Daily Archives

May 15, 2020

କରୋନା କଟକଣା ପାଇଁ କେହି ହେବେନି ଫେଲ୍ । ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ସବୁ ପିଲା ପାସ୍, ନବମରୁ ଦଶମ ପାସ୍…

କନକ ବ୍ୟୁରୋ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର । କରୋନା କଟକଣା ପାଇଁ କେହି ହେବେନି ଫେଲ୍ । ରାଜ୍ୟରେ ପ୍ରଥମରୁ ଅଷ୍ଟମ ପଢୁଥିବା ସବୁ ପିଲା ପାସ୍ । କରୋନା ସ୍ଥିତି ନେଇ ଏହି ଶ୍ରେଣୀର ସବୁ ଛାତ୍ରଛାତ୍ରୀଙ୍କୁ ପାସ୍ କରିବାକୁ ନିଷ୍ପତ୍ତି । ତେବେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି…

ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହୋଇଛନ୍ତି ୨୦ ଶିଶୁ । କରୋନା ଆକ୍ରାନ୍ତ ଥିବା ୧୪ ବର୍ଷରୁ କମ ଶିଶୁ ସୁସ୍ଥ ହୋଇ ଘରକୁ…

କନକ ବ୍ୟୁରୋ: ସୁସ୍ଥ ହୋଇଛନ୍ତି ୨୦ ଶିଶୁ । ରାଜ୍ୟରେ କରୋନା ଆକ୍ରାନ୍ତ ହୋଇଥିବା ୨୦ ଶିଶୁ ସୁସ୍ଥ ହୋଇଛନ୍ତି । ପଜିଟିଭ ଚିହ୍ନଟ ହୋଇଥିବା ୧୪ ବର୍ଷରୁ କମ ଶିଶୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପ୍ରେସମିଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ସୁବ୍ରତ ବାଗଚୀ । ତେବେ ଶିଶୁମାନେ କରୋନା…

ଆତ୍ମନିର୍ଭର ଭାରତ ଅଭିଯାନର ତୃତୀୟ ସେଟ୍ ଖୋଲିଲେ ସୀତାରମଣ । କୃଷି ଭିତ୍ତିଭୂମି ବିକାଶ ପାଇଁ ୧ ଲକ୍ଷ କୋଟିର ପ୍ୟାକେଜ…

କନକ ବ୍ୟୁରୋ: ଆତ୍ମନିର୍ଭର ଭାରତରେ କୃଷି, ଗୋପାଳନ, ମତ୍ସ୍ୟ ଚାଷକୁ ଗୁରୁତ୍ୱ । କୃଷିକୁ ଅଧିକ ସୁଦୃଢ କରିବାକୁ ୧ ଲକ୍ଷ କୋଟି ଘୋଷଣା । କୃଷିର ଭିତ୍ତିଭୂମି ପାଇଁ ୧ ଲକ୍ଷ କୋଟି ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୃଷିଜାତ ଦ୍ରବ୍ୟର ରକ୍ଷଣାବେକ୍ଷଣ କ୍ଷେତ୍ରରେ ଅର୍ଥାତ ଶୀତଳ…

ଆମ ଘର ଆହୁରି ଦୂର… ତାଲାବନ୍ଦ ବେଳେ ଜାରି ରହିଛି ଦାଦନ ଶ୍ରମିକଙ୍କ ପଦଯାତ୍ରା । ହାଇଦ୍ରାବାରୁ ସିଲିଗୁଡି ପାଦରେ…

କନକ ବ୍ୟୁରୋ: ଏଠି ଶହେ କି ଦୁଇ ଶହ ନୁହେଁ ହଜାର ହାଜର କିଲୋମିଟରର ପଦଯାତ୍ରା । ଦାଦନ ଶ୍ରମିକଙ୍କୁ ଯାତନା ଦେଉଛି କରୋନା କଟକଣା । ତାଲାବନ୍ଦ ଯୋଗୁଁ କାମ ଧନ୍ଦା ବନ୍ଦ ହୋଇଯିବା ପରେ ଘର ମୁହାଁ ଶ୍ରମିକ । ଗାଡି ଘୋଡା ଚାଲୁନି କି ଭଡା ଗାଡି କରି ଘରକୁ ଫେରିବା ପାଇଁ ଶ୍ରମିକଙ୍କ ପାଖରେ ସମ୍ବଳ…