Daily Archives

March 4, 2020

ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ସରିଲା, ଟଙ୍କା ମିଳିଲାନି । ଆଶଙ୍କାରେ ଚିଟଫଣ୍ଡ ଜମାକାରୀ?

କନକ ବ୍ୟୁରୋ : ଚିଟଫଣ୍ଡ ମାମଲାର ତଦନ୍ତ କରୁଥିବା କମିଶନ ବନ୍ଦ ହେବା ନେଇ ସରକାରଙ୍କୁ ଘେରିଲେ ବିରୋଧୀ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଲୋକଙ୍କୁ ପ୍ରତାରିତ କରିଛନ୍ତି ରାଜ୍ୟ ସରକାର । ବିଜେପିର ଅଭିଯୋଗ, ନିର୍ବାଚନ ପାର ପାଇଁ ସରକାର ଗଠନ କରିଥିଲେ କର୍ପସ ଫଣ୍ଡ । ଏଭଳି…

ଭାରତରେ ବଢୁଛି କରୋନା ଭୟ, ଚିହ୍ନଟ ହେଲେଣି ୨୫ ଆକ୍ରାନ୍ତ । ସ୍ୱାସ୍ଥ୍ୟସଚିବ କହିଲେ, କରନ୍ତୁ ନାହିଁ କରମର୍ଦ୍ଦନ କି…

କନକ ବ୍ୟୁରୋ : କରୋନା ଭାଇରସରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୩ରୁ ୨୮କୁ ଡେଇଁବା ପରେ ପ୍ରଥମ ଥର ପାଇଁ ଆମ ଦେଶରେ କରୋନାକୁ ନେଇ ଭୟ ବଢି ଯାଇଛି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ସେଥିରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଏବେ ୨୫ ଜଣଙ୍କୁ ଏହି…

ରାଜ୍ୟସଭା ପାଇଁ ଲବି ଜୋରଦାର । ପାୱାର କରିଡରରେ ଲବି କଲେ ପୁରୁଖା ନେତା, ସଂଜୟ ଦାସବର୍ମାଙ୍କୁ ଥଇଥାନ ପରେ ହାରିଥିବା…

କନକ ବ୍ୟୁରୋ : ଲୋକ କରିଥିଲେ ପ୍ରତ୍ୟାଖ୍ୟାନ, ଏବେ ଦଳ କରିବ ଥଇଥାନ । ରାଜ୍ୟସଭା ପାଇଁ ଏବେ ଆରମ୍ଭ ହୋଇଯାଇଛି ଲବି । ଖାସ କରି ସଂଜୟ ଦାସବର୍ମାଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟସଭା ଯିବେ କି ନାହିଁ ବୋଲି ପଚାରିବା ପରେ ଏବେ ନିର୍ବାଚନରେ ହାରି ଯାଇଥିବା ବରିଷ୍ଠ ବିଜେଡି ନେତାମାନେ ତୃତୀୟ ମହଲାକୁ…

କେବେ ସୁଧୁରିବ ଶିକ୍ଷା ବ୍ୟବସ୍ଥା? ଦଦରା ଘରେ ବିପର୍ଯ୍ୟସ୍ତ ଅବସ୍ଥାରେ ଚାଲିଛି ବିଦ୍ୟାଳୟ । ପୁରୁଣା ଘର ବୋଲି…

କନକ ବ୍ୟୁରୋ; ରାଜ୍ୟ ଓ କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କ ପଢିବା ପାଇଁ କୋଟି କୋଟି ଟଂକା ଖର୍ଚରେ ଘର ନିର୍ମାଣ କରୁଛନ୍ତି । ସ୍ୱତନ୍ତ୍ର ଭାବେ ଆଦର୍ଶ ବିଦ୍ୟାଳୟ ଖୋଲୁଛନ୍ତି । ହେଲେ ଏବେ ବି ବହୁ ସରକାରୀ ସ୍କୁଲ ଭଙ୍ଗା ମାଟିଘରେ ବିପଦ ସଂକୁଳ ଅବସ୍ଥାରେ ଚାଲିଛି । ବାରଣ୍ଡାରେ ବସି ମଧ୍ୟାହ୍ନ…

ନିର୍ଭୟା ମାମଲା : ସରିଲା ସବୁ ବିକଳ୍ପ , ଏଥର ଆଉ ସଇତାନଙ୍କ ରକ୍ଷା ନାହିଁ । ଆସନ୍ତାକାଲି ଫାଶୀର ନୂଆ ତାରିଖ ଘୋଷଣା ।

ନିର୍ଭୟା ଗଣଦୁଷ୍କର୍ମ ମାମଲାର ସବୁ ଦୋଷୀଙ୍କ ପାଖରେ ଏବେ ଆଉ ବଂଚିବାର କୌଣସି ବାଟ ନାହିଁ । ସବୁ ବିକଳ୍ପକୁ ଖୁବ୍ ଭଲଭାବେ ବ୍ୟବହାର କରିଥିବା ଦୋଷୀ ଏବେ ଫାଶୀଖୁଣ୍ଟରେ ଝୁଲିବେ । ସବୁ ବିକଳ୍ପ ଶେଷ ହେବା ପରେ ତିହାଡ୍ ପ୍ରଶାସନ ନୂଆ ଡେଥ୍ ୱାରେଣ୍ଟ୍ ପାଇଁ ପଟିୟାଲା ହାଉସ୍ କୋର୍ଟ ପହଁଚିଛନ୍ତି…

ଦାଉ ସାଜିଲା ଅଦିନିଆ ବର୍ଷା । ଧାନ ଅମଳର ୩ମାସ ପରେ ବି ବିକ୍ରୀ କରିବାରେ ବିଫଳ ଚାଷୀ, ବାହାରେ ପଡ଼ି ଗଜା ହୋଇଗଲାଣି…

କନକ ବ୍ୟୁରୋ: ଧାନ ଅମଳର ତିନିମାସ ପରେ ବି ବିକ୍ରୀ କରିବାରେ ବିଫଳ ଚାଷୀ । ବାହାରେ ପଡି ନଷ୍ଟ ହେଉଛି ଅମଳ ଧାନ । କେଉଁଠି ରାସ୍ତାକଡରେ ତ ଆଉ କେଉଁଠି ଘର ଆଗରେ । ଏବେ ବି ଜମିରେ ପଡିରହିଛି ବସ୍ତା ଧାନ । ଚାଷୀ ଧାନ ବିକ୍ରୀ କରିବାକୁ ଆଶା ରଖିଥିବା ବେଳେ ଅଦିିନିଆ ବର୍ଷା ପରେ ଧାନ ବସ୍ତା…