Monthly Archives

March 2020

କରୋନା ହାରିବ, ମଣିଷ ଜିତିବ । ସ୍ମାର୍ଟସିଟିକୁ ସାନିଟାଇଜ୍ କରିବାକୁ କରାଗଲା ରାସାୟନିକ ସିଞ୍ଚନ । କରୋନା ମୁବାବିଲା…

କନକ ବ୍ୟୁରୋ: ଅଣାୟତ କରୋନାକୁ ଆୟତକୁ ଆଣିବାକୁ ଚୀନ ଯେଉଁସବୁ ଉପାୟ ଆପଣାଇଥିଲା ଚୀନ୍, ସେଇ ସବୁ ଉପାୟ ଭିତରୁ ଅନ୍ୟତମ ଥିଲା ସ୍ୱଚ୍ଛତା । କାରଣ, ବିଶୋଧନ ଜରିଆରେ ଜୀବାଣୁମୁକ୍ତ ପରିବେଶ ପାଇଁ ଚୀନ୍ର ଉହାନ୍ ସହର ଗଳିକନ୍ଦିରୁ ଆରମ୍ଭ କରି ଚାରିଆଡେ ରାସାୟନିକ ପଦାର୍ଥ ମିଶ୍ରତ ସିଂଚନ…

ସମ୍ବାଦ ଓ କନକ ନ୍ୟୁଜ୍ ପକ୍ଷରୁ ବିପଦର ବନ୍ଧୁ କାର୍ଯ୍ୟକ୍ରମ ଜାରି । ପ୍ରତ୍ୟେକ ଦିନ ଭୋକିଲାଙ୍କ ପେଟପୂରା କରିବାକୁ…

କନକ ବ୍ୟୁରୋ: କରୋନା ସଂକ୍ରମଣକୁ ନେଇ ଯେଉଁ ବିପଦ ଆସିଛି, ଏହାର ମୁକାବିଲା ଚାଲିଥିବା ବେଳ ସବୁଠୁ ଜରୁରୀ ହୋଇପଡିଛି ଭୋକିଲାଙ୍କ ପେଟ ଚିହ୍ନିବା । ଏହି କ୍ରମରେ ସମ୍ବାଦ ଓ କନକ ନ୍ୟୁଜ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ ବିପଦର ବନ୍ଧୁ । ଆଜି ମଧ୍ୟ ଏମିତି କିଛି ଭୋକିଲା ପେଟକୁ ଚିହ୍ନି ଖାଇବାକୁ…

କରୋନା ପାଇଁ ଦରମା କଟକଣା । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କୁ ୩୦ ପ୍ରତିଶତ, ଆଇଏଏସ, ଆଇପିଏସ ଅଧିକାରୀଙ୍କୁ ମିଳିବ ୫୦…

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ପୂରା ଦେଶରେ ଲକଡାଉନ ଜାରି ରହିଛି । ଏଭଳି ସ୍ଥିତିରେ ଯେପରି କେହି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତୁ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି । ତେବେ କରୋନା ସ୍ଥିତିରେ ଅର୍ଥନୀତିକୁ ଦୃଷ୍ଟିରେ ରଖି ବଡ ନିଷ୍ପତି…

ଖାଲି ରହିବନି ପଶୁଙ୍କ ପେଟ । ଖୋଲା ରହିବ ପଶୁ ଖାଦ୍ୟ ଦୋକାନ ସହ ପଶୁ ଚିକିତ୍ସାଳୟ । ବୁଲା କୁକୁର ଓ ଗୋରୁଙ୍କ ପାଇଁ…

କନକ ବ୍ୟୁରୋ: ପଶୁଙ୍କ ପେଟ କଥା ବୁଝିଲେ ସରକାର । ସଙ୍କଟ ସମୟରେ ମଣିଷଙ୍କ ଭଳି ପଶୁଙ୍କ ଉପରେ ଫୋକସ ଦେଲେ ରାଜ୍ୟ ସରକାର । ଖୋଲା ରହିବ ପଶୁ ଖାଦ୍ୟ ଦୋକାନ । ପଶୁଙ୍କ ଖାଇବା ସାମଗ୍ରୀ ରଖୁଥିବା ସମସ୍ତ ଦୋକାନ ତାଲାବନ୍ଦ ବେଳେ ବି ଖୋଲା ରହିବ । ଏଥିସହ ଚିକିତ୍ସା ପାଇଁ ପଶୁ ଚିକିତ୍ସାଳୟ ଖୋଲା…

ପିସିଆର ପାଲଟିଲା ଆମ୍ବୁଲାନ୍ସ: ତାଲାବନ୍ଦ ବେଳେ ଘର ଭିତରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମହିଳା । ଆମ୍ବୁଲାନ୍ସ…

କନକ ବ୍ୟୁରୋ: ୨୧ ଦିନିଆ ଲକ୍ ଡାଉନ୍ ସମୟରେ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଦେଶବାସୀ । ଲୋକଙ୍କ ସୁରକ୍ଷା ପାଇଁ ସରକାର ନେଉଛନ୍ତି ବଳିଷ୍ଠ ପଦକ୍ଷେପ ହେଲେ ଲକ୍ ଡାଉନ ବେଳେ ଦିଲ୍ଲୀ ପୋଲିସର ମାନବିକତାକୁ ନେଇ ଚାରିଆଡୁ ଏବେ ପ୍ରଂଶସା କରାଯାଉଛି । ଘଟଣାଟି ଏହିପରି କି ଯେ, ଦିଲ୍ଲୀର…

ଓଡ଼ିଶାରେ ଏଯାଏଁ ସେହି ୩ଜଣ ଅଛନ୍ତି କରୋନା ଆକ୍ରାନ୍ତ । ଆଜିସୁଦ୍ଧା ୪୭୩ ନମୁନାରୁ ଆସିଛି ୪୭୦ ନେଗେଟିଭ୍ ।…

କନକ ବ୍ୟୁରୋ: ଓଡିଶାରେ ବର୍ତ୍ତମାନ ମଧ୍ୟ ସେହି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ । ଏଯାବତ୍ ରାଜ୍ୟରେ ମୋଟ୍ ୪୭୩ ନମୁନାର ପରୀକ୍ଷା ହୋଇଥିବା ବେଳେ ୪୭୦ ନମୂନା ନେଗେଟିଭ୍ ଆସିଛି । ଅନଲାଇନ୍ ଓ ୧୦୪ରେ ମୋଟ୍ ୧୧ ହଜାର ୫୭୫…