Daily Archives

May 10, 2020

ପୁଣି ୧୫ ପଜିଟିଭ । ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତ ଚିହ୍ନଟ । ବୌଦ୍ଧ ଜିଲ୍ଲାକୁ ପ୍ରଥମ ଥର ପାଇଁ ଡେଇଁଲା, ପୁରୀକୁ…

କନକ ବ୍ୟୁରୋ: କରୋନା ନେଇ ବର୍ତ୍ତମାନ ସମୟର ସବୁଠାରୁ ତାଜା ଖବର । ପୁଣି ୧୫ କରୋନା ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ଆଉ ୧୫ ଜଣଙ୍କ ନମୂନାରେ କରୋନା ପଜିଟିଭ । ଗଞ୍ଜାମରୁ ଆଉ ୭ ଆକ୍ରାନ୍ତ ଚିହ୍ନଟ । ବୌଦ୍ଧରୁ ୩, ଯାଜପୁରରୁ ଜଣେ, ପୁରୀରୁ ୨ ଜଣ ଏବଂ ଅନୁଗୁଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।…

ଦେଶର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୫ଟି ଜିଲ୍ଲାରେ ଅଛନ୍ତି ୫୦ପ୍ରତିଶତ ଆକ୍ରାନ୍ତ । ନୀତି ଅୟୋଗ କହିଲା, ଦେଶ ପାଇଁ…

କନକ ବ୍ୟୁରୋ: ଦେଶରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖା ୬୨ହଜାର ଅତିକ୍ରମ କରିଥିବା ବେଳେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରି ସ୍ଥିତିରେ ଦେଶରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ଟି ଜିଲ୍ଲାରୁ ଅଛନ୍ତି ୬୪ପ୍ରତିଶତ ସଂକ୍ରମିତ । ଏନେଇ ସୂଚନା ଦେଇଛନ୍ତି ନୀତି ଆୟୋଗ…

ଜିଲ୍ଲପାଳ ପାୱାର ଦେଖାଇଲେ ସରପଞ୍ଚ । ଗଂଜାମ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ପରେ କଟକଣା ଜାରି କଲେ, ୨…

କନକ ବ୍ୟୁରୋ: ଗଂଜାମ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ କଟକଣା କରିଛନ୍ତି ସ୍ଥାନୀୟ ସରପଂଚ । ଜିଲ୍ଲାପାଳ କ୍ଷମତା ବ୍ୟବହାର କରିଛନ୍ତି ସ୍ଥାନୀୟ ଅଂଚଳର ୨ ଜଣ ସରପଂଚ । ମନ୍ଦାର ପଂଚାୟତ ଓ ମଧୁପଲ୍ଲୀ ପଂଚାୟତକୁ ୭ ଦିନ ଦିନ ପାଇଁ ସଟ ଡାଉନ୍ ଘୋଷଣା…

ମହାରାଷ୍ଟ୍ରରୁ ଫେରିଲେ ପ୍ରବାସୀ । ୧୨ଶହ ପ୍ରବାସୀଙ୍କୁ ନେଇ ଟିଟିଲାଗଡ ପହଞ୍ଚିଲା ସ୍ୱତନ୍ତ୍ର ଟ୍ରେନ, ଷ୍ଟେସନରେ…

କନକ ବ୍ୟୁରୋ: ଆଜି ବଲାଙ୍ଗିରକୁ ଫେରିଛନ୍ତି ପ୍ରବାସୀ । ମହାରାଷ୍ଟ୍ର ପନଭେଲରୁ ଆସିଥିବା ସ୍ୱତନ୍ତ୍ର ଟ୍ରେନ ଟିଟିଲାଗଡ ଷ୍ଟେସନରେ ପହଂଚିଛି । ଏଥିରେ ପ୍ରାୟ ୧୨ ଶହ ଓଡ଼ିଆ ଫେରିଛନ୍ତି । ଷ୍ଟେସନରେ ପହଂଚିବା ପରେ ପ୍ରଥମେ ତାଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇ ସେଠାରୁ ବିଭିନ୍ନ ସ୍ଥାନକୁ…

ଗଜପତି ପୋଲିସକୁ ସମ୍ବର୍ଦ୍ଧନା । କରୋନା ମୁକାବିଲା କରୁଥିବା ଯୋଦ୍ଧାଙ୍କୁ ଫୁଲଚନ୍ଦନ ଦେବା ସହ ଆଳତୀ କରି କଲେ ଜୟ…

କନକ ବ୍ୟୁରୋ: ଗଜପତି ପୋଲିସକୁ ସମ୍ବର୍ଦ୍ଧନା । ଫୁଲଚନ୍ଦନ, ଆଳତୀ, ବନ୍ଦାପନା ସହ ଜୟ ଜୟକାର ଧ୍ୱନି ଦେଇ ପୋଲିସକୁ ସମ୍ମାନିତ କରାଯାଇଛି । କରୋନା ଭୂତାଣୁ ସଂକ୍ରମଣର ମୁକାବିଲାରେ କର୍ତ୍ତବ୍ୟରତ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ଗଜପତି ପାରଳାଖେମୁଣ୍ଡି ସହରବାସୀଙ୍କ ପକ୍ଷରୁ ସେମାନଙ୍କୁ…

ସରପଞ୍ଚଙ୍କୁ ଆକ୍ରମଣ । କଟକ ଆଠଗଡ ଭିରୁଡା ପଂଚାୟତ କାର୍ଯ୍ୟାଳୟରେ ପଶି ମଦ୍ୟପ ଯୁବକଙ୍କ ଉନ୍ମତକାଣ୍ଡ, ପ୍ରବାସୀଙ୍କ…

କନକ ବ୍ୟୁରୋ: ସରପଂଚଙ୍କୁ ଆକ୍ରମଣ । କଟକ ଆଠଗଡ ତିଗିରିଆ ବ୍ଲକ ଭିରୁଡା ପଂଚାୟତରେ ମଦ୍ୟପ ଯୁବକଙ୍କ ଉନ୍ମତ କାଣ୍ଡ । ପଂଚାୟତ କାର୍ଯ୍ୟାଳୟ ଭିତରକୁ ପଶି ଭଙ୍ଗାରୁଜା କରିବା ସହ ଯୁବକ ଜଣକ ସରପଂଚକୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏପରିକି ପ୍ରବାସୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଖାଦ୍ୟ…