Daily Archives

May 1, 2020

ଓଡ଼ିଶା ପାଇଁ ଭଲ ଖବର । ଏକାଥରେ ସୁସ୍ଥ ହେଲେ ୧୪ ଆକ୍ରାନ୍ତ, ଦ୍ୱିତୀୟ ଆକ୍ରାନ୍ତ ସୁସ୍ଥ ହେବା ପରେ କେନ୍ଦ୍ରାପଡ଼ା କରୋନା…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଭଲ ଖବର ଏକାଥରେ ସୁସ୍ଥ ହେଲେ ୧୪ କରୋନା ଆକ୍ରାନ୍ତ । ଭଦ୍ରକରୁ ୭, ଭୁବନେଶ୍ୱରରୁ ୩, ବାଲେଶ୍ୱରରୁ ୩ ଏବଂ କେନ୍ଦ୍ରାପଡ଼ାରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ୍ ୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଟ୍ୱିଟ୍ କରି ସୂଚନା…

ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡ଼ିଶା ଆସିବ ସ୍ବତନ୍ତ୍ର ଟ୍ରେନ୍: କେରଳ ଏର୍ଣ୍ଣାକୁଲମ୍ ଜିଲ୍ଲା ଆଲୁଭା ଷ୍ଟେସନରୁ…

କନକ ବ୍ୟୁରୋ: ଓଡିଶା ଆସିବ ସ୍ୱତନ୍ତ୍ର ଟ୍ରେନ୍ । ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡିଶା ଆସିବ ସ୍ୱତନ୍ତ୍ର ଟ୍ରେନ ।୍ୟ ଏର୍ଣ୍ଣାକୁଲମ ଜିଲ୍ଲା ଆଲୁଭା ଷ୍ଟେସନରୁ ଛାଡିବ ସ୍ୱତନ୍ତ୍ର ଟ୍ରେନ । ସଂଧ୍ୟା ୬ଟାରେ ଓଡିଶା ଅଭମୁଖେ ବାହାରିବ ଟ୍ରେନ । ପ୍ରାୟ ୧୨ ଶହ ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡିଶା…

ଯାଜପୁରରେ ଆଉ ୨ କୋରୋନା ପଜିଟିଭ ଚିହ୍ନଟ: ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮କୁ ବୃଦ୍ଧି; ରାଜ୍ୟରେ ମୋଟ୍…

କନକ ବ୍ୟୁରୋ: ପୁଣି ଯାଜପୁରରୁ ୨ କରୋନା ଆକ୍ରାନ୍ତ ଚିହ୍ନଟ । ଏହାସହିତ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତ କଂଟେନମେଂଟ ଅଂଚଳର ବୋଲି…

ବଲାଙ୍ଗୀରକୁ ବ୍ୟାପିଲା କରୋନା, ୨ ନୂଆ ଆକ୍ରାନ୍ତ ଚିହ୍ନଟ: ତାମିଲନାଡୁରୁ ଆସଥିଲେ ୨ ଯୁବକ; ରାଜ୍ୟରେ ସଂକ୍ରମିତଙ୍କ…

କନକ ବ୍ୟୁରୋ: ବଲାଙ୍ଗୀରକୁ ବ୍ୟାପିଲା କରୋନା । ପ୍ରଥମ ଥର ପାଇଁ ବଲାଙ୍ଗୀର ଜିଲ୍ଲାରୁ ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨ ଯୁବକ ତାମିଲନାଡୁରୁ ଆସଥିଲେ । ଆକ୍ରାନ୍ତ ବୟସ ହେଉଛି ୧୮ ଓ ୨୨ ବର୍ଷ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୫କୁ ବୃଦ୍ଧି ପାଇଛି । ଆଜି ସକାଳୁ ବାଲେଶ୍ୱର ଜିଲ୍ଲା…

ସ୍ୱାଭିମାନ ଅଂଚଳରେ ଶ୍ରମିକଙ୍କୁ କାମ ଯୋଗାଉଛି ଜିଲ୍ଲା ପ୍ରଶାସନ: ମନେରଗା ଯୋଜନାରେ କୁଅ,ପୋଖରୀ ଓ ଜଳାଶୟ ଖୋଳିବା…

କନକ ବ୍ୟୁରୋ: ଆଜି ମେ ଡେ ବା ଶ୍ରମିକ ଦିବସ । ସାରା ଦେଶରେ ଲକ ଡାଉନ ଯୋଗୁ ଶ୍ରମିକମାନେ କାମ ଧନ୍ଧା ନ ପାଇ ଭୋକ ଉପାସରେ ଦିନ କାଟୁ ଥିବା ବେଳେ ମାଲକାନଗିରି ସ୍ୱାଭିମାନ ଅଂଚଳରେ ଶ୍ରମିକମାନଙ୍କୁ ନରେଗା ଯୋଜନା କାମ ଯୋଗାଇବା ଲାଗି ଆଗେଇ ଆସିଛି ଜିଲ୍ଲା ପ୍ରଶାସନ । ବିଶେଷ କରି ସ୍ୱାଭିମାନ…

ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ରେଡରୁ ଅରେଞ୍ଜ ଜୋନକୁ ଖସିଲା ଭୁବନେଶ୍ୱର । ଜାଣନ୍ତୁ ରେଡ୍, ଅରେଞ୍ଜ ଓ ଗ୍ରୀନ…

କନକ ବ୍ୟୁରୋ: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ହଟିଲା ରେଡ ଜୋନ୍ । ଅଂରେଜ ଜୋନକୁ ଖସିଲା ଭୁବନେଶ୍ୱର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ତାଲିକାରୁ ଏହି ତଥ୍ୟ ମିଳିଛି । ପୂର୍ବରୁ ରେଡ ଜୋନରେ ଥିଲା ଖୋର୍ଦ୍ଧା ଜିଲ୍ଲା । ହେଲେ ଆଜି ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନରେ…