Daily Archives

March 26, 2020

ଅତ୍ୟାବଶ୍ୟକ ବଜାର ସଉଦା ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ । ଲକଡାଉନ ସମୟରେ…

କନକ ବ୍ୟୁରୋ : କୋଭିଡ-୧୯ ପାଇଁ ଲକଡାଉନ ସମୟରେ ସହରାଞ୍ଚଳରେ ଗ୍ରୋସରୀ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ କିପରି ସହଜରେ ଉପଲବ୍ଧ ହେବ ଓ କିଣିବା ବେଳେ ସାମାଜିକ ଦୂରତ୍ବ ବଜାୟ ରହିବ ସେ ନେଇ ନୂତନ ଗାଇଡଲାଇନ୍ ଜାରିହୋଇଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ରାଜ୍ୟର ସମସ୍ତ…

କରୋନା ଭିତରେ କେନ୍ଦ୍ରରୁ ଆସିଲା ବଡ ପ୍ୟାକେଜ୍ । ଜାଣନ୍ତୁ କେଉଁ ଯୋଜନା ବାବଦରେ କାହାକୁ ମିଳିବ କେତେ ଲାଭ

କନକ ବ୍ୟୁରୋ : କରୋନା ଲଢ଼େଇ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଗ୍ରାମୀଣ କଲ୍ୟାଣ ପ୍ୟାକେଜ୍ରେ ମାଗଣାରେ ଯୋଗାଇ ଦିଆଯିବ ଗ୍ୟାସ ସିଲିଣ୍ଡର । ଉଜ୍ୱଳା ଯୋଜନାରେ ବିପିଏଲ୍ ପରିବାରକୁ ପ୍ରତି ମାସରେ ଗୋଟିଏ ଲେଖାଏଁ ଆଗାମୀ ୩ ମାସ ଯାଏଁ ୩ଟି ସିଲିଣ୍ଡର…

ରାଜ୍ୟରେ କର୍ଫ୍ୟୁର ମାହୋଲ । ରାଜରାସ୍ତାରେ ବୁଲୁଛି ପୋଲିସର କଡା ପହରା, ନିର୍ଜନ ରାସ୍ତାରେ କାଁ ଭାଁ ଚାଲୁଛି ଗାଡି

କନକ ବ୍ୟୁରୋ : ତାଲାବନ୍ଦ ଭିତରେ ସାରା ରାଜ୍ୟରେ କର୍ଫ୍ୟୁର ମାହୋଲ । ରାସ୍ତାରେ ପୁଲିସର ପହରା ଓ ନିର୍ଜନ ରାସ୍ତା. କାଁ ଭାଁ ଗାଡି ଚଳାଚଳ । ସାରାରାଜ୍ୟରୁ ଆସିଛି ଏପରି ଚିତ୍ର ।  ସେପଟେ ବୁଧବାର ସଉଦା ପାଇଁ ବଜାରରେ ଯେମିତି ଗହଳି ଲାଗିଥିଲା, ସେଥିରେ ଶୃଙ୍ଖଳା ଆସିଛି । ଲୋକେ ସଉଦା ପାଇଁ…

ଦେଶରେ ୬୪୯ରେ ପହଞ୍ଚିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୧୩ ଜଣଙ୍କ ଗଲାଣି ପ୍ରାଣ, ଏପଟେ ରାଜ୍ୟରେ ଆଜି ଆକ୍ରାନ୍ତଙ୍କ…

କନକ ବ୍ୟୁରୋ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪୯ରେ ପହଞ୍ଚିଲାଣି । ଆଉ ମୃତକଙ୍କ ସଂଖ୍ୟା ୧୩ ଛୁଇଁଲାଣି । ବର୍ତମାନ ପର୍ଯ୍ୟନ୍ତ ବି ଆମ ଦେଶ ଭାରତ ଷ୍ଟେଜ ୩ କୁ ଯାଇନାହିଁ । ଅର୍ଥାତ ଦେଶ ଷ୍ଟେଜ୨ରେ ହିଁ ରହିଛି । ତେବେ ସାରା ବିଶ୍ୱ କଥା ଯଦି ଆମେ ଦେଖିବା ତେବେ କ୍ରମାଗତ ଭାବରେ ଏହି…

ଓଡ଼ିଶା କରୁଛି କରୋନା ମୁକାବିଲା: ହୋମ୍ କ୍ୱାରେଣ୍ଟିନ୍ କାହାକୁ କୁହାଯାଏ ? ବିଭିନ୍ନ ଗାଁଠୁ ଶିଖନ୍ତୁ…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଏବେ ଅଂଟା ଭିଡିଛନ୍ତି ଗାଁ ଲୋକେ । ସାରା ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଥିବାବେଳେ, ଗାଁକୁ ଲକ୍ଡାଉନ୍ ବା ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ରାଜ୍ୟର ବିଭିନ୍ନ ଗାଁରୁ ଆସିଛି ଏଭଳି ରିପୋର୍ଟ । ଗାଁ ଭିତରକୁ ବାହାର ଲୋକ ଯିବା ନିଷେଧ । ବାଉଁଶର…

ବିଏମସିକୁ କରୋନା ଚିନ୍ତା । ସୋସିଆଲ ଡିଷ୍ଟାନ୍ସ ବା ସାମାଜିକ ଦୂରତା ବଜାୟ ରଖିବା ପାଇଁ ବିଏମସି ଦୋକାନ ଗୁଡିକୁ…

କନକ ବ୍ୟୁରୋ : କୋଭିଡ୍-୧୯ ବା କରୋନା ଭୂତାଣୁର ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ୍ ଘୋଷଣା ହୋଇଥିବାବେଳେ, ଭୂୂବନେଶ୍ୱର ମହାନଗର ନିଗମ ତରଫରୁ ଏହାକୁ କଡାକଡି ପାଳନ କରିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଡିଓର୍ ବା ନିର୍ଦ୍ଧିଷ୍ଟ ନୀୟମାବଳି ଜାରି କରାଯାଇଛି । ସୋସିଆଲ ଡିଷ୍ଟାନ୍ସ…