ପୁଣି ଉଦାହରଣ ସାଜିଲା ଓଡି଼ଶା, ସଫଳ ହେଲା କାଡାଭରିକ୍ ପ୍ରତିରୋପଣ । ଜୁଇକୁ ଯିବା ପୂର୍ବରୁ ଜୀବନ ବଞ୍ଚାଇ ଦେଲେ…
କନକ ବ୍ୟୁରୋ: ଜୀବନ ଚାଲିଗଲା । ହେଲେ ଯିବା ପୂର୍ବରୁ ଆଉ ଦୁଇ ଜଣଙ୍କୁ ନୂଆ ଜୀବନ ଦେଇ ଯାଇଛନ୍ତି । ଅଙ୍ଗଦାନ କରି ସବୁ ଦିନ ପାଇଁ ଅମର ହୋଇଯାଇଛନ୍ତି ଭୁବନେଶ୍ୱରର ସୁଚିତ୍ରା ଦାଶ । ସୁଚିତ୍ରାଙ୍କ ଦୁଇଟି କିଡନୀ ଅନ୍ୟ ଦୁଇ ରୋଗୀଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ ହୋଇଛି । ୫୪ ବର୍ଷିୟ…