Daily Archives

March 21, 2020

ତାଲାବନ୍ଦ ବେଳେ ଖୋଲା ରହିବ ଗ୍ରୋସରୀ, ପାଣି,ଔଷଧ ଦୋକାନ ସହ ଜରୁରୀକାଳିନ ସେବା : ଟ୍ୟାକ୍ସି ଓ ଅଟୋରିକ୍ସା ଉପରେ…

କନକ ବ୍ୟୁରୋ : କରୋନା ସଂକ୍ରମଣ ରୋକିବା ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ୫ ଟି ଜିଲ୍ଲା ଓ ୮ ଟି ସହରକୁ ଲକ୍ ଡାଉନ୍ ବା ତାଲା ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅର୍ଥାତ୍ ଅତି ଆବଶ୍ୟକ ନହେଲେ ଲୋକେ ଘରୁ…

ରବିବାର ସକାଳ ୭ ରୁ ରାତି ୯ଟା, ୧୪ ଘଂଟା ପାଇଁ ‘ଜନତା କର୍ଫ୍ୟୁ’: କାଲି ଜନତା କର୍ଫ୍ୟୁ ପାଇଁ ମୋଦିଙ୍କ ଅନୁରୋଧ;…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଆସନ୍ତାକାଲି ଦେଶବାସୀ ଜନତା କର୍ଫ୍ୟୁ ପାଳିବେ । ସକାଳ ୭ଟାରୁ ରାତି ୯ଟା ଯାଏଁ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ୧୪ ଘଂଟା ସମୟରେ ସବୁକିଛି ବନ୍ଦ ରଖି ଘରେ ରହିବାକୁ ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।…

ଜନତା କର୍ଫ୍ୟୁ ଓ ଲକ୍ ଡାଉନ୍ ମଧ୍ୟରେ ପାର୍ଥକ୍ୟ କ’ଣ? ସରଳ ଭାଷାରେ ବୁଝାଇଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର…

କନକ ବ୍ୟୁରୋ: ‘କରୋନା’ର ସଫଳ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସଜାଗ । ଏହି ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦେଶବାସୀଙ୍କୁ ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ୱାନ ଦେଇଥିବାବେଳେ ଓଡ଼ିଶାରେ କରୋନା ମୁକାବିଲା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ…

କାଲି ସକାଳ ୭ଟାରୁ ଆସନ୍ତା ୨୯ ଯାଏଁ ଓଡିଶାର ୫ଜିଲ୍ଲା ଓ ୮ସହରରେ ତାଲାବନ୍ଦ: ଜରୁରୀକାମ ନଥିଲେ ଘରୁ ବାହାରିବା ମନା;…

କନକ ବ୍ୟୁରୋ: କରୋନା ସଂକ୍ରମଣ ରୋକିବା ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ୫ ଟି ଜିଲ୍ଲା ଓ ୮ ଟି ସହରକୁ ଲକ୍ ଡାଉନ୍ ବା ତାଲା ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅର୍ଥାତ୍ ଅତି ଆବଶ୍ୟକ ନହେଲେ ଲୋକେ ଘରୁ…

କରୋନା ମୁକାବିଲା ପାଇଁ ସରକାର ସଜାଗ: ୨୨ରୁ ୨୯ ଯାଏ ୫ ଜିଲ୍ଲା ଓ ୮ ସହରରେ ଲକ୍ ଡାଉନ ଘୋଷଣା; ଜାଣନ୍ତୁ ତାଲା ବନ୍ଦ…

କନକ ବ୍ୟୁରୋ: କରୋନା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ସଂକ୍ରମଣ ଠାରୁ ଦୂରେଇ ରହିବା ସଂଗରୋଧ କରିବା ପାଇଁ ଜନସାଧାରଣଙ୍କୁ ରାଜ୍ୟ ସରକାରଙ୍କ ଆହ୍ୱାନା । ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରକୁ ଲକ୍ ଡାଉନ ବା ତାଲା ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର ତେବେ ୨୨…

କରୋନା ମୁକାବିଲା : ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ଲାଗିଲା କଟକଣା, ୨୨ ମାର୍ଚ୍ଚରୁ ୨୯ ମାର୍ଚ୍ଚ ଯାଏଁ କଟକଣା ବାବଦରେ…

କନକ ବ୍ୟୁରୋ : ତାଲାବନ୍ଦ ବେଳେ କଟକଣା । ୨୨ ମାର୍ଚ୍ଚରୁୁ ୨୯ ମାର୍ଚ୍ଚ ଯାଏ କଟକଣା ବିଷୟରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ କଟକଣା ଲଗାଯାଇଛି । କରୋନା ମୁକାବିଲାରେ ସାହାଯ୍ୟ କରିଥିବା ସମସ୍ତ ଅନୁଷ୍ଠାନ ଗୁଡ଼ିକ ଖୋଲା ରହିବ । ରାଜ୍ୟରେ…