Daily Archives

March 27, 2020

କରୋନା ମୁକାବିଲା ପାଇଁ ଆଗେଇ ଆସିଲା ସେନା । ଆରମ୍ଭ ହେଲା ଅପରେସନ ନମସ୍ତେ, ଯବାନଙ୍କ ଛୁଟି ବାତିଲ । ସହାୟତା ପାଇଁ…

କନକ ବ୍ୟୁରୋ: କରୋନାକୁ ନେଇ ସାରା ବିଶ୍ୱରେ କୋକୁଆ ଭୟ ଖେଳିଯାଇଛି । ଏପଟେ ଭାରତରେ ତାଲବନ୍ଦ ସତ୍ୱେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କ୍ରମେ ଜଟିଳ ହେଉଥିବା ସ୍ଥିତିକୁ ଆଖିରେ ରଖି ଭାରତୀୟ ସେନା ଏହି ଘାତକ ଭୂତାଣୁର ମୁକାବିଲା ପାଇଁ ଆରମ୍ଭ କରିଛି ‘ଅପରେସନ…

କେମିତି ଦେଖାଯାଏ କରୋନା ଭୂତାଣୁ? ଆସିଲା ଭାରତୀୟ ବୈଜ୍ଞାନିକଙ୍କ ପ୍ରଥମ ଚିତ୍ର, ଉହାନ ଭୂତାଣୁ ସହ ମେଳ ଖାଇଲା ୯୯.୯୮…

କନକ ବ୍ୟୁରୋ: କରୋନା ଭାଇରସର ପ୍ରଥମ ଭାରତୀୟ ଚିତ୍ର ସାମାନକୁ ଆସିଛି । ପୁନେର ବୈଜ୍ଞାନିକମାନେ ଟ୍ରାନ୍ସମିଶନ ଇଲେକ୍ଟ୍ରନ ମାଇକ୍ରୋସ୍କୋପ୍ ଇମେଜିଂ ପଦ୍ଧତି ମାଧ୍ୟମରେ ଏହି ଭାଇରସ ବା ଭୂତାଣୁର ଫଟୋ ନେଇଛନ୍ତି । ଇଣ୍ଡିଆନ ଜର୍ଣ୍ଣାଲ ଅଫ ମେଡିକାଲ ରିସର୍ଚ୍ଚରେ ଏହି ଫଟୋ ପ୍ରକାଶ ପାଇଛି ।…

କରୋନା ଏକ ଯୁଦ୍ଧ, ଆମେ ଜଣେ ଜଣେ ଯୋଦ୍ଧା । ସଙ୍କଟର ମୁକାବିଲା ପାଇଁ ସୁବ୍ରତ କହିଲେ ‘ସିପାହୀ’ ଉପାଖ୍ୟାନ ।…

କନକ ବ୍ୟୁରୋ: ସାରା ମାନବ ଜାତି ପାଇଁ କରୋନା ଏକ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି । ଜୀବନ ପାଇଁ ବିଶ୍ୱର ମାନବ ଜାତି ଏହାର ମୁକାବିଲା କରୁଛି । ତେବେ ଏଭଳି ସଙ୍କଟ ସମୟରେ ଆମେ ସମସ୍ତେ ଜଣେ ଜଣେ ସିପାହୀ, କରୋନା ଯୁଦ୍ଧରେ ଆମେ ଜଣେ ଜଣେ ଯୋଦ୍ଧା । ତେଣୁ ଏ ଯୁଦ୍ଧ ଜିତିବାକୁ ସମସ୍ତଙ୍କୁ…

କରୋନା ମୁକାବିଲା ପାଇଁ କେଉଁ ବିଭାଗକୁ ମିଳିଛି କେଉଁ ଦାୟିତ୍ୱ । ସୁବ୍ରତ ଦେଲେ ପୂରା ତଥ୍ୟ

କନକ ବ୍ୟୁରୋ : କରୋନା ମୁକାବିଲା ନେଇ ରାଜ୍ୟ ସରକାର ଦିନ ରାତି ଏକ କରି ଦେଇଛନ୍ତି । ବିଭିନ୍ନ ବିଭାଗ ସହ ଉଚିତ ତାଳମେଳ ରଖି କରୋନା ବିପକ୍ଷ ଲଢେଇ ଜିତିବାକୁ ଅହରହ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର । ଏପରିକି ୨୧ ଦିନର ଲକଡାଉନ ସମୟରେ କେହି ଯେପରି ସମସ୍ୟାରେ ନ ପଡନ୍ତି ସେଥିପାଇଁ…

ସୁବ୍ରତ କହିଲେ ‘କୋରିଆ’ କାହାଣୀ । କରୋନା ମୁକାବିଲା ପାଇଁ ଘରେ ରହିବାକୁ ବାଗଚୀ ଦେଲେ ‘ପେସେଣ୍ଟ-୩୧’ର ଉଦାହରଣ ।…

କନକ ବ୍ୟୁରୋ: କେମିତି ହୁଏ ଦୃତ ସଂକ୍ରମଣ ? ସାଧାରଣ ସଂକ୍ରମଣ ଠାରୁ ଦୃତ ସଂକ୍ରମଣ କେତେ କ୍ଷତି ଆଣେ ? ସଂକ୍ରମଣର ପ୍ରକାର ଭେଦ ବୁଝାଇବାକୁ ଯାଇ ବାଗଚୀ କହିଛନ୍ତି ପେସେଣ୍ଟ-୩୧ କାହାଣୀ । ଲକଡାଉନ ସମୟରେ ସମସ୍ତେ ଘରେ ରହି କରୋନା ସହ ଯୁଦ୍ଧ କରିବାକୁ ବାଗଚୀ ଆହ୍ୱାନ ଦେଲା ବେଳେ ପେସେଣ୍ଟ-୩୧…

ଇଂଲଣ୍ଡ ପ୍ରଧାନମନ୍ତ୍ରୀ କରୋନା ଆକ୍ରାନ୍ତ । ସଚେତନ ହୋଇ ନିଜକୁ ଆଇସୋଲେସନରେ ରଖିଲେ । ସରକାରଙ୍କ ପରାମର୍ଶ ପାଳନ କରି…

କନକ ବ୍ୟୁରୋ: ‘ବିଶ୍ୱ ମହାମାରୀ’ କରୋନାକୁ ନେଇ ଚିନ୍ତା ବଢୁଥିବାବେଳେ ଏବେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ଆଉ ସବୁଠାରୁ ବଡ଼ ତାଙ୍କ ଠାରୁ ଯେମିତି ସଂକ୍ରମଣ ନବ୍ୟାପେ ସେଥିପାଇଁ ନିଜକୁ ଆଇସୋଲେସନରେ ରଖିଛନ୍ତି । ଆଉ ଇଂଲଣ୍ଡରେ କୋଭିଡ୍-୧୯ର…