Daily Archives

May 13, 2020

କରୋନା କ୍ଷତରେ ଅର୍ଥନୀତିର ମଲମ । ଆଉ ୩ ମାସ ଇପିଏଫ ଭରିବେ ସରକାର । ଅଗଷ୍ଟ ମାସ ଯାଏଁ ଇପିଏଫ ଜମା କରିବେ କେନ୍ଦ୍ର…

କନକ ବ୍ୟୁରୋ: ଇପିଏଫ ଭରିବେ ସରକାର । ଆଗାମୀ ୩ ମାସର ଇପିଏଫ ଦେବେ ସରକାର । ଆଉ ତିନି ମାସ ଇପିଏଫ ଭରଣା କରିବେ କେନ୍ଦ୍ର ସରକାର । ଜୁନ, ଜୁଲାଇ, ଅଗଷ୍ଟ ମାସର ଇପିଏଫ ସରକାର ବହନ କରିବେ ବୋଲି ଆଜି ବଡ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ୧୫ ହଜାରରୁ କମ…

ଆପଣଙ୍କର ଅଞ୍ଚଳରେ କ୍ୱାରେଣ୍ଟାଇନ ସେଣ୍ଟରର ଅବସ୍ଥା କେମିତି ଅଛି? ଗୋଟିଏ କ୍ଲିକରେ ଦେଖିପାରିବେ କ୍ୱାରେଣ୍ଟାଇନ…

କନକ ବ୍ୟୁରୋ :  ସମଗ୍ର ରାଜ୍ୟରେ କରୋନାକୁ ମୁକାବିଲା କରିବା ପାଇଁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମଧ୍ୟ ଅଣ୍ଟା ଭିଡିଛି । କୋଭିଡ ପଞ୍ଜିକରଣ ହେଉ ବା କ୍ଵାରେଣ୍ଟିନ ସେଣ୍ଟର ବାବଦରେ ତଥ୍ୟ ଜାଣିବାକୁ ହେଉ ଏହି ବିଭାଗ କିଭଳି କାର୍ୟ୍ୟ କରୁଛି ସେ ବାବଦରେ ଆଜି ବିସ୍ତୃତ ତଥ୍ୟ ଦେଇଛନ୍ତି…

କାଲି ସୁଦ୍ଧା ସତର୍କ ରୁହ! ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୦ ଜିଲ୍ଲାକୁ ସତର୍କ ଘଣ୍ଟି, ବର୍ଷା ଓ ବଜ୍ରପାତ ନେଇ ଏହି ସବୁ…

କନକ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ଅନୂନ୍ୟ ୧୪ଟି ଜିଲ୍ଲରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷା ପବନର ସମ୍ଭାବନା ରହିଛି। ତେବେ, ଏଥିମଧ୍ୟରୁ ୧୦ଟି ଜିଲ୍ଲାରେ ଏହି ସମୟ ମଧ୍ୟରେ କାଳବୈଶାଖୀର ଅଧିକ…

ଓଡ଼ିଶା ପାଇଁ ଭଲ ଖବର: ଏକାଥରେ ସୁସ୍ଥ ହେଲେ ୨୭ କରୋନା ଆକ୍ରାନ୍ତ, ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧୪୩କୁ ବୃଦ୍ଧି,…

କନକ ବ୍ୟୁରୋ: ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାରୁ ୯, ଭୁବନେଶ୍ୱରରୁ ୮ ଜଣ,…

ଦକ୍ଷିଣ ଆଣ୍ଡାମାନ ସାଗରକୁ ଲାଗି ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଆସନ୍ତା ୧୬ ତାରିଖରେ ନେଇପାରେ ସାମୁଦ୍ରିକ…

କନକ ବ୍ୟୁରୋ: ବଙ୍ଗୋପସାଗରରେ ସାମୁଦ୍ରିକ ଝଡର ଆଶଙ୍କା । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାକୁ ଲାଗି ରହିଥିୁବା ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହାର କ୍ରମେ ଘୀନଭୂତ ହୋଇ ମେ ୧୬ ତାରିଖ ସନ୍ଧ୍ୟା ବେଳକୁ ସାମୁଦ୍ରିକ ଝଡର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି…