କୁ ଭାରରେ ବୋହି ୨୫୦ କିମି ଚାଲିଲା ବାପା: ତାଲାବନ୍ଦ ଭିତରେ…

କନକ ବ୍ୟୁରୋ: କରୋନାର କରୁଣ ଦୃଶ୍ୟ, ନିଜ ଛୁଆଙ୍କୁ ଭାରରେ ବୋହି ୨୫୦ କିଲୋମିଟର ଚାଲିଲା ବାପା । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବାରିପଦାରେ । ସୂଚନା ଅନୁସାରେ ମୋରଡା ବ୍ଲକ ବଳଦିଆ ଗାଁର ରୁପାୟ ଟୁଡୁ କଟକର ଏକ ଇଟାଭାଟିରେ କାମ କରୁଥିଲେ । ଲକଡାଉନ ଭିତରେ ୟାତାୟତ ବନ୍ଦ…

ଗଛ ମୂଳେ ସଙ୍ଗରୋଧ କେନ୍ଦ୍ର: ସମ୍ବଲପୁର ଘେନୁପାଲି ପଂଚାୟତରୁ ଆସିଲା ମାନବିକତାକୁ ଲଜ୍ଜା କଲା ଭଳି ଚିତ୍ର; ୪ ଦିନ ହେଲା…

କନକ ବ୍ୟୁରୋ: ପ୍ରତିଦିନ ମାନବିକତାକୁ ଦୋହଳାଇ ଦେଲା ଭଳି ଛବି ସାରା ଦେଶରୁ ସାମ୍ନାକୁ ଆସୁଛି । କେଉଁଠି ଶ୍ରମିକ ଚାଲୁଛି ଯେ ଚାଲୁଛି, ହେଲେ ବାଟ ସରୁନି । ପୁଣି କେଉଁଠି ଭୋକିଲା ମଣିଷ ଡଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଉଥିବା ଦୃଶ୍ୟ ସରକାରଙ୍କ ତମାମ ପ୍ରସ୍ତୁତିକୁ ପ୍ରଶ୍ନ କରୁଛି । ଏବେ…

ଔଦ୍ଧତ୍ୟର ସବୁ ସୀମା ଟପିଗଲେ ଜିଲ୍ଲା ପରିଷଦଙ୍କ ପୁଅ…ସରକାରୀ ଡାଲି ଯୋଗାଣରେ ଅନୀୟମିତତା ଅଭିଯୋଗ କରିବାରୁ…

କନକ ବ୍ୟୁରୋ: ସବୁ ଔଦ୍ଧତ୍ୟର ସୀମା ଟପିଗଲେ ଜିଲ୍ଲା ପରିଷଦଙ୍କ ପୁଅ । ଲୋକଙ୍କ ସାମ୍ନାରେ ଜଣେ ଅଭିଯୋଗକାରୀଙ୍କୁ ଗୋଡାଇ ଗୋଡାଇ ମାଡ ମାରିଲେ ଜିଲ୍ଲା ପରିଷଦଙ୍କ ପୁଅ ଓ ତାଙ୍କ ସାଙ୍ଗମାନେ । କେବଳ ଏତିକି ନୁହେଁ ଅସଭ୍ୟ ଭାଷାରେ ଗାଲି ଗୁଲଜ ମଧ୍ୟ କରୁଛନ୍ତି । ଯେଉଁ ଭାଷାକୁ ଆମେ ଆପଣମାନଙ୍କୁ…