Daily Archives

May 9, 2020

ଡିସଚାର୍ଜ ପଲିସୀ ବଦଳାଇଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଏଣିକି ସାମାନ୍ୟ ଲକ୍ଷଣ ଥିଲେ ୧୦ ଦିନ ପରେ ହସ୍ପିଟାଲରୁ…

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଡିସଚାର୍ଜ ପଲିସୀ ବଦଳାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ୧୦ ଦିନର ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରିବ ବୋଲି ନୂଆ ଗାଇଡ୍ଲାଇନ୍ ଜାରି କରାଯାଇଛି । ଏପରିକି ସାମାନ୍ୟ…

ସୁରତ ଓ ଅହମ୍ମଦାବାଦ ସମେତ ୫ଟି ଟ୍ରେନରେ ଫେରୁଛନ୍ତି ପ୍ରବାସୀ ଓଡିଆ । କଂଗ୍ରେସ କହିଲା, ଟିକେଟ ଦେବାକୁ ପ୍ରସ୍ତୁତ,…

କନକ ବ୍ୟୁରୋ: ଜୟ ଜଗନ୍ନାଥ, ଜୟ ଓଡ଼ିଶା । ଏହି ନାରା ଭିତରେ ସ୍ପଷ୍ଟ ବାରି ହେଉଥିଲା ନିଜ ରାଜ୍ୟକୁ ଫେରିବାର ଉତ୍ସାହ । ସୁରତରୁ ଓଡ଼ିଶା ଅଭିମୁଖେ ଯେତେବେଳେ ସ୍ପେଶାଲ ଟ୍ରେନ୍ ବାହାରିଥିଲା, ସେତେବେଳେ ସାମ୍ନାକୁ ଆସିଥିଲା କିଛି ଏଭଳି ଚିତ୍ର । ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ପରେ ପ୍ରବାସୀ…

ମାଛ ବ୍ୟବସାୟ ଉପରେ କରୋନା ମାଡ଼ । କୋଭିଡ୍ କଟକଣା କଣ୍ଟା ପାଇଁ ଖାସି ମାଂସ ସହ ସମାନ ଏବେ ମାଛ ଦର ।

କନକ ବ୍ୟୁରୋ: ଓଡିଶାରେ କରୋନାର କୋଲକାତା ଲିଙ୍କ ଯୋଗୁଁ ବନ୍ଦ ରହିଛି ପାରାଦୀପର ବୃହତ ମାଛ ବ୍ୟବସାୟ କେନ୍ଦ୍ର ବାଲିପ୍ଲଟ । ମାଛ ଉତ୍ପାଦନରେ ନିୟୋଜିତ ଅଧିକାଂଶ ବ୍ୟକ୍ତି ଜଳପଥରେ କୋଲକାତାରୁ ପାରାଦୀପ ଯାତାୟତ କରିଥାନ୍ତି । ତେବେ ଭୂତାଣୁ ସଂକ୍ରମଣ ଭୟରେ ବାଲିପ୍ଲଟ ମାଛ ବିକ୍ରୟ କେନ୍ଦ୍ରକୁ…

ପ୍ରବାସୀ ଶ୍ରମିକଙ୍କୁ ନେଇ ବିଶେଷଜ୍ଞ ଡାକ୍ତରଙ୍କ ଆଶଙ୍କା । କହିଲେ ରୂପ ବଦଳାଉଛି ଗୁଜରାଟ ଭାଇରସ, ଅସାବଧାନତାରୁ…

କନକ ବ୍ୟୁରୋ: ରାଜ୍ୟକୁ ପ୍ରବାସୀ ଫେରୁଛନ୍ତି ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଏଣୁ ପ୍ରବାସୀଙ୍କ ଘର ବାହୁଡାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଆଉ ଆଜି ସରକାର କହିଛନ୍ତି କାହିଁକି ପ୍ରବାସୀଙ୍କୁ ଓଡିଶା ଫେରାଇଆଣିବା ପାଇଁ ଅନୁମତି ମିଳିଛି । ସରକାରଙ୍କ କହିବା କଥା ଭବିଷ୍ୟତର ମହାସଂକ୍ରମଣ…

ମହାମାରୀ ମୁକାବିଲାରେ ମାଆମାନେ ହିଁ ମେରୁଦଣ୍ଡ । ସଂକ୍ରମଣ ରୋକିବାକୁ ସଜାଗ ରୁହନ୍ତୁ । ସଂଗରୋଧ କେନ୍ଦ୍ରକୁ ନଯାଇ…

କନକ ବ୍ୟୁରୋ: ଲକଡାଉନକୁ ୪୫ ଦିନ ବିତିଥିବାବେଳେ ମିଶନ ଶକ୍ତି ମହିଳାମାନେ କିଭଳି କରୁଛନ୍ତି କରୋନା ଯୁଦ୍ଧ? ସାମ୍ବାଦିକ ସମ୍ମିଳନୀରେ ପୂରା ତଥ୍ୟ ଦେଇଛନ୍ତି ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ । ତେବେ ବିଗତ ଦେଢ଼ମାସ ମଧ୍ୟରେ କରୋନା ଯୁଦ୍ଧର ମୁକାବିଲା ପାଇଁ ଆଜି…

ଗଞ୍ଜାମରେ ବେଲଗାମ କରୋନା । ପୁଣି ୫ ପଜିଟିଭ ଚିହ୍ନଟ । ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା । ୮୯କୁ ବଢିଲା ଜିଲ୍ଲାର…

କନକ ବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୁଣି ଗଞ୍ଜାମରେ ଆଉ ୫ ପଜିଟିଭ ଚିହ୍ନଟ । ଜିଲ୍ଲାରେ ଆଉ ୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା । ସମସ୍ତେ ପୁରୁଷ, ସେମାନଙ୍କ ବୟସ ୩୯, ୪୯, ୧୬, ୪୮, ୪୫ ବର୍ଷ । ତେବେ କିଛି…