Daily Archives

April 6, 2020

ମାଆମାନେ ଘରର ପୋଲିସ । ଅସାଧାରଣ ସମୟରେ ପରିବାର ଲୋକଙ୍କୁ ଅନୁଶାସନରେ ରଖନ୍ତୁ, ଘରୁ ଗୋଡ ନକାଢିବାକୁ ତାଗିଦ…

କନକ ବ୍ୟରୋ: କରୋନା ବିରୋଧୀ ଲଢେଇରେ ମିଶନ ଶକ୍ତିର ମହିଳାଙ୍କ ଅବଦାନ ବି ବେଶ ଗୁରୁତ୍ୱପୂର୍ଣ୍ଣ । ଡାକ୍ତର, ପୋଲିସ ଭଳି ସେମାନେ ବି ଏ ବିପଦ ବେଳେ ସମାଜ ସେବା କରିବାକୁ ଆଗେଇ ଆସିଛନ୍ତି । ଘରୁ ଗୋଢ କାଢି ଅସହାୟଙ୍କୁ ସହାୟତା ହେବାକୁ, ଲୋକଙ୍କୁ ସଚେତନ କରିବାକୁ ମହିଳାଙ୍କ ଅବଦାନ ବେଶ…

ନିୟମ ଭାଙ୍ଗି ବନ୍ଧା ହେଲେ: ତାଲାବନ୍ଦ ନିୟମ ଭାଙ୍ଗି ୪୨୭ ଗିରଫ; ଭଦ୍ରକରେ ସାମାଜିକ ଦୂରତ୍ୱ କଟକଣା ଅବମାନନା ଅଭିଯୋଗରେ…

କନକ ବ୍ୟୁରୋ: ରାଜ୍ୟରେ କୋଭିଡ-୧୯ ନିୟମ ଏବଂ ମାର୍ଗଦର୍ଶିତ। ଉଲ୍ଲଂଘନ ଅଭିଯୋଗରେ ଗତ ୨୪ ଘଂଟା ମଧ୍ୟରେ ୨ଶହ ୪୯ଟି ମାମଲା ରୁଜୁ ହୋଇଛି । ଏଥିମଧ୍ୟରୁ ୨୩୩ଟି ମାମଲା ଲକଡାଉନ ସଂପର୍କିତ ହୋଇଥିବା ବେଳେ ୫ଟି ଗୁଜବ ସୃଷ୍ଟି କରିଥିବା ଅଭିଯୋଗ ଏବଂ ୧୧ଟି କୋଭିଡ ୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ…

କୋଭିଡ-୧୯ ଚିକିତ୍ସା ପାଇଁ ରାଜ୍ୟରେ ପ୍ରସ୍ତୁତ ହେଉଛି ୭ଟି ହସ୍ପିଟାଲ; ଆସନ୍ତା ୫ ଦିନରେ ଦୈନିକ ହଜାରେରୁ ଅଧିକ ନମୁନା…

କନକ ବ୍ୟୁରୋ: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୯ ଜଣ କରୋନା ଆକ୍ରାନ୍ତ ରହିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଏହା ସହ ରାଜ୍ୟରେ ବିଭିନ୍ନ ସହରରେ ୭ଟି କୋଭିଡ ୧୯ ହସ୍ପିଟାଲ ସ୍ଥାପନ ହେଉଛି । ଏଥି ମଧ୍ୟରୁ ୩ଟି କାର୍ଯ୍ୟକ୍ଷମ ହୋଇ ସାରିଥିବା…

କରୋନା ମୁକାବିଲା ନେଇ କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତି: ବର୍ଷକ ପାଇଁ ସାଂସଦଙ୍କ କମିବ ୩୦% ଦରମା; ଆସନ୍ତା ୨ ବର୍ଷ…

କନକ ବ୍ୟୁରୋ: କରୋନା ପାଇଁ କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ ନିଷ୍ପତି । ସାଂସଦମାନଙ୍କ ବେତନ ୩୦ ପ୍ରତିଶତ କମ କରିବାକୁ ମଂଜୁରୀ । ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ଓ ସାଂସଦମାନେ ୩୦ ପ୍ରତିଶତ କମ ଦରମା ନେବାକୁ କେନ୍ଦ୍ର କ୍ୟାବିନେଟରେ ନିଷ୍ପତି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା…

ଯାଜପୁରରେ ପୋଲିସ ଭ୍ୟାନକୁ ଧକ୍କା ଦେଲା ଟ୍ରକ: ଧର୍ମଶାଳା ଗୋକର୍ଣ୍ଣେସ୍ୱର ବ୍ରିଜରେ ମୁହାଁମୁହିଁ ଧକ୍କା; ୧୦ରୁ ଅଧିକ…

କନକ ବ୍ୟୁରୋ: ଯାଜପୁରରେ ପୋଲିସ ଭ୍ୟାନକୁ ଧକ୍କା ଦେଲା ଟ୍ରକ । ବ୍ରାହ୍ମଣୀ ନଦୀ ଉପରେ ଗୋକର୍ଣ୍ଣେସ୍ୱର ବ୍ରିଜ ଦେଇ ଯାଉଥିବା ବେଳେ ଭ୍ୟାନଟିକୁ ସାମ୍ନା ପଟୁ ଧକ୍କା ଦେଇଥିଲା ଟ୍ରକ । ଏଥିରେ ୧୦ରୁ ଅଧିକ ପୋଲିସ କର୍ମଚାରୀ ଏବଂ ଟ୍ରକର ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ…

ଆମେରିକା ବାଘ ଦେହରେ କରୋନା ଭୂତାଣୁ ପରେ ସତର୍କ ଭାରତ ସରକାର: ଚିଡିଆଖାନାରେ ପଶୁପକ୍ଷୀଙ୍କ ଉପରେ ୨୪ଘଂଟିଆ ନଜର…

କନକ ବ୍ୟୁରୋ: ଆମେରିକା ବାଘ ଦେହରେ କରୋନା ଭୂତାଣୁ ପରେ ସତର୍କ ଭାରତ ସରକାର । ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ମାନଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଚିଡିଆଖାନାରେ ପଶୁପକ୍ଷୀଙ୍କ ଉପରେ ୨୪ଘଂଟିଆ ନଜର ରଖିବା ପାଇଁ ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ସିସିଟିଭି ଦ୍ୱାରା…