Daily Archives

May 6, 2020

ସୁରତ ଫେରନ୍ତାଙ୍କୁ ନେଇ ବଢୁଛି ଚିନ୍ତା । ୯ ସୁରତ ଫେରନ୍ତାଙ୍କ ନମୂନାରେ କରୋନା ପଜିଟିଭ, ପଢ଼ନ୍ତୁ କେଉଁ ଜିଲ୍ଲାରୁ…

କନକ ବ୍ୟୁରୋ: ଚିନ୍ତା ବଢ଼ାଉଛନ୍ତି ସୁରତ ଫେରନ୍ତା । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୯ଜଣ ସୁରତ ଫେରନ୍ତା କରୋନା ଆକ୍ରାନ୍ତ ହୋଇଛନ୍ତି । ଏହି ୯ଜଣ ମଧ୍ୟରେ ଗଞ୍ଜାମରୁ ୪, ଜଗତସିଂହପୁରରୁ ୪ ଓ କଟକରୁ ଜଣେ ରହିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ତେବେ…

କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଲେ ମିଳିବନି ସରକାରୀ ସୁବିଧା । ଯିଏ ବିଶୃଙ୍ଖଳା କରିବ ସିଏ ଅନ୍ୟ ଜିଲ୍ଲାର ସଙ୍ଗରୋଧ…

କନକ ବ୍ୟୁରୋ: କ୍ୱାରେଣ୍ଟାଇନ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ । କ୍ୱାରେଣ୍ଟାଇନ କେନ୍ଦ୍ରରେ ଅମାନିଆଙ୍କୁ ସାବାଡ କରିବାକୁ ସରକାର ଦେଲେ ଚେତାବନୀ । ଯେଉଁମାନେ ବିଶୃଙ୍ଖଳା କରିବେ ସେମାନଙ୍କୁ ଅନ୍ୟ ଜିଲ୍ଲାର କ୍ୱାରେଣ୍ଟାଇନ କେନ୍ଦ୍ରକୁ ସ୍ଥାନାନ୍ତର କରାଯିବ । ସଙ୍ଗରୋଧ କେନ୍ଦ୍ରରେ ଦିଆଯାଉଥିବା…

ପ୍ରବାସୀ ଓଡିଆଙ୍କ ପ୍ରତି ବୈମାତୃକ ମନୋଭାବ ରଖିବା ଉଚିତ୍ ନୁହେଁ, ଜନ୍ମମାଟି ଉପରେ ରହିଛି ସମସ୍ତଙ୍କର ସମାନ ଅଧିକାର ।…

କନକ ବ୍ୟୁରୋ: ପ୍ରବାସୀ ଓଡିଆଙ୍କ ପ୍ରତି ସମବେଦନା ଜଣାଇବାକୁ ପରାମର୍ଶ ଦେଇଛନ୍ତି ସରକାର । ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ସାମ୍ବାଦିକ ସମ୍ମଳିନୀରେ କହିଛନ୍ତି ରାଜ୍ୟ ବାହାରୁ ଫେରୁଥିବା ପ୍ରବାସୀଙ୍କୁ ସନ୍ଦେହ କରିବା ଉଚିତ୍ ନୁହେଁ । ସେମାନଙ୍କ ପ୍ରତି ବୈମାତୃକ…

କେନ୍ଦ୍ରାପଡ଼ାକୁ ଫେରିଲା କରୋନା…ବିରତି ପରେ ପୁଣି ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ, ୬୦ ବର୍ଷୀୟ ବୃଦ୍ଧଙ୍କ ନମୂନା…

କନକ ବ୍ୟୁରୋ: କରୋନା ମୁକ୍ତ କେନ୍ଦ୍ରାପଡ଼ାକୁ ବିରତି ପରେ ପୁଣି ଫେରିଲା କରୋନା । ଜିଲ୍ଲାରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ପଷ୍ଟ କଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏବେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫କୁ ବୃଦ୍ଧି ପାଇଛି । ତେବେ କେନ୍ଦ୍ରାପଡ଼ାର ନୂଆ ଆକ୍ରାନ୍ତ…

ଜଗତସିଂହପୁରକୁ ଛୁଇଁଲା କରୋନା । ପ୍ରଥମ ଥର ପାଇଁ ଜିଲ୍ଲାରେ ୪ କରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତେ ସୁରତ ଫେରନ୍ତା । ୪…

କନକ ବ୍ୟୁରୋ: କରୋନା ନେଇ ବର୍ତ୍ତମାନ ସମୟରେ ସବୁଠାରୁ ବଡ ଖବର । ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ । ଜଗତସିଂହପୁରରେ ୪ ଏବଂ କେନ୍ଦ୍ରାପଡାରେ ଜଣେ ପଜିଟିଭ ଟିହ୍ନଟ । ସବୁଠାରୁ ବଡକଥା ହେଉଛି ଜଗତସିଂହପୁରକୁ ପ୍ରଥମ ଥର ପାଇଁ ଡେଇଁଲା କରୋନା । ଜିଲ୍ଲାକୁ ପ୍ରଥମ ଥର ପାଇଁ ଏକାଥରେ ୪…

ଜମ୍ମୁକାଶ୍ମୀରରେ ସେନାକୁ ବଡ ସଫଳତା । ଏନକାଉଣ୍ଟରରେ ନିପାତ ହେଲା ହିଜବୁଲ ମୁଜାହିଦିନ ଆତଙ୍କୀ ରିଆଜ୍ ନାଇକୁ, ବୁରହାନ…

କନକ ବ୍ୟୁରୋ: ଜମ୍ମୁକାଶ୍ମୀରରେ ସେନାକୁ ମିଳିଛି ବଡ ସଫଳତା । ଏନକାଉଣ୍ଟରରେ ନିପାତ ହୋଇଛି ଆତଙ୍କବାଦୀ ରିଆଜ୍ ନାଇକୁ । ରିଆଜକୁ ପୁଲୱାମାରେ ନିଜ ଗାଁ ବିଘିପୁରାରେ ତାକୁ ଏନକାଉଁଟର କରି ମାରିଛନ୍ତି ସୁରକ୍ଷାବଳ । ସୂଚନା ଅନୁଯାୟୀ ରିଆଜୁ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦିନର ଅପରେସନ…