Daily Archives

May 15, 2020

୧୦ ଜିଲ୍ଲା ପାଇଁ ସତର୍କ ଘଣ୍ଟି! ୨୪ ଘଣ୍ଟା ଭିତରେ ରାଜ୍ୟର ୧୦ ଜିଲ୍ଲାକୁ ବଜ୍ରପାତ ବିପଦ, ପୂର୍ବାନୁମାନ କରି ଏହି ସବୁ…

କନକ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ରାଜ୍ୟର ଉତ୍ତର ଆଭ୍ୟନ୍ତର ଠାରୁ ଆରମ୍ଭ କରି ଦକ୍ଷିଣ ଆଭ୍ୟନ୍ତର ଅଞ୍ଚଳରେ ଥିବା ୧୦ଟି ଜିଲ୍ଲରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷା ପବନର ସମ୍ଭାବନା ରହିଛି । ତେବେ, ଏଥିମଧ୍ୟରୁ ୧୦ଟି ଜିଲ୍ଲାରେ ଏହି ସମୟ ମଧ୍ୟରେ…

ଚାଲୁ ଚାଲୁ ଟଳିପଡିଲେ ପ୍ରବାସୀ । କୋଲକାତାରୁ କାକଟପୁର ଫେରିବା ବେଳେ ବାଲେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରେ…

କନକ ବ୍ୟୁରୋ: କରୋନା ସଙ୍କଟ ବେଳେ ଅଭାବନୀୟ ଘଟଣା । ରାସ୍ତାରେ ଚାଲୁ ଚାଲୁ ଟଳିପଡିଲେ ପ୍ରବାସୀ ଶ୍ରମିକ । କୋଲକାତାରୁ ଫେରୁଥିବାବେଳେ ୬୦ ନମ୍ବର ଜାତୀୟ ରାଜପଥର ବାଲେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକଠାରୁ ଅଳ୍ପ କିଛି ଦୂରରେ ଘଟିଛି ଏହି ଘଟଣା । ସୂଚନା ଅନୁଯାୟୀ ପୁରୀ ଜିଲ୍ଲା କାକଟପୁର ଥାନା…

ସୁରଟରୁ ଆସିଲା ସାଙ୍ଘାତିକ ଖବର : ପ୍ରବାସୀ ଶ୍ରମିକକୁ ପୋଲିସ ପିଟି ପିଟି ମାରିଦେଇଥିବା ଅଭିଯୋଗ, ଓଡ଼ିଶା ଫେରିବା ପାଇଁ…

କନକ ବ୍ୟୁରୋ : ପ୍ରବାସୀ ଓଡିଆ ଶ୍ରମିକଙ୍କ ମୃତ୍ୟୁ । ସୁରତରେ ପୋଲିସ ମାଡରେ ତାଙ୍କର ମୃତ୍ୟୁ ଘଟିଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି । ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ଧରି ଓଡିଶା ଫେରିବା ପାଇଁ ସ୍ଥାନୀୟ ଆମ୍ରୋଲି ଥାନାରେ ପ୍ରବଳ ଭିଡ ଜମୁଥିଲା । ସେମାନଙ୍କ ଟିକଟ ବ୍ୟବସ୍ଥା ନେଇ…

ସମ୍ଭାବ୍ୟ ବାତ୍ୟା ନେଇ ଏସଆରସିଙ୍କ ସୂଚନା; ରାଜ୍ୟର ୪ଟି ଜିଲ୍ଲା ପ୍ରତି ରହିଛି ଅଧିକ ବିପଦ; ବାତ୍ୟା ପ୍ରଭାବରେ ପ୍ରବଳ…

କନକ ବ୍ୟୁରୋ: ସାମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଉଚ୍ଚସ୍ତରୀୟ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ ଜେନା । ଆଜି ସଂଧ୍ୟାରେ ଅବପାତର ରୂପ ନେବ ବଙ୍ଗୋପସାଗରରେ ଘନିଭୂତ ହୋଇଥିବା ଲଘୁଚାପ । ଆସନ୍ତାକାଲି ନେବ ବାତ୍ୟାର…

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହେଲେ ଆଉ ୮ କରୋନା ଆକ୍ରାନ୍ତ; ଯାଜପୁରରୁ ୪, ଭଦ୍ରକରୁ ୨, ବାଲେଶ୍ୱର ଏବଂ…

କନକ ବ୍ୟୁରୋ:  ଓଡିଶାବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଆଜି ପୁଣି ୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି। ଏମାନଙ୍କ ଭିତରୁ ଯାଜପୁର ଜିଲ୍ଲାର ୪ଜଣ, ଭଦ୍ରକ ଜିଲ୍ଲାର ୨ଜଣ, ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାର ଜଣେ ଲେଖାଏଁ ବୋଲି ସୂଚନା ମିଳିଛି। ଫଳରେ ରାଜ୍ୟରେ କରୋନା…

ବାତ୍ୟା ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର: ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ସମ୍ଭାବନା; ସେପଟେ, ଆଜି ଆହୁରି…

କନକ ବ୍ୟୁରୋ: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ପାଶ୍ୱବର୍ତି ଅଂଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମେ ଘନୀଭୂତ ହେଉଛି । ଆଜି ଏହି ଲଘୁଚାପ କେନ୍ଦ୍ରୀୟ ଦକ୍ଷିଣ ବଙ୍ଗୋପସାଗର ଅଂଚଳରେ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବ । ଆସନ୍ତାକାଲି ଏହା ସାମୁଦ୍ରିକ ଝଡର ରୂପ ନେବାର ସମ୍ଭାବନା ରହିଛି ।…