Daily Archives

May 4, 2020

ଓଡ଼ିଶାରେ ଆଉ ୬ କରୋନା ପଜିଟିଭ୍ : ଯାଜପୁରରୁ ୪ ଓ ଭଦ୍ରକରୁ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ । ସ୍ୱାସ୍ଥ୍ୟ ପରିବାର…

କନକ ବ୍ୟୁରୋ : ତାଲାବନ୍ଦ ସତ୍ୱେ ରାଜ୍ୟରେ ବଢ଼ୁଛନ୍ତି ସଂକ୍ରମିତ । ଓଡ଼ିଶାରେ ଆଉ ୬ କରୋନା ପଜିଟିଭ୍ ଚିହ୍ନଟ । ଯାଜପୁରରେ ୪ ଓ ଭଦ୍ରକରେ ୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ନୂଆ ୬ ଜଣଙ୍କୁ ମିଶାଇ ମୋଟ ୧୬୯ରେ ପହଞ୍ଚିଛି ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ପରିବାର…

ଫେରନ୍ତାଙ୍କୁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ରଙ୍କ ଚେତାବନୀ । ଶୃଙ୍ଖଳତି ଆଚରଣ କରିବା ସହ ୧୪ ଦିନ ତ୍ୟାଗ ସ୍ୱୀକାର…

କନକ ବ୍ୟୁରୋ : କ୍ୱାରେଂଟିନ ଗୃହରେ ବିଶୃଙ୍ଖଳା ଗ୍ରହଣୀୟ ନୁହେଁ । ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କୁ ଚରମ ଚେତାବନୀ ଶୁଣାଇଛନ୍ତି ସୁବ୍ରତ ବାଗଚୀ । ଗତକାଲି ଗଂଜାମରୁ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଥିଲା । କ୍ୱାରେଂଟିନ ଗୃହରେ ବାହାର ରାଜ୍ୟରୁ ଆସିଥିବା ଓଡିଆ ଖାଇବା ଫୋପାଡିବାର ଦୃଶ୍ୟ…

ଜଗତସିଂହପୁର ଜିଲ୍ଲାରେ ୧୨ ଘଣ୍ଟିଆ କର୍ଫ୍ୟୁ : ସନ୍ଧ୍ୟା ୭ରୁ ସକାଳ ୭ଟା ଯାଏଁ ବଳବତ୍ତର ରହିବ କଟକଣା । ଲୋକଙ୍କ…

କନକ ବ୍ୟୁରୋ : ଗ୍ରୀନ ଜୋନ୍ରେ ଥାଇ ବି ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ନେଇଛି । ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ସାରା ଜିଲ୍ଲାରେ ଲକଡାଉନ୍ ଜାରି ରହିବ । ତୃତୀୟ ପର୍ଯ୍ୟାୟ ଲକଡାଉନର ଶେଷ ଦିନ ତଥା ଆସନ୍ତା ମେ ୧୭ ଯାଏଁ ଏହି କଟକଣା ଲାଗୁ ରହିବ ।…

ଗ୍ରୀନ ଜୋନରେ ଗଡିପାରେ ବସ୍ ! ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଚୂଡାନ୍ତ…

କନକ ବ୍ୟୁରୋ : ଗ୍ରୀନ୍ ଜୋନରେ ବସ୍ ଗଡ଼ିପାରେ । ସେଥିପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ଉଭୟ ଘରୋଇ ଓ ଅନ୍ୟାନ୍ୟ ବସ୍କୁ କଣ ସୁବିଧା ଦେଇ ହେବ ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଚୁଡାନ୍ତ ନିଷ୍ପତ୍ତିି ନିଆଯିବ । ଏନେଇ ସୂଚନା ଦେଇଛନ୍ତି…

କେନ୍ଦ୍ରାପଡା ଜିଲ୍ଲାରେ କଙ୍ଗାରୁ କୋର୍ଟ : ମେହେନ୍ଦିନଗର ପଞ୍ଚାୟତ ଅଫିସ ନିକରେ ମହିଳାଙ୍କୁ ଆଣ୍ଠେଇ ଦେଲେ ଗ୍ରାମବାସୀ,…

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ମେହେନ୍ଦିନଗର ପଞ୍ଚାୟତରୁ ଆସିଛି ଏକ ଅମାନବୀୟ ଖବର । ଜଣେ ମହିଳାଙ୍କୁ ପଂଚାୟତ କାର୍ଯ୍ୟାଳୟ ନିଟକରେ ଆଣ୍ଠେଇ ଦେଇଛନ୍ତି ଗାଁ ଲୋକେ । ବିଚ୍ ରାସ୍ତାରେ ବହ ସଂଖ୍ୟାରେ ଲୋକଙ୍କ ଉପସ୍ଥିତିରେ ମହିଳା ଜଣଙ୍କ ଆଣ୍ଠେଇ ଭୁଲ ମାଗୁଛନ୍ତି । ସବୁଠୁ ବଡ କଥା ହେଉଛି…

ସୁନ୍ଦରଗଡରେ ତାତିଲେ ବିହାର ଶ୍ରମିକ : ସରକାରୀ ବ୍ୟବସ୍ଥାରେ ନିଜ ରାଜ୍ୟକୁ ପଠାଇବା ଦାବିରେ ଉପଜିଲ୍ଲାପାଳଙ୍କୁ ଘେରିଲେ…

କନକ ବ୍ୟୁରୋ : ସୁନ୍ଦରଗଡରେ ତାତିଲେ ରାଜ୍ୟ ବାହାରର ଶ୍ରମିକ । ସରକାରୀ ବ୍ୟବସ୍ଥାରେ ନିଜ ରାଜ୍ୟକୁ ପଠାଇବା ଦାବିରେ ଉପଜିଲ୍ଲାପାଳଙ୍କୁ ଘେରାଉ କରିଛନ୍ତି ଶ୍ରମିକ । କରୋନା କଟକଣା ଯୋଗୁଁ ତାଲା ବନ୍ଦ ଘୋଷଣା ହେବା ଦିନ ଠାରୁ କାମ ଧନ୍ଦା ନାହିଁ । ସୁନ୍ଦରଗଡ ସିଭିକ ସେଂଟରରେ ହୋଇଥିବା…