Daily Archives

February 28, 2020

ଜଗନ୍ନାଥ ଜମିକୁ ନେଇ ବଡ଼ ଦୁର୍ନୀତି! କେନ୍ଦ୍ରାପଡ଼ା ରାଜନଗରରେ ଜଗନ୍ନାଥ ଜମି ବିକି ଦେଇଥିବା ଅଭିଯୋଗ । ଆଇନ ଆଖିରେ ଧୂଳି…

କନକ ବ୍ୟୁରୋ: ଜଗନ୍ନାଥ ଜମିକୁ ନେଇ ବଡ଼ ଦୁର୍ନୀତି! ତୁଳସୀକ୍ଷେତ୍ରର ରାଜନଗରରୁ ଆସିଲା ସାଂଘାତିକ ଅଭିଯୋଗ । ରାଜନଗର- ତାଳଚୁଆ ମୁଖ୍ୟରାସ୍ତା କଡରେ ଥିବା ପୁରୀର ଶ୍ରୀଜଗନ୍ନାଥଙ୍କ ଜମି । ରାଜନଗର ମୌଜା, ଖତିୟାନ ନମ୍ବର ୪୩୬ ଆଉ ପ୍ଲଟ୍ ନମ୍ବର ୭୦୩ । କିସମ ଶାରଦ ଦୁଇରେ ୧୦ ଡେସିମିଲ ଓ ପ୍ଲଟ…

ସେୟାର ବଜାରରେ ହାହାକାର! ମାତ୍ର ୫ ମିନିଟରେ ଉଡ଼ିଗଲା ୫ ଲକ୍ଷ କୋଟି ଟଙ୍କା । ବିଶେଷଜ୍ଞ କହିଲେ, ବିଦେଶ ନିବେଶକଙ୍କୁ…

କନକ ବ୍ୟୁରୋ: ସେୟାର ବଜାରରେ ହାହାକାର । ଶୁକ୍ରବାରର ସକାଳ ନିବେଶକଙ୍କ ପାଇଁ ଦୁସ୍ୱପ୍ନ ଭଳି ଥିଲା । ମାତ୍ର ୫ ମିନିଟରେ ୫ ଲକ୍ଷ କୋଟି ଟଙ୍କା ହରାଇବା ପରେ ମୁଣ୍ଡରେ ହାତଦେଇ ବସିଥିଲେ ନିବେଶକ । ସପ୍ତାହର ଶେଷ ଦିନରେ ସେନସେକ୍ସ ଓ ନିଫଟିରେ ବଡ ହ୍ରାସ ଦେଖିବାକୁ ମିଳିଛି । କାରବାର ଶେଷ…

ନାଗରିକତା ଆଇନ୍ ସମର୍ଥନ ସଭାରେ ବିରୋଧୀଙ୍କ ଉପରେ ବର୍ଷିଲେ ଗୃହମନ୍ତ୍ରୀ : କହିଲେ, ଭୁଲ ପ୍ରଚାର କରୁଛନ୍ତି ବିରୋଧୀ . .…

କନକ ବ୍ୟୁରୋ : ବଦଳିଗଲା ଶାହାଙ୍କ ସ୍ୱର । ସମାଲୋଚନା ନୁହେଁ ପରାମର୍ଶ ଦେଇଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା । କହିଛନ୍ତି, କେନ୍ଦ୍ର ଦେଉଥିବା ଅନୁଦାନକୁ ରାଜ୍ୟ ସରକାର ସଠିକ ଭାବେ ଖର୍ଚ୍ଚ କରନ୍ତୁ । ସେହିପରି ଓଡିଶାକୁ ପୂର୍ବଭାରତର ମଜବୁତ ସ୍ତମ୍ଭ ବୋଲି କହିଛନ୍ତି ଅମିତ ଶାହା । ଏସବୁ…

କେବେ ସରିବ ଦାଦନର ଦୁଃଖ?  ପେଟପାଟଣା ପାଇଁ କାହାର ପୁଅ ତ ଆଉ କାହା ସ୍ୱାମୀ ତିଳ ତିଳ ଜଳି ଦାଦନ ଖଟୁଛନ୍ତି, ଏପଟେ ଆଶା…

କନକ ବ୍ୟୁରୋ : ପେଟ ପାଇଁ ରାଜ୍ୟ ତଥା ଦେଶ ବାହାରକୁ ରୋଜଗାର ଆଶାରେ ଯାଇ ନିର୍ଯାତିତ ହୁଅନ୍ତି ଦାଦନ ଶ୍ରମିକ । କେତେବେଳେ ଦଲାଲର ଦଣ୍ଡ ତ ଆଉ କେତେବେଳେ କମ୍ପାନୀର ନିର୍ଯାତନା ଶ୍ରମିକଙ୍କୁ ଅଣନିଶ୍ୱାସୀ କରିଦିଏ । ବେଳେବେଳେ ଦାଦନଙ୍କ ମୃତ୍ୟୁ ଖବର ବି ଘରକୁ ଆସେ । ଦଲାଲ ପଞ୍ଚାରେ ଫସିଥିବା…

ରାଜଧାନୀରେ ପିଲା ବିକ୍ରିର ପର୍ଦ୍ଦାଫାସ୍ କଲା ପୁଲିସ୍: ମାତ୍ର ୧୦ ହଜାର ଟଙ୍କାରେ ହୋଇଥିଲା ଛୋଟ ଛୁଆର ଡିଲ୍, କିଣିଥିଲେ…

କନକ ବ୍ୟୁରୋ: ରାଜଧାନୀରେ ଛୁଆ ବିକ୍ରି ଘଟଣାର ଗୁମର ଫିଟିଲା । ପୋଲିସ ଏହି କିଣାବିକାରେ ସମ୍ପୃକ୍ତି ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା । ଗିରଫ ୪ଜଣଙ୍କ ଭିତରେ ସାମିଲ ଅଛନ୍ତି ଜଣେ ଇନଫୋସିସର ଇଞ୍ଜିନିୟର । ଯିଏ କି ଛୁଆଟିକୁ କିଣିଥିବା ଅଭିଯୋଗ ହୋଇଛି । ଏହି ଛୁଆ ବିକ୍ରି…

ସିଏଏ ସମର୍ଥନ ସମାବେଶରେ ଶାହାଙ୍କୁ କ୍ଷମା ପ୍ରାର୍ଥନା : ଦଳକୁ ମଜବୁତ କରିବା ଦାୟିତ୍ୱରେ ସଫଳ ହୋଇନଥିବାରୁ ମଞ୍ଚ ଉପରୁ…

କନକ ବ୍ୟୁରୋ : ଜନତା ମଇଦାନରେ ଦାୟିତ୍ୱ ଦେଇଥିଲେ ଅମିତ ଶାହା । ହେଲେ ଶାହା ଦେଇଥିବା ଗୁରୁଦାୟିତ୍ୱ ନିଭେଇ ପାରିଲେନି ଓଡ଼ିଶା ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନ । ୨୦୧୯ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟିରେ ରାଜ୍ୟରେ ଆଶାଜନକ ପ୍ରଦର୍ଶନ କରିପାରିନଥିଲା । ଶାହା ଙ୍କ ୧୨୦…