Daily Archives

March 6, 2020

ୟେସ୍ ବ୍ୟାଙ୍କରେ ଫଶିଛି ବଡ ଠାକୁରଙ୍କର ୫୪୫ କୋଟି ଜମା ରାଶି । ପ୍ରଶ୍ନ ଉଠିଲା, ରାଷ୍ଟ୍ରାୟତ ବ୍ୟାଙ୍କ ବଦଳରେ ଘରୋଇ…

କନକ ବ୍ୟୁରୋ : ଅସୁରକ୍ଷିତ ହୋଇପଡ଼ିଛି ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା । ୟେସ୍ ବ୍ୟାଙ୍କ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ଶ୍ରୀମନ୍ଦିରର ଜମା ଥିବା କୋଟି କୋଟି ଟଙ୍କା ଫେରିବ କି ନାହିଁ ଏ ନେଇ ସନ୍ଦେହ ସୃଷ୍ଟି ହୋଇଛି । ରାଷ୍ଟ୍ରାୟତ ବ୍ୟାଙ୍କ ବଦଳରେ କାହିଁକି ଘରୋଇ…

ସୋସିଆଲ ମିଡିଆରେ ବୁଲିଲା ମିଛ ଖବର…ଗୁଜବ ବ୍ୟାପିବା କ୍ଷଣି ତୁଳସୀ ଗଛକୁ ଲଣ୍ଡା କରିଦେଲେ ଲୋକେ । କରୋନା ଭାଇରସ…

କନକ ବ୍ୟୁରୋ: ଗୁଜବ ବୁଲିଲା, ତୁଳସୀ ଗଛ ଖାଲି ହେଲା । ତୁଳସୀ ପତ୍ର ଖାଇଲେ କରୋନା ରୋଗ ହେବନାହିଁ, ଏହି ଗୁଜବ ବ୍ୟାପିବା କ୍ଷଣୀ, ତୁଳସୀ ଗଛରୁ ପତ୍ର ଛିଣ୍ଡାଇ ପରିବାର ଲୋକଙ୍କୁ ଖାଇବାକୁ ଦେଲେ ମହିଳା । ତୁଳସୀ ପତ୍ର, ଜଗ୍ନନାଥଙ୍କ ସ୍ୱପ୍ନାଦେଶ ଏବଂ ପୁରୀ ବଡ଼ପଣ୍ଡା, ଏହାକୁ ନେଇ ଚାଲିଥିବା…

ଅଚଳ ହେଲା ‘ଫୋନପେ’ ! ୟେସ୍ ବ୍ୟାଙ୍କର ସ୍ଥିତି ଶୋଚନୀୟ ପରେ ପ୍ରଭାବିତ ଡିଜିଟାଲ୍ କାରବାର

କନକ ବ୍ୟୁରୋ: ଆର୍ଥିକ ସଂକଟରେ ୟେସ୍ ବ୍ୟାଙ୍କ । ବ୍ୟାଙ୍କର ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡିବାରୁ ଏବେ ୟେସ୍ ବ୍ୟାଙ୍କର ବୋର୍ଡ ପରିଚାଳନାକୁ ନିଜ ହାତକୁ ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏହା ସହିତ ଆରବିଆଇ ୟେସ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ କଟକଣା ମଧ୍ୟ ଜାରି କରିଛି । ଯାହାଦ୍ୱାରା…

କ୍ୟାପିଟାଲ ହସ୍ପିଟାଲରେ ୨ କରୋନା ସନ୍ଦିଗ୍ଧ! ହସ୍ପିଟାଲର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖି କରାଯାଉଛି ଚିକିତ୍ସା ।

କନକ ବ୍ୟୁରୋ : କ୍ୟାପିଟାଲ ହସ୍ପିଟାଲରେ କରୋନା ସନ୍ଦିଗ୍ଧ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ୨ କରୋନା ସନ୍ଦିଗ୍ଧଙ୍କୁ ରଖି ଚିକିତ୍ସିତ କରାଯାଉଛି । ହସ୍ପିଟାଲର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖି ଉଭୟଙ୍କର ଚିକିତ୍ସା କରାଯାଉଛି । ଉଭୟ ସନ୍ଦିଗ୍ଧଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯିବ ଓ…

ରାଜ୍ୟରେ କମିଲା ଘରୋଇ ବସର ଭଡା । ସାଧାରଣ ବସରେ କିଲୋମିଟର ପିଛା ୧ ପଇସା ଏବଂ ଏସି, ଡିଲକ୍ସରେ ୨ ପଇସା କମାଇଲେ ମାଲିକ…

କନକ ବ୍ୟୁରୋ: କମିଲା ବସ ଭଡା । ରାଜ୍ୟରେ ଘରୋଇ ବସର ଭଡା କମିଲା । କିଲୋମିଟର ପିଛା ବସ ଭଡା ୧ରୁ ୨ ପଇସା ହ୍ରାସ ପାଇଲା । ଅର୍ଡିନାରୀ ବସ୍ ଭଡ଼ା ଦର ପୂର୍ବରୁ କିଲୋମିଟର ପିଛା ୬୯ ପଇସା ଥିବା ବେଳେ ନୂତନ ଦର ହିସାବରେ ଯାତ୍ରୀମାନଙ୍କୁ ୬୮ ପଇସା ଦେବାକୁ ପଡ଼ିବ। ସେହିପରି ଏକ୍ସପ୍ରେସ୍ ବସରେ…

କରୋନା ପାଇଁ ବାୟୋମେଟ୍ରିକ ଉପସ୍ଥାନ ଉପରେ ଲାଗିଲା ରୋକ୍ । ଆସନ୍ତା ୩୧ ଯାଏଁ ସମସ୍ତ ସରକାରୀ ଅଫିସରେ ବାୟୋମେଟ୍ରିକ୍…

କନକ ବ୍ୟୁରୋ: ସରକାରଙ୍କୁ ଘାରିଛି କରୋନା ଚିନ୍ତା । କରୋନା ପାଇଁ ଏବେ ଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପସ୍ଥାନ ଉପରେ ଲାଗିଲା  ରୋକ୍ । ଭାରତରେ  ଚାଇନା ଭୁତାଣୁକୁ ଆଖି ଆଗରେ ରଖି ଆସନ୍ତା ୩୧ ତାରିଖ ଯାଏଁ ସମସ୍ତ ସରକାରୀ ଅଫିସମାନଙ୍କରେ ଲାଗିଥିବା ବାୟୋମେଟ୍ରିକ…