Daily Archives

May 11, 2020

ସାମନାକୁ ଆସିଲା ତାଲାବନ୍ଦର କରୁଣ ଚିତ୍ର । ଚାକିରି ଯାଉଛି, ଦରମା କଟୁଛି । ଆଗକୁ କ’ଣ ହେବ ତାକୁ ନେଇ ବଢ଼ୁଛି ଚିନ୍ତା ?

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ତାଲା ବନ୍ଦ ଚାଲିଥିବା ବେଳେ ଏହାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ଘରୋଇ ଅନୁଷ୍ଠାନ ଉପରେ । ଚାକିରିରେ ଛଟେଇ ଚାଲିଥିବା ବେଳେ ମାସିକ ଦରମାରେ ଟଙ୍କା କଟିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଉ ଶ୍ରମିକ ଅଭାବରୁ…

ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ… ଦିନକ ପରେ ଭୁବନେଶ୍ୱରରୁ ଦିଲ୍ଲୀ ଗଡିବ ଟ୍ରେନ । ୧୩ ତାରିଖରୁ ଭୁବନେଶ୍ୱରରୁ…

କନକ ବ୍ୟୁରୋ: ମେ ୧୩ରୁ ଭୁବନେଶ୍ୱରରୁ ଦିଲ୍ଲୀ ଗଡିବ ଟ୍ରେନ । ଆସନ୍ତା ବୁଧବାରରୁ ସବୁଦିନ ଚାଲିବ ସ୍ୱତନ୍ତ୍ର ଟ୍ରେନ । ତେବେ ଭୁବନେଶ୍ୱର ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରୁ ଏହି ସ୍ୱତନ୍ତ୍ର ଟ୍ରେନ ଚାଲିବ । ଆସନ୍ତା ୧୩ ତାରିଖ ସକାଳ ୧୦ଟାରୁ ଏହି ଟ୍ରେନ ଭୁବନେଶ୍ୱରରୁ ଛାଡିବ । ତେବେ…

ପୁଣି ୩ ପଜିଟିଭ । କଟକ, ଯାଜପୁର, ମୟୂରଭଞ୍ଜରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ୩୯୪କୁ ବଢିଲା ରାଜ୍ୟର ମୋଟ…

କନକ ବ୍ୟୁରୋ: ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ । କଟକ, ଯାଜପୁର, ମୟୂରଭଞ୍ଜରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ । ତେବେ ନୂଆ ୩ ଆକ୍ରାନ୍ତ ଚିହ୍ନଟ ପରେ ଏବେ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୩୯୪ରେ ପହଞ୍ଚିଲା । ସେହିପରି ନୂଆ ଜଣେ ଆକ୍ରାନ୍ତ ଚିହ୍ନଟ ପରେ ଯାଜପୁରରେ ଏବେ ୬୧ ପଜିଟିଭ ।…

ସୁସ୍ଥ ହେଲେ ଆଉ ୧୭ ଜଣ : ସୁନ୍ଦରଗଡରୁ ୭, ଖୋର୍ଦ୍ଧାରୁ ୫, ଭଦ୍ରକରୁ ୩ ଓ ବାଲେଶ୍ୱରରୁ ୨ ଜଣ ଆକ୍ରାନ୍ତ ସୁସ୍ଥ

କନକ ବ୍ୟୁରୋ : ରାଜ୍ୟରେ ଆଉ ୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ୧୭ଜଣଙ୍କ ମଧ୍ୟରୁ ସୁନ୍ଦରଗଡର ୭ଜଣ, ଖୋର୍ଦ୍ଧାର ୫ଜଣ , ଭଦ୍ରକର ୩ଜଣ ଏବଂ ବାଲେଶ୍ୱରର…

ଆବଶ୍ୟକଠାରୁ ଅଧିକ ସଂଖ୍ୟକ ଶିକ୍ଷକ ଦେଖିବେ ଦଶମ ଖାତା । ୨୦ ଦିନ ଭିତରେ ଖାତା ଦେଖା ସାରିବାକୁ ଲକ୍ଷ୍ୟ । ମୂଲ୍ୟାୟନ…

କନକ ବ୍ୟୁରୋ : ଆସନ୍ତା ମେ ୨୦ରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । ଏବଂ ୨୦ ଦିନରେ ମାଟ୍ରିକ ଖାତାଦେଖା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଖାତାଦେଖାବେଳେସରକାରଙ୍କ କୋଭିଡ ଗାଇଡଲାଇନ ପାଳନ କରିବେ ମୂଲ୍ୟାୟନକାରୀ । ସମସ୍ତ…

ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ପାଇଁ ବଦଳିଲା ଗାଇଡଲାଇନ୍: ଥରକେ ୧୭ଶହରୁ ଅଧିକ ଯାତ୍ରୀ କରିପାରିବେ ଯାତ୍ରା; ୩ଟି ସ୍ଥାନରେ…

କନକ ବ୍ୟୁରୋ: ପ୍ରବାସୀ ଶ୍ରମିକଙ୍କୁ ଆଣୁଥିବା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଏଣିକି ଆସିପାରିବେ ୧୭ ଶହରୁ ଅଧିକ ଯାତ୍ରୀ । ଆଜି ରେଳ ମନ୍ତ୍ରାଳୟ ଶ୍ରମିକ ସ୍ପେଶାଲ ଟ୍ରେନ ଗାଇଡଲାଇନରେ କିଛି ପରିବର୍ତନ କରିଛି । ରେଳବାଇ ସ୍ୱତନ୍ତ୍ର ଟ୍ରେନରେ ୧୨ଶହରୁ ବଢାଇ ୧୭ ଶହରୁ ଅଧିକ ଯାତ୍ରୀଙ୍କ ଯାତ୍ରା…