Daily Archives

May 1, 2020

ରେଡ୍ ଜୋନରେ ଓଡିଶାର ୩ ଜିଲ୍ଳା: ଅରେଂଜରେ ୬ ଓ ଗ୍ରୀନ ଜୋନରେ ୨୧ ଜିଲ୍ଲା; କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ…

କନକ ବ୍ୟୁରୋ: ରାଜ୍ୟର କରୋନା ସଂକ୍ରମଣକୁ ସାରା ଦେଶ ୩ଟି ଜୋନରେ ବିଭକ୍ତ ହୋଇଛି । ରେଡ ଜୋନରେ ଦେଶର ୧୩୦ ଜିଲ୍ଲା ମଧ୍ୟରେ ରହିଛି ଓଡିଶାର ୩ । ଅରେଂଜରେ ୬ ଜିଲ୍ଲା ଓ ଗ୍ରୀନ ଜୋନରେ ୨୧ ଜିଲ୍ଲା ରହିଛି । ରେଡରୁ ଅରେଂଜ ଜୋନକୁ ଆସିଲା ଖୋର୍ଦ୍ଧା ଜିଲ୍ଲା । ଆଉ ବାଲେଶ୍ୱର, ଭଦ୍ରକ ଓ ଯାଜପୁର…

ଯାଜପୁରରେ ଘର ମାଲିକଙ୍କ ଅମାନବୀୟ କାଣ୍ଡ: ୧୨ଶହ ଟଙ୍କା ଘରଭଡା ନଦେବାରୁ ଶ୍ରମିକଙ୍କୁ ଘରୁ ତଡି ଦେଲା ମାଲିକ

କନକ ବ୍ୟୁରୋ: ଘରଭଡା ଆଦାୟକୁ କେନ୍ଦ୍ରକରି ଅଭାବନୀୟ ଘଟଣା । ତାଲାବନ୍ଦ ପରିସ୍ଥିତିରେ ଘରଭଡା ଆଦାୟରେ କୋହଳ ନୀତି ଅବଲମ୍ବନ କରିବାକୁ ରାଜ୍ୟ ସରକାର ନିବେଦନ କରିସାରିଥିବା ବେଳେ ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଘରମାଲିକଙ୍କ ଅମାନବୀୟ କାଣ୍ଡ । ଘରଭଡା ବାବଦକୁ ୧୨୦୦ଶହ ଟଙ୍କା…

ତାଲାବନ୍ଦରେ ବି ରହିବନି ଟଙ୍କା ଟେନସନ୍ ! କରୋନା ବିପଦ ବେଳେ ଏସବିଆଇର ବଡ ଅଫର: ଘରେ ବସି ମାତ୍ର ୪୫ ମିନିଟରେ ପାଆନ୍ତୁ…

କନକ ବ୍ୟୁରୋ: କରୋନା ମହାମାରୀକୁ ରୋକିବା ପାଇଁ ଦେଶବ୍ୟାପୀ ଜାରି ରହିଛି ତାଲାବନ୍ଦ କଟକଣା । ଆଉ ଏହି କଟକଣା ଭିତରେ ଲକ୍ ହୋଇଯାଇଛି ଅନେକ ଲୋକଙ୍କର ଜୀବନ-ଜୀବିକା । କରୋନା କଟକଣା ପାଇଁ କାମ ଧନ୍ଦା ଠପ୍ ହୋଇଯାଇଛି, ରୋଜଗାର ବି ଶୂନ୍ୟ ହୋଇଯାଇଛି । ଫଳରେ କରୋନା ମାଡରେ ଲୋକଙ୍କ ଆର୍ଥିକ୍…

ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର: ଆଜି ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣେ ୫୮ ବର୍ଷୀୟ ଯୁବକ;…

କନକ ବ୍ୟୁରୋ: ରାଜ୍ୟରେ ଯେଉଁ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ସେ ଜଣେ ପୁରୁଷ ଏବଂ ତାଙ୍କ ବୟସ ୫୮ ବର୍ଷ ବୋଲି ଜଣାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ପଜିଟିଭ ବାଲେଶ୍ୱର ଜିଲ୍ଲାର ବୋଲି ବି ସୂଚନା ମିଳିଛି। ଏହା ଫଳରେ…