Daily Archives

March 12, 2020

ଜଗା ଟଙ୍କା ଭଳି ଓଏମସି ମଧ୍ୟ ୟେସ୍ ବ୍ୟାଙ୍କରେ ରଖିଥିଲା ବିପୁଳ ଟଙ୍କା । ବିଷ୍ଣୁ ସେଠୀଙ୍କ ଅଭିଯୋଗ, ୬୫୦ କୋଟି ଜମା…

କନକ ବ୍ୟୁରୋ : କେବଳ ଜଗନ୍ନାଥଙ୍କ ଟଙ୍କା ନୁହେଁ, ଯଦି ବିରୋଧୀଙ୍କ ଅଭିଯୋଗ ସତ ହୁଏ, ତେବେ ଓଏମସିର ମଧ୍ୟ ୬୫୦ କୋଟି ଟଙ୍କା ବୁଡିଯାଇପାରେ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଅଭିଯୋଗ କରିଛନ୍ତି, ଓଏମସି ୬୫୦ କୋଟି ଟଙ୍କା ଗତ ବର୍ଷ ଏପ୍ରିଲ ମାସରେ ଜମା କରିଛି । ସେପଟେ ନରସିଂହ ମିଶ୍ର…

କରୋନା ପ୍ରଭାବରେ ସେୟାର ବଜାରରେ ହାହାକାର । ଗୋଟିଏ ଦିନରେ ପାଖାପାଖି ୩ ହଜାର ପଏଣ୍ଟ ଖସିଲା ସେନସେକ୍ସ, ନିବେଶକ…

କନକ ବ୍ୟୁରୋ : କରୋନା ପ୍ରଭାବରେ ଭାରତର ସେୟାର ବଜାର ଦୋହଲି ଯାଇଛି । ଗୋଟିଏ ଦିନରେ ପାଖାପାଖି ୩ ହଜାର ପଏଂଟ ଖସିଛି ସେନସେକ୍ସ । ଏବଂ ଆଜି ଗୋଟିଏ ଦିନରେ ନିବେଶକ ହରାଇଛନ୍ତି ପ୍ରାୟ ୧୦ ଲକ୍ଷ କୋଟି । ଭାରତୀୟ ସେୟାର ବଜାରକୁ ଛାଡୁନି କରୋନା ଭୟ । ହୋଲି ଛୁଟିକୁ ବାଦ୍ ଦେଇ ସପ୍ତାହର ତୃତୀୟ…

କରୋନାକୁ ‘ମହାମାରୀ’ ଘୋଷଣା କଲେ ଦିଲ୍ଲୀ ସରକାର । ୩୧ ମାର୍ଚ୍ଚ ଯାଏଁ ବନ୍ଦ ରହିବ ସମସ୍ତ ସିନେମା ହଲ । ପରୀକ୍ଷା…

କନକ ବ୍ୟୁରୋ: ଦିନକୁ ଦିନ ଭୟଙ୍କର ହେଉଛି କରୋନା ଭାଇରସ । ଚୀନରୁ ବ୍ୟାପିଥିବା କରୋନା ଏବେ ସାରା ବିଶ୍ୱକୁ କବଜା କରିବାକୁ ବସିଲାଣି । ତେବେ ଭୂତାଣୁର ଭୟାବହତା ଦେଖି ଗତକାଲି କରୋନାକୁ ବିଶ୍ୱ ମହାମାରୀ ଘୋଷଣା କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଆଉ ଏହାକୁ ଦୃଷ୍ଟିରେ ରଖି ଆଜି ଦିଲ୍ଲୀ…

ବସ୍ତି ଉଚ୍ଛେଦ ପରେ ଖୋଲା ଆକାଶ ତଳେ ବସ୍ତି ବାସିନ୍ଦା । ଖରା ମାଡି ଆସୁଥିବା ବେଳେ ବାସକୁ ନେଇ ଚିନ୍ତାରେ କନ୍ଧମାଳ…

କନକ ବ୍ୟୁରୋ: ୨ ଘଂଟାରେ ୨ଟି ବୁଲଡୋଜର ମାଡରେ ମାଟିରେ ମିଶିଲା ବସ୍ତା । ୩୦ ବର୍ଷର ବସ୍ତି ଉଚ୍ଛେଦ ପରେ ଖୋଲା ଆକାଶ ତଳେ ରାତି କାଟୁଛନ୍ତି ବସ୍ତି ବାସିନ୍ଦା । ଆଗକୁ ଖରା ଦିନ ମାଡି ଆସୁଥିବା ବେଳେ ବାସକୁ ନେଇ ଚିନ୍ତାରେ କନ୍ଧମାଳ ଖଜୁରୀପଡା ସୁରାଦେଇ ବସ୍ତିର ୩୭ଟି ପରିବାର । ସେପଟେ ଆଗକୁ…

ବରକୁ ଉଠାଇନେଲା ପୁଲିସ…ଅଧାରେ ଅଟକିଲା ବାହାଘର । ଏବେ ଥାନା ହାଜତରେ ବର…ସେପଟେ ମଙ୍ଗୁଳା ହୋଇ ମନ୍ଦିରରେ…

କନକ ବ୍ୟୁରୋ: ବାହା ବେଦିରେ ପହଂଚି ପାରିଲା ନାହିଁ ବର, ଅଧା ରାସ୍ତାରୁ ବରକୁ ଉଠାଇନେଲା ପୁଲିସ । ଏକ ଅପରାଧ ମାମଲାରେ ବାଙ୍କି ପୁୁଲିସ ଢେଙ୍କାନାଳର ପ୍ରକାଶ ସ୍ୱାଇଁକୁ ଉଠାଇ ନେବା ପରେ ମନ୍ଦିରରେ ବସି ରହିଲା ମଙ୍ଗୁଳା କନିଆ । ସେପଟେ ମାମଲାର ବିଚାର ପରେ କରିବା ସହ ବାହାଘର ପାଇଁ ବରଙ୍କୁ…

ହୁସିଆର୍ ! ଶସ୍ତାରେ ମିଳୁଥିବା ଲିପଷ୍ଟିକରେ ମିଶୁଛି କ୍ଷତିକାରକ ରସାୟନିକ ପଦାର୍ଥ…ଡାକ୍ତର କହିଲେ, ହୋଇପାରେ…

କନକ ବ୍ୟୁରୋ: କର୍ମଜୀବୀ ହୁଅନ୍ତୁ ବା ଗୃହିଣୀ, ତରୁଣୀ ହୁଅନ୍ତୁ ବା ଛୋଟ ପିଲା, ସମସ୍ତଙ୍କ ପସନ୍ଦ ଲିପଷ୍ଟିକ । ଓଠରେ ଲିପଷ୍ଟିକ୍ ଲଗାଇଲେ ମୁହଁର ସୌନ୍ଦଯ୍ୟ ବଢିଥାଏ, ଏଥିପାଇଁ ପୂର୍ବ ଅପେକ୍ଷା ଏବେ ଲିପଷ୍ଟିକ୍ର ଚାହିଦା ବି ବହୁ ଗଣରେ ବଢିଛି । ଆଉ ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ବଜାରରେ…