Daily Archives

March 3, 2020

ପକ୍କା ଘର ବଂଟନ ପ୍ରକିୟାରେ ସ୍ୱଚ୍ଛତା ଆଣିବାକୁ ପ୍ରୟାସ । ମାର୍ଚ୍ଚ ୫ତାରିଖରେ ହିତାଧିକାରୀଙ୍କୁ ଦିଆଯିବ ଯୋଗ୍ୟତା…

କନକ ବ୍ୟୁରୋ: ପକ୍କା ଘର ବଂଟନ ପ୍ରକିୟାରେ ସ୍ୱଚ୍ଛତା ଆଣିବାକୁ ପ୍ରୟାସ । ମାର୍ଚ୍ଚ ୫ ବିଜୁ ଜୟନ୍ତୀରେ ସରକାରଙ୍କ ୨୦ ବର୍ଷ ପୂର୍ତି ଅବସରରେ ହିତାଧିକାରୀଙ୍କୁ ଦିଆଯିବ ଯୋଗ୍ୟତା କାର୍ଡ । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଏହା ଭଲ କଥା, କିନ୍ତୁ ହିତାଧିକାରୀ ଚୟନରେ ଅନୀୟମିତତା…

କରୋନା ପାଇଁ ଭୁବନେଶ୍ଵର ବିମାନ ବନ୍ଦରରେ କଟକଣା ବଢିଲା : ବିଦେଶରୁ ଆସୁଥିବା ଯାତ୍ରୀଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା ,…

କନକ ବ୍ୟୁରୋ : ଚୀନ୍ରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍ ଦିନକୁ ଦିନ ସାରାବିଶ୍ବରେ କାୟା ମେଲାଇ ଚାଲିଛି । ତେବେ ଏଥିରୁ ବର୍ତ୍ତିବା ପାଇଁ ଭୁବନେଶ୍ୱର ବିମାନବନ୍ଦରରେ କଟକଣା ବଢ଼ାଇ ଦିଆଯାଇଛି । ମାରାତ୍ମକ ଭାଇରସ୍ ଦାଉରୁ ଦେଶକୁ ସୁରକ୍ଷିତ ରଖିବା ପାଇଁ ସବୁ ପ୍ରକାର ପ୍ରଚେଷ୍ଟା ଚଳାଇଛନ୍ତି…

ଦିଲ୍ଲୀରେ କରୋନା ଭୟ : ୩ ଦିନ ପାଇଁ ବନ୍ଦ ହେଲା ନୋଏଡାରେ ଏକ ଘରୋଇ ସ୍କୁଲ, କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ୨ ପିଲା…

କନକ ବ୍ୟୁରୋ : କରୋନା ଭାଇରସକୁ ନେଇ ଦିଲ୍ଲୀରେ ଆତଙ୍କ । ନୋଇଡା ଅଂଚଳରେ ଥିବା ଦୁଇଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଗୋଟିଏ ସ୍କୁଲକୁ ମାର୍ଚ୍ଚ ୧୧ ତାରିଖ ଯାଏଁ ବନ୍ଦ ଘୋଷଣା କରାଯାଇଥିବା ବେଳେ ଅନ୍ୟ ସ୍କୁଲକୁ ତିନି ଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ନୋଏଡାର ସେକ୍ଟର ୧୩୫ରେ ଥିବା…

ଓଡିଶାକୁ ନାହିଁ କରୋନା ଭୟ : ଭୁବନେଶ୍ୱର ଓ ଝାରସୁଗୁଡା ବିମାନ ବନ୍ଦରରେ କଡା ନଜର, ମୁକାବିଲା ପାଇଁ ରାଜ୍ୟ ସରକାର…

କନକ ବ୍ୟୁରୋ : ଓଡିଶାକୁ ନାହିଁ କରୋନା ଭୟ । ଭାରତରେ କରୋନା ରୋଗୀ ଚିହ୍ନଟ ହେବାପରେ ଓଡ଼ିଶାରେ ଭାଇରସ୍ ସଂକ୍ରମଣକୁ ନେଇ ହଇଚଇ ସୃଷ୍ଟି ହୋଇଯାଇଛି । କରୋନା ଭାଇରସ୍ ନେଇ ସତର୍କ ରାଜ୍ୟ ସରକାର । ଓଡିଶାରେ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି । ଭୁବନେଶ୍ୱର ଓ ଝାରସୁଗୁଡା ବିମାନ ବନ୍ଦରରେ କଡା…

ସୁନ୍ଦରଗଡ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ…

କନକ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଗସ୍ତ କରିବେ । ସୁନ୍ଦରଗଡରେ ୧୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଭବାନୀ ଭବନ ପଡିଆରେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବେ  ।  ସୁନ୍ଦରଗଡ ଷ୍ଟାଡିୟମରେ…

ଚୀନରେ କରୋନା, ତାଳଚେରରେ ପ୍ରଭାବ । ଏଫସିଆଇ ସାର କାରଖନାର ପୁନଃଉଦ୍ଧାର କାମରେ ବାଧା । ଆସୁନାହାନ୍ତି କର୍ମଚାରୀ

କନକ ବ୍ୟୁରୋ: ଚୀନରେ କରୋନା ଆତଙ୍କ । ତାଳଚେରରେ ସାର କାରଖାନା ପ୍ରଭାବିତ । ତାଳଚେର ଏଫ୍ସିଆଇ ସାର କାରଖାନାର ପୁନଃଉଦ୍ଧାର କାମ ହାତକୁ ନେଇଥିଲା ଚୀନର ଉହାନ ସ୍ଥିତ ଏକ ଇଂଜିନିୟରିଂ ସଂସ୍ଥା । ଯାହାକୁ ନେଇ ଚୁକ୍ତି ମଧ୍ୟ ସ୍ୱାକ୍ଷର ହୋଇଛି । ୧୮ହଜାର କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବା…