Daily Archives

March 20, 2020

କରୋନା ମୁକାବିଲା: କ’ଣ ରହିଛି ‘କରୋନା’ ସ୍ଥିତି? ୨୪ ଘଣ୍ଟିଆ ରିପୋର୍ଟ ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ।

କନକ ବ୍ୟୁରୋ: କରୋନା ମୁବାବିଲା ପାଇଁ ରାଜ୍ୟ ସରକାରଙ୍କ କଠୋର ପଦକ୍ଷେପ । ଆଜିଠାରୁ ସ୍ଥିତିରେ ପରିବର୍ତ୍ତନ ନହେବା ପର୍ଯ୍ୟନ୍ତ କୌଣସି ସ୍ଥାନରେ ୭ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ସେହିପରି ଆସନ୍ତା ୨୨ରେ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ସମର୍ଥନ…

ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବେ ଆଉ ୫ଲକ୍ଷ ହିତାଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ମିଳିବ ୩ମାସର…

କନକ ବ୍ୟୁରୋ: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବେ ଆଉ ୫ ଲକ୍ଷ ହିତାଧିକାରୀ । ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବର୍ତ୍ତମାନ ଓଡିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଅନୁସାରେ ୩ କୋଟି ୬୨ ଲକ୍ଷ ହିତାଧିକାରୀ ଲାଭବାନ ହେଉଛନ୍ତି…

ନୀଳଚକ୍ର ବାନାରେ ଲାଗିନାହିଁ ନିଆଁ । ପବନରେ ଉଡିଯାଇଥିଲା ପାପମୋଚନ ଏକାଦଶୀ ମହାଦୀପର ବଳିତା

କନକ ବ୍ୟୁରୋ: ନୀଳଚକ୍ର ବାନାରେ ଲାଗି ନାହିଁ ନିଆଁ । ପବନରେ ଉଡି ଯାଇଥିଲା ମହାଦୀପର ବଳିତା । ଯାହାକୁ ଦେଖି ଲୋକଙ୍କ ମନେର ଏକ ସନ୍ଦେହ ସୃଷ୍ଟି ହୋଇଥିଲା । ତେବେ ଗତକାଲି ପାପ ମୋଚନ ଏକାଦଶୀରେ ନୀଳଚକ୍ର ବାନାରେ ନିଆଁ ଲାଗିନଥିବା ସ୍ପଷ୍ଟ କରିଛନ୍ତି ଚୂନେରା ସେବାୟତ ଡକ୍ଟର ଶରତ ଚନ୍ଦ୍ର…

ୟୁନିୟନ ବ୍ୟାଙ୍କରେ ରହିବ ପୁରୀ ଶ୍ରୀମନ୍ଦିର ଟଙ୍କା । ଜମା ଟଙ୍କା ଉପରେ ମିଳିବ ବାର୍ଷିକ ୫.୭୫ ପ୍ରତିଶତ ସୁଧ

କନକ ବ୍ୟୁରୋ: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିବ ଜଗନ୍ନାଥଙ୍କ ପ୍ରାୟ ୩୫୨କୋଟି ଟଙ୍କା । ୫.୭ ପ୍ରତିଶତ ସୁଧ ହାରରେ ୟୁନିୟନ ବ୍ୟାଙ୍କରେ ରଖାଯିବ ଜଗନ୍ନାଥ ଟଙ୍କା । ତିନି ବର୍ଷ ପାଇଁ ୟୁନିୟନ ବ୍ୟାଙ୍କରେ ରହିବ ଟେମ୍ପୁଲ ଫଣ୍ଡ ଓ କର୍ପସ ଫଣ୍ଡ । ଟେଣ୍ଡର ପରେ ଏହି ନିଷ୍ପତି ନିଆଯାଇଛି ।…

ନିର୍ଭୟା ମାମଲାର ଅସଲ ନାୟିକା. . . ପ୍ରଶାସନିକ ଅଧିକାରୀ ହେବାକୁ ଚାହୁଁଥିଲେ , ଓକିଲ ହେଲେ : ୭ ବର୍ଷ ବିନା…

କନକ ବ୍ୟୁରୋ : ସାତ ବର୍ଷ ପରେ ଦୀର୍ଘ ଅପେକ୍ଷାର ଅବସାନ ଘଟିଲା । ଫାଶୀ ଖୁଂଟରେ ଝୁଲିଲେ ଦୋଷୀ । ୨୦ ମାର୍ଚ୍ଚ ୨୦୨୦ ସାଢ଼େ ୫ଟାରେ ୪ ନରପିଶାଚକୁ ତିହାର ଜେଲରେ ଫାଶୀ ଦିଆଗଲା । ତେବେ ଏହି ପ୍ରକ୍ରିୟାରେ ସବୁଠାରୁ ବଡ଼ ହାତ ଥିଲା ନିର୍ଭୟାଙ୍କ ଓକିଲଙ୍କର । ଗୋଟିଏ ପଟେ ଅଭିଯୁକ୍ତଙ୍କ ଓକିଲ ଏପି…

ପ୍ରବେଶ ପୂର୍ବରୁ କରୋନା ପରୀକ୍ଷା: କରୋନା ପାଇଁ ଲୋକସେବା ଭବନ ପ୍ରବେଶ ପଥରେ ସ୍କ୍ରିନିଂ ବ୍ୟବସ୍ଥା; ସ୍କ୍ରିନିଂ କରି…

କନକ ବ୍ୟୁରୋ: କରୋନା ନେଇ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ଲୋକସେବା ଭବନକୁ ଯେଉଁ କର୍ମଚାରୀମାନେ ଯାଉଛନ୍ତି, ସେମାନଙ୍କ ପାଇଁ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି । ସେମାନଙ୍କ ଟିକିନିଖ ସ୍କିନିଂ କରାଯାଉଛି  ।  କର୍ମଚାରୀ ଯେଭଳି ସୁରକ୍ଷିତ ରହିବେ ତା ଉପରେ ଦୃଷ୍ଟି ମଧ୍ୟ…