Monthly Archives

April 2020

ଯାଜପୁରରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ୧୭ ପଜିଟିଭ । ସକାଳେ ୩ ଜଣ, ଅପରାହ୍ଣରେ ୧୪ ଜଣ କରୋନା…

କନକ ବ୍ୟୁରୋ: ସାଙ୍ଘାତିକ ହେଉଛି ଯାଜପୁର ସ୍ଥିତି । ଦିନକୁ ଦିନ ସାରା ରାଜ୍ୟର ଚିନ୍ତା ବଢାଉଛି ଯାଜପୁରର ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଦିନକରେ ୧୭ ଜଣ କରୋନା ଆକ୍ରାନ୍ତ ଯାଜପୁରରୁ ଚିହ୍ନଟ ହୋଇଛନ୍ତି । ସକାଳେ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ୧୪ ଜଣ ନୂଆ ଆକ୍ରାନ୍ତ…

ସାଙ୍ଘାତିକ ହେଉଛି ଯାଜପୁର ସ୍ଥିତି । ଏକାଥରେ ଚିହ୍ନଟ ହେଲେ ଆଉ ୧୪ କରୋନା ଆକ୍ରାନ୍ତ । ନୂଆ ପଜିଟିଭ ଚିହ୍ନଟ ପରେ ଏବେ…

କନକ ବ୍ୟୁରୋ: କରୋନା ନେଇ ବର୍ତ୍ତମାନ ସମୟର ରାଜ୍ୟ ପାଇଁ ବଡ ଖବର । ଯାଜପୁରରେ ଚିହ୍ନଟ ହେଲେ ଆଉ ୧୪ କରୋନା ଆକ୍ରାନ୍ତ । ଜିଲ୍ଲାରେ ଏକାଥରେ ୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ । ନୂଆ ୧୪ ଜଣଙ୍କ ନମୂନାରେ କରୋନା ପଜିଟିଭ ଚିହ୍ନଟ ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ଛୁଇଁଲା ।…

ସତର୍କ ରୁହ ୮ ଜିଲ୍ଲା ! ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୮ ଜିଲ୍ଲାକୁ କାଳବୈଶାଖୀ ଓ ବଜ୍ରପାତ ବିପଦ ଆଶଙ୍କା , ସତର୍କ…

କନକ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି, କିନ୍ତୁ ଏହା ଦ୍ୱାରା ଭାରତୀୟ ମୂଳ ଭୂଖଣ୍ଡରେ ବାତ୍ୟା ହେବାର ଆଶଙ୍କା କମ ରହିଛି । ବିଶେଷକରି ଓଡ଼ିଶା, ଆନ୍ଧ୍ର ପ୍ରଭୃତି ରାଜ୍ୟରେ ବାତ୍ୟା ଆଶଙ୍କା ନାହିଁ ବୋଲି ଭାରତୀୟ…

ପ୍ରବାସୀ ଓଡିଆଙ୍କ ଘର ବାହୁଡାକୁ ନେଇ ମତ ରଖିଲେ ବିଜେପି ନେତା : ଜୀବିକାକୁ ନେଇ ଭୟଙ୍କର ସ୍ଥିତି ସୃଷ୍ଟି ହେବ ବୋଲି…

କନକ ବ୍ୟୁରୋ : ପ୍ରବାସୀ ଓଡିଆଙ୍କ ଆଗମନକୁ ନେଇ ବିଜେପି ନେତା ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆଗକୁ ସମସ୍ୟା ଭୟଙ୍କର ହେବ । ଓଡିଶା ଆସିବା ପରେ ସେମାନଙ୍କ ଜୀବିକା ପାଇଁ ଯୋଜନା ହେଉ ବୋଲି କହିଛନ୍ତି ବିଜୟ । ଅର୍ଥନୀତି ଚଳଚଞ୍ଚଳ ନହେଲେ ସ୍ଥିତି ଗମ୍ଭୀର ହେବ ।…

ଉତ୍ତରାଖଣ୍ଡରେ ଫସି ରହିଛନ୍ତି କେନ୍ଦ୍ରାପଡ଼ା ଜବାହର ନବୋଦୟ ସ୍କୁଲର ୨୪ ଜଣ ଛାତ୍ରଛାତ୍ରୀ : ଗୁପ୍ତକାଶୀ ନବୋଦୟ ସ୍କୁଲକୁ…

କନକ ବ୍ୟୁରୋ : କେନ୍ଦ୍ରାପଡା ଜବାହର ନବୋଦୟ ସ୍କୁଲର ୨୪ ଜଣ ନବମ ଶ୍ରେଣୀ ଛାତ୍ର ଉତ୍ତରାଖଣ୍ଡରେ ଫସିଯାଇଛନ୍ତି । ଘରକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ଏହି ଛାତ୍ର । କେନ୍ଦ୍ରାପଡା ଜବାହର ନବୋଦୟ ସ୍କୁଲର ଏହି ଛାତ୍ର ମାଇଗ୍ରେସନରେ ଉତ୍ତରାଖଣ୍ଡ ଗୁପ୍ତକାଶିରେ ଥିବା ନବୋଦ୍ୱୟ ସ୍କୁଲକୁ…

ଲକଡାଉନ ପରେ ବିଶ୍ୱବିଦ୍ୟାଳୟ ସ୍ତରରେ ହେବ ସମସ୍ତ ପରୀକ୍ଷା । ୟୁଜିସି ଗାଇଡଲାଇନକୁ ତଜର୍ମା କରିବା ପରେ ନିଷ୍ପତି…

କନକ ବ୍ୟୁରୋ : ଲକଡାଉନ ପରେ ହେବ ବିଶ୍ୱବିଦ୍ୟାଳୟ ସ୍ତରରେ ସମସ୍ତ ପରୀକ୍ଷା । ୟୁଜିସି ଗାଇଡଲାଇନକୁ ତଜର୍ମା କରିବା ପରେ ନିଷ୍ପତି ନିଆଯିବ ବୋଲି କହିଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଓଡିଶା ପରିପ୍ରେକ୍ଷୀରେ ଯାହା ଠିକ ହେବ, ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ…