Daily Archives

March 25, 2020

କରୋନା ମୁକାବିଲା ପାଇଁ ମହାଭାରତର ଉଦାହରଣ ଦେଲେ ମୋଦି । କହିଲେ, ମହାଭାରତ ଯୁଦ୍ଧ ଜିତିବା ପାଇଁ ଲାଗିଥିଲା ୧୮ଦିନ ଆଉ…

କନକ ବ୍ୟୁରୋ: ଭାରତ କରୁଛି କରୋନା ମୁକାବିଲା ଆଉ ଏହି ‘ବିଶ୍ୱ ମହାମାରୀ’କୁ କିଭଳି ସଫଳତାର ମୁକାବିଲା କରି ବିଦା କରିବା ସେନେଇ ମହାଭାରତର ଉଦାହରଣ ଦେଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ, ମହାଭାରତ ଯୁଦ୍ଧ ୧୮ ଦିନରେ ଶେଷ ହୋଇଥିଲା । ହେଲେ କରୋନାକୁ ୨୧ ଦିନରେ ଜିତିବାକୁ ହେବ । #WATCH…

ସାରା ରାଜ୍ୟରେ ତାଲାବନ୍ଦର ଚିତ୍ର: ୨୧ ଦିନିଆ ତାଲାବନ୍ଦ ଭିତରେ ଶୂନଶାନ ହୋଇଗଲା ପ୍ରମୁଖ ରାସ୍ତା, ନାକାବନ୍ଦି କରି…

କନକ ବ୍ୟୁରୋ: ସାରା ଦେଶରେ ତାଲା ବନ୍ଦ ଘୋଷଣାର ଆଜି ଥିଲା ପ୍ରଥମ ଦିନ । ରାସ୍ତା ଶୂନଶାନ ଥିବା ବେଳେ ବଜାରରେ ଦେଖିବାକୁ ମିଳିଥିଲା ଭିଡ । ସାମାଜିକ ଦୂରତା ବଢାଇବା ଓ କୌଣସି ସ୍ଥାନରେ ୭ରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ରହିଛି । ହେଲେ ଏହି କଟକଣାକୁ ଫୁ କରି ଉଡାଇ ଦେଇଛନ୍ତି ଲୋକେ ।…

କରୋନା ନେଇ ଦେବ-ଦାନବର କାହାଣୀ କହିଲେ ସୁବ୍ରତ ବାଗଚୀ । ସବୁକିଛି ତ୍ୟାଗ କରି, ନିଜକୁ ସଙ୍କଟରେ ପକାଇ ଦେବତାର ସ୍ୱର…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଦେବ-ଦାନବର କାହାଣୀ କହିଲେ ସୁବ୍ରତ ବାଗଚୀ । ସଙ୍କଟ ସମୟରେ ମଣିଷର ପ୍ରକୃତି ଏବଂ ମଣିଷ ଭିତରୁ ଆସୁଥିବା ଦେବ-ଦାନବର ସ୍ୱର କଥା କହି ଡାକ୍ତର, ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ସମ୍ମାନ ଦେବା ସହ ସେମାନେ କରୁଥିବା କାମକୁ ଦେବତୁଲ୍ୟ ବୋଲି କହିଛନ୍ତି ରାଜ୍ୟ…

ହାରିବ କରୋନା ଜିତିବ ମଣିଷ । କରୋନାକୁ ହରାଇବା ପାଇଁ ଭୁବନେଶ୍ୱର ଏମ୍ସର ପ୍ରୟାସ । ରାଜ୍ୟର ଦ୍ୱିତୀୟ କରୋନା ନମୁନା…

କନକ ବ୍ୟୁରୋ: ‘ବିଶ୍ୱ ମହାମାରୀ’ କରୋନାର ସଫଳ ମୁକାବିଲା ପାଇଁ ଭୁବନେଶ୍ୱର ଏମ୍ସ ପକ୍ଷରୁ ବଡ଼ ପ୍ରୟାସ । ରାଜ୍ୟରେ ଦ୍ବିତୀୟ ପରୀକ୍ଷା କେନ୍ଦ୍ର ଭାବେ ଭୁବନେଶ୍ବର ଏମ୍ସରେ ଆରମ୍ଭ ହେଲା ‘କରୋନା’ ନମୁନା ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ଏମ୍ସ କର୍ତ୍ତୁପକ୍ଷ । ତେବେ ଏମ୍ସ କର୍ତ୍ତୁପକ୍ଷଙ୍କ…

ରାଜ୍ୟ ବାହାରୁ ଓଡିଶା ଫେରିଥିବା ୭୮, ୨୩୩ ଜଣଙ୍କ ଭିତରେ ଥାଇ ପାରନ୍ତି ସଂକ୍ରମିତ ? ସୁବ୍ରତ କହିଲେ ସଚେତନ ରୁହନ୍ତୁ,…

କନକ ବ୍ୟୁରୋ: ଓଡିଶା କରୁଛି କରୋନା ମୁକାବିଲା । କରୋନାର ପ୍ରତିରୋଧ କରିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଭୂତାଣୁ ଯେମିତି ଅଧିକ ସଂକ୍ରମିତ ନହୁଏ ସେନେଇ ସାମାଜିକ ଦୂରତା ବଜାୟ ରଖିବାକୁ ସାରା ରାଜ୍ୟରେ ଲକ ଡାଉନ ଜାରି କରିଛନ୍ତି । ଲୋକଙ୍କ ଘରୁ ବାହରିବା ଉପରେ କଟକଣା…

ବ୍ରିଟେନର ଯୁବରାଜ ଚାର୍ଲସଙ୍କୁ କରୋନା ସଂକ୍ରମଣ : ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର

କନକ ବ୍ୟୁରୋ :  ବ୍ରିଟେନର ଯୁବରାଜ ଚାର୍ଲସଙ୍କୁ କରୋନା ସଂକ୍ରମଣ ହୋଇଥିବା ଖବର ହସ୍ତଗତ ହୋଇଛି । ତେବେ ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଚାର୍ଲସଙ୍କ ମୁଖପାତ୍ର କହିଛନ୍ତି । କେବଳ ସେ ନୁହେଁ ଯୁବରାଣୀ କାମିଲା ପାର୍କରଙ୍କର ମଧ୍ୟ ପରୀକ୍ଷା ହୋଇଥିଲା, କିନ୍ତୁ ସେ…