Daily Archives

May 5, 2020

ସରପଞ୍ଚଙ୍କୁ ଦିଅ ସବୁ ତଥ୍ୟ । ବାହାରୁ ଫେରୁଥିଲେ ସରପଞ୍ଚଙ୍କୁ ନିଜ ସବିଶେଷ ତଥ୍ୟ ଜଣାଇବେ ଫେରନ୍ତା । କେବେ ଫେରିବେ,…

କନକ ବ୍ୟୁରୋ: ସରପଞ୍ଚଙ୍କୁ ଦିଅ ସବୁ ତଥ୍ୟ । ବାହାରୁ ଫେରୁଥିଲେ ପଞ୍ଜୀକରଣ ବାଧ୍ୟତାମୂଳକ ସହ ନିଜର ସବୁ ବିବରଣୀ ସରପଞ୍ଚଙ୍କୁ ଜଣାଇବା ବାଧ୍ୟତାମୂଳକ । ଓଡିଶା ବାହାରୁ ଫେରିବା ପୂର୍ବରୁ ନିଜ ସରପଞ୍ଚକୁ ସମସ୍ତ ତଥ୍ୟ ଦେବେ ଫେରନ୍ତା । କେବେ ଫେରିବେ, କେଉଁଠୁ ଫେରିବେ ତାର ସବିଶେଷ ତଥ୍ୟ…

ଦେଶରେ ଦିନକରେ ରେକର୍ଡ କରୋନା ମୃତ୍ୟୁ । ସର୍ବାଧିକ ଦିନକରେ ୧୯୫ ମୃତ ଏବଂ ୩ହଜାର ୯୦୦ ନୂଆ ପଜିଟିଭ୍ ଚିହ୍ନଟ ।

କନକ ବ୍ୟୁରୋ: ଦେଶରେ ଗତ ୨୪ ଘଂଟାରେ ଚିହ୍ନଟ ୩ ହଜାର ୯ ଶହ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୌଣସି ୨୪ ଘଂଟା ଭିତରେ ଏହା ହେଉଛି ସର୍ବାଧିକ କରୋନା ଆକ୍ରାନ୍ତ । ନୂଆ ଆକ୍ରାନ୍ତଙ୍କ ମିଶାଇ ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬ ହଜାର ୪୩୩ ରହିଛି । ସେହିପରି ଗତ ୨୪ ଘଂଟାରେ…

ସାବଧାନ୍ ୧୭ ଜିଲ୍ଲା ! ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଓ ବଜ୍ରପାତ ସମ୍ଭାବନା, ୯ ଜିଲ୍ଲାକୁ…

କନକ ବ୍ୟୁରୋ: ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ କାଳବୈଶାଖୀର ସମ୍ଭାବନା ରହିଛି । ତେବେ, ଆଜି ଅପରାହ୍ନ ଠାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ମଙ୍ଗଳବାର, ୫ ମେ ଅପରାହ୍ନ ଠାରୁ ବୁଧବାର ଅପରାହ୍ନ ମଧ୍ୟରେ ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତର ଦକ୍ଷିଣ…

ଓଡିଶାରେ ପ୍ରତ୍ୟେକ ଦିନ ୧୫ ହଜାର କରୋନା ପରୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ସୁରଟରୁ କେବଳ ଟ୍ରେନରେ…

କନକ ବ୍ୟୁରୋ: ରାଜ୍ୟରେ ପ୍ରତିଦିନ ନମୁନା ପରୀକ୍ଷଣ ୧୫ହଜାରକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କରୋନା ସଂକ୍ରମଣ ପରିସ୍ଥିତି ନେଇ ବରିଷ୍ଠ ଅଧିକାରୀଙ୍କ ସହିତ ସମୀକ୍ଷା କରିବା ପରେ ଏହି ନିର୍ଦ୍ଦେଶ…

କଟକକୁ ଫେରିଲା କରୋନା । ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ । ବାଲେଶ୍ୱରରୁ ୨, କଟକରୁ ଜଣେ ପଜିଟିଭ । ୧୭୩ରେ…

କନକ ବ୍ୟୁରୋ: ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ । ବାଲେଶ୍ୱରରୁ ୨ ଜଣ ଏବଂ କଟକରୁ ଜଣେ ପଜିଟିଭ ଚିହ୍ନଟ । ବାଲେଶ୍ୱରର ୫୦ ବର୍ଷୀୟ ମହିଳା ଓ ୨୬ ବର୍ଷୀୟ ଯୁବକ ଆକ୍ରାନ୍ତ । ଉଭୟ କୋଲକାତା ଫେରନ୍ତା । ତେବେ ନୂଆ ୨ ଆକ୍ରାନ୍ତଙ୍କୁ ମିଶାଇ ଏବେ ବାଲେଶ୍ୱରରେ ମୋଟ ପଜିଟିଭ ସଂଖ୍ୟା ୨୩ରେ…

ଜୁଲାଇ ୧୮ରୁ ୨୩ ଭିତରେ ହେବ ଜେଇଇ ମେନ୍ ପରୀକ୍ଷା: ଘୋଷଣା କଲେ ମାନବ ସମ୍ବଳ ବିକାଶ ମନ୍ତ୍ରୀ; ଜାଣନ୍ତୁ କେଉଁ ତାରିଖରେ…

କନକ ବ୍ୟୁରୋ: କରୋନାର ଭୟ ଭିତରେ ପରୀକ୍ଷାକୁ ନେଇ ନିଷ୍ପତି ନେଇଛନ୍ତି ସରକାର । ଜୁଲାଇ ୧୮ରୁ ୨୩ ଭିତରେ ହେବ ଜେଇଇ ମେନ୍ ପରୀକ୍ଷା । ସେହିପରି ଅଗଷ୍ଟରେ ହେବ ଜେଇଇ ଆଡ଼ଭାନ୍ସ ପରୀକ୍ଷା । ଜୁଲାଇ ୨୬ରେ ମେଡ଼ିକାଲ ପ୍ରବେଶିକା ପରୀକ୍ଷା କରିବା ନେଇ ଘୋଷଣା କରିଛନ୍ତି ସରକାର । ଏନେଇ ସୂଚନା…