Daily Archives

March 20, 2020

ଫ୍ଲୋର ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କମଲନାଥ: ରାଜ୍ୟପାଳଙ୍କୁ ଦେବେ ଇସ୍ତଫା ପତ୍ର,୧୫ ମାସରେ…

କନକ ବ୍ୟୁରୋ : ମଧ୍ୟପ୍ରଦେଶ ରାଜନୈତିକ ନାଟକର ଅନ୍ତ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କମଲନାଥ । ପ୍ରେସ କନଫରେନ୍ସରେ ଇସ୍ତଫା ନେଇ ଘୋଷଣା କଲେ କମଲନାଥ । ସଂଖ୍ୟାଗରିଷ୍ଠତା ପ୍ରମାଣ ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଇସ୍ତଫା ଘୋଷଣା କରିଛନ୍ତି  । କିଛି ସମୟ ମଧ୍ୟରେ…

ଜନଗଣନା ଘୁଞ୍ଚାଇବାକୁ ମୋଦିଙ୍କୁ ନବୀନଙ୍କ ଚିଠି । ଲେଖିଲେ, ବର୍ତ୍ତମାନ ସମୟରେ ଜନଗଣନା କରିବା ଉଚିତ୍ ନୁହେଁ; ଘର ଘର…

କନକ ବ୍ୟୁରୋ: ଜନଗଣନା ଘୁଂଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ୨୦୨୧ ଜନଗଣନା ଓ ଏନପିଆର ଅପଡେଟ୍ ପ୍ରକ୍ରିୟା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ଜନଗଣନାର ପ୍ରାଥମିକ ତାଲିକା…

ଦେଶରେ ୧୯୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା : ଆକ୍ରାନ୍ତଙ୍କ ମଧ୍ୟରେ ୩୨ ଜଣ ବିଦେଶୀ, ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ୨

କନକ ବ୍ୟୁରୋ : ଭାରତରେ ଧୀରେ ଧୀରେ କାୟା ବିସ୍ତାର କରୁଛି କରୋନା । କେନ୍ଦ୍ର ସରକାରଙ୍କ କଟକଣା ଓ ସଚେତନତା ସତ୍ୱେ କରୋନା ରୋଗୀଙ୍କ ସଂଖ୍ୟା ଦେଶରେ ବଢ଼ିବାରେ ଲାଗିଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୫ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ୩୨ ଜଣ ବିଦେଶୀ ରହିଛନ୍ତି ।…

କରୋନା ମୃତ୍ୟୁରେ ଚୀନକୁ ଟପିଗଲା ଇଟାଲୀ । ଗତ ୪୮ ଘଂଟାରେ ଇଟାଲୀରେ ଗଲାଣି ୯ ଶହ ଜୀବନ

କନକ ବ୍ୟୁରୋ: ବିଶ୍ୱର ୧୭୬ ରାଷ୍ଟ୍ରକୁ କରୋନା ଭୂତାଣୁ ବ୍ୟାପିଛି । ବିଶ୍ୱର ୨ଲକ୍ଷ ୨୭ ହଜାର ୭୬୪ ଜଣ ଏହି ମାରାତ୍ମକ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ୯୮୩୪ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ୟୁରୋପୀୟ ରାଷ୍ଟ୍ର ଇଟାଲିରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ୮୦୦ ଶହ ଟପିଥିବାବେଳେ…

କିଏ ଏହି ଏପି ସିଂହ ? ଯିଏକି ନିର୍ଭୟା ସୈତାନଙ୍କୁ ମୃତ୍ୟୁର ଖୁଂଟରୁ ଟାଣିଆଣିଥିଲେ ତିନି ତିନିଥର…

କନକ ବ୍ୟୁରୋ: ଅପେକ୍ଷାର ଘଟିଲା ଅବସାନ । ଶେଷରେ ନିଜ ଘୃଣ୍ୟ କର୍ମ ପାଇଁ ଦଣ୍ଡ ପାଇଲେ ୪ ସୈତାନ । ଫାଶୀ ଖୁଣ୍ଟରେ ଝୁଲିଲେ ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର । ନିର୍ଭୟାର ଏହି ଦୋଷୀମାନଙ୍କୁ ତିହାର ଜେଲର ଫାଶୀଖୁଂଟରେ ଝୁଲାଯାଇଛିି । ତେବେ ନିର୍ଭୟାଙ୍କୁ ନ୍ୟାୟ…

କରୋନା କଟକଣା ଯୋଗୁ ଯାତ୍ରା ବନ୍ଦ : ଚିନ୍ତାରେ ଯାତ୍ରାପାର୍ଟି ମାଲିକ, କୋଟି କୋଟି ଟଙ୍କା କ୍ଷତି ସହିବେ ଯାତ୍ରାପାର୍ଟି

କନକ ବ୍ୟୁରୋ : କରୋନା କଟକଣା ଯୋଗୁ ଯାତ୍ରା ବନ୍ଦ । କରୋନା ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ୧୫ ତାରିଖରୁ ଯାତ୍ରାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ କଳାକାର, ଯାତ୍ରା ସହ ସମ୍ପୃକ୍ତ ମ୍ୟୁଜିସିଆନ୍‌ ତଥା ଅନ୍ୟ ଅପରେଟର୍‌ମାନଙ୍କୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ଛୁଟି ଦିଆଯାଇଛି । ଉତ୍ତର…