Daily Archives

March 8, 2020

ରାଜ୍ୟସଭା ରେସରେ କିଏ ରହିବ ଆଗୁଆ, କାହାକୁ ମିଳିବ ଚତୁର୍ଥ ଆସନ? ବିଜେଡି କହିଲା, ସମସ୍ତ ଆସନ ଜିତିବ ଦଳ, ଏଯାଏଁ ସଂକେତ…

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନରେ ବିଜେଡି ୪ଟି ଯାକ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏବେ ବିଜେପି କ’ଣ କରିବ ଏବଂ କଂଗ୍ରେସର ଆଭିମୁଖ୍ୟ କ’ଣ ରହିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ, ପ୍ରାର୍ଥୀ ଦେବା ପାଇଁ କଂଗ୍ରେସ ପାଖରେ ସଂଖ୍ୟା ନାହିଁ ଏବଂ ବିଜେପି ପ୍ରାର୍ଥୀ…

କରୋନା ଭୟ ଯୋଗୁଁ ଆଇପିଏଲକୁ ନେଇ ବଢ଼ିଲା ସନ୍ଦେହ । ଚଳିତ ବର୍ଷ ହେବ କି ନାହିଁ ମ୍ୟାଚ୍ ?

କନକ ବ୍ୟୁରୋ : ଆଇପିଏଲକୁ କରୋନା ଅଡୁଆ । ଆସନ୍ତା ୨୯ ତାରିଖରେ ଆଇପିଏଲର ଚଳିତ ସିଜିନର ପ୍ରଥମ ମ୍ୟାଚ ଡିଫେଣ୍ଡିଙ୍ଗ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଏହି ମ୍ୟାଚ ଖେଳାଯିବାକୁ ନେଇ ପ୍ରଶ୍ନ ଉଠିଛି । କାରଣ ସାରା ବିଶ୍ୱରେ କରୋନା…

କାୟା ମେଲାଉଛି କରୋନା । ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୩୯ । କେରଳରେ ଗୋଟିଏ ପରିବାରରେ ୫ ଆକ୍ରାନ୍ତ, ଅରୁଣାଚଳ…

କନକ ବ୍ୟୁରୋ : ଚୀନରେ ସ୍ଥିତିରେ ସୁଧାର ଆସୁଥିବା ବେଳେ ଇରାନ୍, ଦକ୍ଷିଣ କୋରିଆ ଓ ଇଟାଲୀରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଆମେରିକାରେ ମଧ୍ୟ ୧୯ଜଣଙ୍କର ମୃତ୍ୟୁ ହେଲାଣି । ଏହାରି ଭିତରେ ଭାରତରେ ଆଜି ଗୋଟିଏ ଦିନରେ ୫ଜଣ ଆକ୍ରାନ୍ତ ହେବା ଘଟଣା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । କାୟା…

ବାରିପଦାରେ ବାବୁଙ୍କ ବାର୍ଥ ଡେ ପାଇଁ ସର୍ବସାଧାରଣଙ୍କ ରାସ୍ତା ବନ୍ଦ ରଖିଲା ପୁଲିସ୍! ଏସପିଙ୍କ ଜନ୍ମଦିନ ଉତ୍ସବ ପାଇଁ…

କନକ ବ୍ୟୁରୋ : ବାବୁଙ୍କ ବାର୍ଥ ଡେ ପାର୍ଟି ପାଇଁ ବନ୍ଦ ହୋଇଗଲା ବାରିପଦା ସହରର ପ୍ରମୁଖ ରାସ୍ତା । ବାରିପଦା ଏସପିଙ୍କ ଜନ୍ମଦିନ ପାଳନ ପାଇଁ ପୁଲିସ କର୍ମଚାରୀ ସହରର ପ୍ରମୁଖ ରାସ୍ତାକୁ ରହସ୍ୟମୟ ଭାବେ ଦୁଇ ଘଂଟା ଧରି ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ଫଳରେ ଲୋକେ ଯିବା ଆସିବାରେ ଅସୁବିଧା…

ୟେସ୍ ବ୍ୟାଙ୍କରେ ସୁରକ୍ଷିତ ରହିଛି କି ଜଗନ୍ନାଥଙ୍କ ଟଙ୍କା ? ଅର୍ଥ ସଚିବ କହିଲେ ଜମା ଟଙ୍କା ସୁରକ୍ଷିତ ନେଇ ଆରବିଆଇ…

କନକ ବ୍ୟୁରୋ : ଶ୍ରୀଜଗନ୍ନାଥଙ୍କ ୟେସ ବ୍ୟାଙ୍କରେ ଥିବା ୫୪୫କୋଟି ଟଙ୍କା ସୁରକ୍ଷିତ ଅଛି ବୋଲି ରିଜର୍ଭ ବ୍ୟାଙ୍କ ଓଡିଶା ସରକାରଙ୍କ ଅଧିକାରୀଙ୍କୁ ଜଣାଇଥିବା, ଆଜି ଅର୍ଥ ସଚିବ ଅଶୋକ ମୀନା କହିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଓ ଅର୍ଥବିଭାଗର ଅଧିକାରୀମାନେ ରିଜର୍ଭ ବ୍ୟାଙ୍କ ଅଧିକାରୀଙ୍କ ସହ…