Daily Archives

March 23, 2020

କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ : ଅଧାରୁ ଅଧିକ ଓଡ଼ିଶାରେ ତାଲାବନ୍ଦ, ମୋଟ ୧୪ ଜିଲ୍ଲାକୁ ଲକ୍…

କନକ ବ୍ୟୁରୋ : କରୋନା ଯେପରି ମହାମାରୀର ରୂପ ନେବ ନାହିଁ, ଏଥିପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଅଧାରୁ ଅଧିକ ଓଡ଼ିଶାକୁ ଲକ୍ ଡାଉନ୍ ବା ତାଲାବନ୍ଦ ଘୋଷଣା କରାଯାଇଛି । ପୂର୍ବରୁ ୫ ଜିଲ୍ଲା ଓ ୮ ସହରରେ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ଆସନ୍ତାକାଲି ସକାଳୁ ଆଉ ୯ଟି…

ସୁରଟ ଓ ମହାରାଷ୍ଟ୍ରରୁ ଫେରିଲେ ୩୦୦୦ରୁ ଅଧିକ ଦାଦନ : ବ୍ରହ୍ମପୁର ଷ୍ଟେସନରେ ପ୍ରାଥମିକ ଯାଞ୍ଚ ପରେ ଘରକୁ ଛାଡିଲା…

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାରେ ଲକ ଡ଼ାଉନ ଚାଲିଥିବା ବେଳେ ଜିଲ୍ଲାକୁ ଫେରିଛନ୍ତି ଶହ ଶହ ଦାଦନ ଶ୍ରମିକ । କରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟରେ ତାଲା ବନ୍ଦ ନିଷ୍ପତ୍ତି ଲାଗୁ ହେବା ପରେ ଟ୍ରେନ୍ ଯୋଗେ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିଛନ୍ତି । ସମସ୍ତ ଦାଦନ ଶ୍ରମିକଙ୍କର ପ୍ରାରମ୍ଭିକ…

ଜନତା କର୍ଫ୍ୟୁ ବେଳେ ଲୋକେ ଭୁଲିଗଲେ ମୂଳ ଲକ୍ଷ୍ୟ : ସଂଧ୍ୟା ୫ଟାରେ ତାଳି ମାରିବାକୁ ବାନ୍ଧିଲେ ମେଳି, ସାମାଜିକ ଦୂରତା…

କନକ ବ୍ୟୁରୋ : ଗତକାଲିର ଜନତା କର୍ଫ୍ୟୁ ପରେ ଜରୁରୀ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଯେଉଁଭଳି ଭାବରେ ଧନ୍ୟବାଦ ଦିଆଗଲା ତାକୁ ନେଇ ସାଧାରଣତଃ ଦୁଇଟି ପ୍ରଶ୍ନ ଉଠିଛି । ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ କ’ଣ? ଆଉ ଜନତା ପରାମର୍ଶକୁ ଗ୍ରହଣ କଲେ କେମିତି? ଯେତେବେଳେ କାଲି ୫ଟା…

କରୋନା ସତର୍କତା : ସଂକ୍ରମଣ ରୋକିବା ପାଇଁ ଆସନ୍ତାକାଲି ମଧ୍ୟରାତ୍ରରୁ ଘରୋଇ ବିମାନ ଚଳାଚଳ ବନ୍ଦ

କନକ ବ୍ୟୁରୋ : କରୋନା ପାଇଁ ରେଳ ପରେ ଘରୋଇ ବିମାନ ଚଳାଚଳ ବନ୍ଦ । ଭାରତରେ ଦିନକୁ ଦିନ କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହିତ ସରକାର ବୃଦ୍ଧି ପାଉଥିବା ମାମଲା ଉପରେ ଯାଞ୍ଚ କରିବା ପାଇଁ ଅତିରିକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି…

ଏପ୍ରିଲ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର : ଘରେ ଘରେ ସମସ୍ତ ପ୍ରକାର ଶୁଖିଲା ରାସନ୍…

କନକ ବ୍ୟୁରୋ : ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବ । ପୂର୍ବରୁ ରାଜ୍ୟ ସରକାର କରୋନାର ସଫଳ ମୁକାବିଲା ପାଇଁ ମାର୍ଚ୍ଚ ୩୧ ଯାଏଁ ଅଙ୍ଗନୱାଡ଼ି ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ  । ଆଜି ଏହି ଅବଧିକୁ ବୃଦ୍ଧି କରି ଏପ୍ରିଲ ୩୦ ପର୍ଯ୍ୟନ୍ତ ଘୁଞ୍ଚେଇ…

ଲକଡାଉନ୍ ସଂପ୍ରସାରଣ କଲେ ରାଜ୍ୟ ସରକାର । ଆଉ ୯ଟି ଜିଲ୍ଲାରେ ତାଲା ବନ୍ଦ ଘୋଷଣା ।

କନକ ବ୍ୟୁରୋ : ଲକଡାଉନ୍ ସଂପ୍ରସାରଣ କଲେ ରାଜ୍ୟ ସରକାର । ୧୪ଟି ଜିଲ୍ଲାକୁ ସଂପ୍ରସାରଣ ହେଲା ଲକଡାଉନ୍ । ପୂର୍ବରୁ ୫ଟି ଜିଲ୍ଲାକୁ ରାଜ୍ୟ ସରକାର ଲକଡାଉନ୍ ଘୋଷଣା କରିଥିବା ବେଳେ ଆଜି ଆଉ ୯ଟି ଜିଲ୍ଲାକୁ ଲକଡାଉନ୍ ଘୋଷଣା କରାଯାଇଛି । ଏହି ଜିଲ୍ଲାଗୁଡିକ ହେଉଛି, ପୁରୀ, ନୟାଗଡ, ଜଗତସିଂହପୁର,…