Daily Archives

May 12, 2020

ପୁଣି ବଢିବ ଲକଡାଉନ । ନୂଆ ରୂପରେ ଲାଗୁହେବ ଲକଡାଉନ ୪. ୦ । ମେ ୧୭ ପରେ ଭାରତରେ ଜାରି ରହିବ ତାଲାବନ୍ଦ । ୧୮ ପୂର୍ବରୁ…

କନକ ବ୍ୟୁରୋ: ଲକଡାଉନ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ଦେଶରେ ପୁଣି ଲାଗୁ ହେବ ଲକଡାଉନ । ୧୭ ମେ ପରେ ଭାରତରେ ତାଲାବନ୍ଦ ଜାରି ରହିବ । ତେବେ ତୃତୀୟ ତାଲାବନ୍ଦ ସରିବା ପରେ ୪ର୍ଥ ପର୍ଯ୍ୟାୟ ଲକଡାଉନ ଲାଗୁହେବ । ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ସ୍ପଷ୍ଟ କରିଛନ୍ତି…

ଓଡ଼ିଶାକୁ ଆଶ୍ୱସ୍ତି, ଯାଜପୁର ପାଇଁ ଭଲ ଖବର । ଜିଲ୍ଲାରୁ ଏକାଥରେ ସୁସ୍ଥ ହେଲେ ୩୧ ଆକ୍ରାନ୍ତ, ରାଜ୍ୟରେ ମୋଟ୍ ସୁସ୍ଥଙ୍କ…

କନକ ବ୍ୟୁରୋ: ଓଡ଼ିଶାକୁ ଆଶ୍ୱସ୍ତି ଓ ଯାଜପୁର ପାଇଁ ଭଲ ଖବର । ଜିଲ୍ଲାରୁ ଏକାଥରେ ସୁସ୍ଥ ହେଲେ ୩୧ ଜଣ ଆକ୍ରାନ୍ତ । ଏହି ସୁସ୍ଥଙ୍କ ସଂଖ୍ୟାକୁ ମିଶାଇ ଯାଜପୁର ଜିଲ୍ଲାରେ ମୋଟ୍ ୩୩ ଜଣ ସୁସ୍ଥ ହୋଇଛନ୍ତି । ପୂର୍ବରୁ ଜିଲ୍ଲାରେ ୨ ଜଣ ସୁସ୍ଥ ହୋଇଥିଲେ । ତେବେ ଏବେ ଯାଜପୁରରେ ସକ୍ରିୟ ସଂଖ୍ୟା ୩୧…

ଆଉ କିଛି ସମୟ ପରେ ଦେଶ ଉଦ୍ଦେଶ୍ୟରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ସବୁଠୁ ବଡ ପ୍ରଶ୍ନ, ପୁଣି ବଢ଼ିବ କି ତାଲା…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦି କଣ କହିବେ ? ତାଲାବନ୍ଦ ଅବଧି ପୁଣି ବଢିବ କି? ଆସନ୍ତା ମେ ୧୭ତାରିଖରେ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଶେଷ ହେଉଛି । କରୋନା ବ୍ୟାପିବା ପରେ ଆଜି ପଂଚମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧିତ କରିବେ । ରାତି ୮ଟାରେ ଆଉ କିଛି ସମୟ ପରେ ମୋଦି…

ଚଳିତ ବର୍ଷ ରାଜ୍ୟରେ ହେବନି ଦ୍ୱିତୀୟ ଓଜେଇଇ । ପ୍ରଥମ ଓଜେଇଇରେ ଅନ୍ୟ ସବୁ ପ୍ରବେଶିକା ସହ ହେବ ବି-ଟେକ୍…

କନକ ବ୍ୟୁରୋ: ଚଳିତ ବର୍ଷ ରାଜ୍ୟରେ ହେବନି ଦ୍ୱିତୀୟ ଓଜେଇଇ । ପ୍ରଥମ ଓଜେଇଇ ପରୀକ୍ଷାରେ ହିଁ ସବୁ ପ୍ରକାର ପ୍ରବେଶିକା ପରୀକ୍ଷା କରାଯିବ । ପୂର୍ବରୁ ପ୍ରଥମ ଓଜେଇଇରେ ବି-ଫାର୍ମା, ଏମ୍-ଫାର୍ମା, ଏମବିଏ, ଏମସିଏ ଭଳି ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା କରାଯାଉଥିଲା । ବି-ଟେକ୍ ପାଇଁ…

ଭୂତାଣୁ ସହ ଦେଶର ଜାରି ରହିଛି ଲଢେଇ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ସୁସ୍ଥତା ହାରରେ ହେଉଛି ବୃଦ୍ଧି, ଅନ୍ୟଦେଶ…

କନକ ବ୍ୟୁରୋ: ଦେଶରେ କୋରନା ଆକ୍ରାନ୍ତଙ୍କ ସୁସ୍ଥ ହାର ଭଲ ଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼କ୍ଟର ହର୍ଷବର୍ଦ୍ଧନ । ବର୍ତମାନ ସୁଦ୍ଧା ୩୧ ଦଶମିକ ୭ ପ୍ରତିଶତ ଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ସାରା ଦୁନିଆରେ କରୋନା ଲଢେଇରେ ଆମ ଦେଶର ମୃତ୍ୟୁହାର ମଧ୍ୟ କମ୍…

କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । କୋଭିଡ ନିୟନ୍ତ୍ରଣ ଓ ଅର୍ଥନୀତି ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦେଲେ…

କନକ ବ୍ୟୁରୋ: କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ଆଗାମୀ ଏକ ସପ୍ତାହ ମଧ୍ୟରେ ବଢିବ କୋଭିଡ କେୟାର ସେଂଟର ଶଯ୍ୟା ସଂଖ୍ୟା । ୬ ଜିଲ୍ଲା ଗଂଜାମ, ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, ଯାଜୂପୁର ଓ ବଲାଙ୍ଗୀର ଜିଲ୍ଲାମାନଙ୍କରେ କୋଭିଡ କେୟାର ସେଂଟରର ସିଟ ସଂଖ୍ୟା ବଢାଯିବ ।…