Daily Archives

May 14, 2020

ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ୫ ହଜାର କୋଟି ଘୋଷଣା । ପ୍ରତି ଦୋକାନୀଙ୍କୁ ୧୦ ହଜାର ଟଙ୍କାର ମିଳିବ ଫାଇଦା । ଉପକୃତ ହେବେ…

କନକ ବ୍ୟୁରୋ: ରାସ୍ତାକଡ ଦୋକାନୀଙ୍କ ପାଇଁ ବଡ ଘୋଷଣା । ମୋଦିଙ୍କ ମେଗା ପ୍ୟାକେଜରେ ଉଠା ଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା । ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ୫ ହଜାର କୋଟି ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ରାସ୍ତାକଡ ଦୋକାନୀଙ୍କ ପାଇଁ ୫ ହଜାର କୋଟି ଟଙ୍କା ଘୋଷଣା ହୋଇଛି…

‘ଆତ୍ମ ନିର୍ଭର ଭାରତ ଅଭିଯାନ’ରେ ଗରିବ, ଶ୍ରମିକ ଓ କୃଷକ । ଆଗାମୀ ୨ ମାସ ପାଇଁ ସମସ୍ତ ପ୍ରବାସୀଙ୍କୁ ମାଗଣା…

କନକ ବ୍ୟୁରୋ: ‘ଆତ୍ମ ନିର୍ଭର ଭାରତ ଅଭିଯାନ’ ପାଇଁ ମୋଦିଙ୍କ ୨୦ ଲକ୍ଷ କୋଟି ପ୍ୟାକେଜରେ ପ୍ରବାସୀ ଶ୍ରମିକଙ୍କୁ ଫୋକସ୍ । ଦେଶରେ ରାସନ କାର୍ଡର ନେସନାଲ ପୋର୍ଟିବିଲିଟି ଅର୍ଥାତ୍ ୱାନ ନେସନ ୱାନ କାର୍ଡ ଲାଗୁ ପାଇଁ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ଚଳିତ ବର୍ଷ ଅଗଷ୍ଟ ମାସ ମଧ୍ୟରେ ୨୩ଟି…

ଶ୍ରମିକଙ୍କ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା । ପ୍ରବାସୀ ଶ୍ରମିକଙ୍କୁ ମନରେଗାରେ ମିଳିବ କାମ, ୫୦% ପର୍ଯ୍ୟନ୍ତ ବଢିଲା…

କନକ ବ୍ୟୁରୋ: ଦ୍ୱିତୀୟ କିସ୍ତିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରିଲିଫ ପ୍ୟାକେଜରେ ଚାଷୀ ଏବଂ ପ୍ରବାସୀ ଶ୍ରମିକଙ୍କୁ ବେଶ୍ ଗୁରୁତ୍ୱ ଦେଇଛନ୍ତି । ତେବେ ପ୍ରବାସୀ ଶ୍ରମିକଙ୍କୁ ନେଇ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରି…

ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା: ଆଗାମୀ ୨ ମାସ ଯାଏ ସମସ୍ତ ଶ୍ରମିକଙ୍କୁ ମିଳିବ ମାଗଣାରେ ରାସନ; ବିନା କାର୍ଡଧାରୀଙ୍କୁ ବି…

କନକ ବ୍ୟୁରୋ: ଆତ୍ମ ନିର୍ଭରଶୀଳ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ୟାକେଜ ଘୋଷଣା । ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜର ଦ୍ୱିତୀୟ କିସ୍ତିର ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଦ୍ୱିତୀୟ କିସ୍ତି ଘୋଷଣାରେ ରାସ୍ତାକଡ ବ୍ୟବସାୟୀ, କ୍ଷୁଦ୍ର ଚାଷୀ ଏବଂ ପ୍ରବାସୀ…

୭ ଜିଲ୍ଲା ପାଇଁ ସତର୍କ ଘଣ୍ଟି ! ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା, ଏହିସବୁ ଜିଲ୍ଲା ପାଇଁ…

କନକ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ଉତ୍ତର ଆଭ୍ୟନ୍ତର ଠାରୁ ଆରମ୍ଭ କରି ଦକ୍ଷିଣ ଆଭ୍ୟନ୍ତର ଅଞ୍ଚଳର ୧୫ଟି ଜିଲ୍ଲରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷା ପବନର ସମ୍ଭାବନା ରହିଛି। ତେବେ, ଏଥିମଧ୍ୟରୁ…

ଓଡିଶାବାସୀଙ୍କ ପାଇଁ ଖୁସି ଖବର: ରାଜ୍ୟରେ ସୁସ୍ଥ ହେଲେ ଯାଜପୁରର ଆଉ ୧୫ କରୋନା ଆକ୍ରାନ୍ତ; ମୋଟ ସୁସ୍ଥଙ୍କ ସଂଖ୍ୟା…

କନକ ବ୍ୟୁରୋ:  ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଆଜି ଏକା ସାଙ୍ଗରେ ଯାଜପୁରର ୧୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଚିକିତ୍ସା ପରେ ସେମାନଙ୍କୁ କୋଭିଡ୍ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ । ନୂଆ ସୁସ୍ଥଙ୍କୁ ମିଶାଇ…