Daily Archives

February 26, 2020

କମିଶନରେଟ୍ ପୁଲିସର କଡ଼ା କଟକଣା ପରେ ଗାଡ଼ି ଚାଳକଙ୍କ ଭିତରେ ଭାଳେଣି । ଅଭିଯୋଗ, ସୂଚନା ନଦେଇ ଗାଡ଼ି ଉଠାଇ ନେଉଛି ପୋଲିସ୍…

କନକ ବ୍ୟୁରୋ: କମିଶନରେଟ୍ ପୋଲିସର ଟ୍ରାଫିକ୍ କଟକଣା ପରେ ଏବେ ମୁଖ୍ୟ ରାସ୍ତାର ପାଶ୍ୱର୍ରେ ଗାଡ଼ି ପାର୍କିଂ କଲେ ଚାଲାଣ କାଟିବ ସହ ଗାଡ଼ି ଉଠାଇ ନେଉଛି ପୋଲିସ୍ । ଆପୋଲୋ ହସପିଟାଲ୍ ସମ୍ମୁଖ ରାସ୍ତାର ଦୃଶ୍ୟ, ଭିତରେ ପାର୍କିଂ ଅଂଚଳରେ ଗାଡ଼ି ଭର୍ତି । ଉପାୟ ଶୁନ୍ୟ ହୋଇ ବାହାରେ ଗାଡ଼ି ରଖିଲେ…

ଦିଲ୍ଲୀ ହିଂସାକାଣ୍ଡ: ଗିରଫ ହେଲେ ୧୦୬ ଗଣ୍ଡଗୋଳକାରୀ । ନାଗରିକତା ନିଆଁ ଜଳାଉଥିବା ହିଂସାକାରୀଙ୍କ ହାତରେ ପଡିଲା…

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଭୟଙ୍କର ହେଉଛି ପରିସ୍ଥିତି । ନାଗରିକତା ନିଆଁର ଭୟାବହ ସ୍ଥିତି ଗୋଟେ ପରେ ଗୋଟେ ଜୀବନ ନେଉଛି । ତେବେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସାକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୨୩କୁ ପହଁଚିଛି । ଆଉ ୟାରି ଭିତରେ ଦିଲ୍ଲୀରୁ ଆସିଛି ବଡ ଖବର । ଦୁଇ ଦିନ…

ଗୃହ ଭିତରେ ‘କଦଳୀ’ ଚାଷ ! ବିଧାନସଭାରେ ‘କଦଳୀ’ ଚିନ୍ତା କଲେ ବିଧାୟକ । ପଡୋଶୀ ରାଜ୍ୟ ଉପରେ ଭରସା ନକରି ସ୍ୱାବଲମ୍ବୀ…

କନକ ବ୍ୟୁରୋ: ବିଧାନସଭାରେ ‘କଦଳୀ’ ଚାଷ । ଗୃହରେ ଉଠିଲା କଦଳୀ ଚାଷ ପ୍ରସଙ୍ଗ । ଓଡିଶା ବିଧାନସଭାରେ କଦଳୀ ଚିନ୍ତା । କଦଳୀ ପାଇଁ ଓଡିଶା ପଡୋଶୀ ରାଜ୍ୟ ଉପରେ ନିର୍ଭର କରୁଥବାେଳେ ଓଡିଶାର ଚାଷୀଙ୍କୁ କିଭଳି ପ୍ରୋତ୍ସାହିତ କରାଯାଇପାରିବ ସେ ନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।…

ଫେଲ୍ ମାରିଲା ଗଣଶିକ୍ଷା ବିଭାଗର ଦମ୍ଭୋକ୍ତି: ଢେଙ୍କାନାଳ ପରେ ଦେବଗଡ଼ରୁ ଆସିଲା ମାଟ୍ରିକ୍ ପରୀକ୍ଷାରେ କପିର ବିହାର…

କନକ ବ୍ୟୁରୋ: କପି ରୋକିବା ପାଇଁ ଯାହା ପଦକ୍ଷେପ ନେବା କଥା ନିଆଯାଉଛି । ଢ଼େଙ୍କାନାଳ କାମାକ୍ଷନଗରରେ ଅଭିଭାବକ ଖୁଲମ୍ଖୁଲା କପି ଦେବା ଘଟଣା ପରେ ଏହା ଥିଲା ଗଣଶିକ୍ଷାମନ୍ତ୍ରୀଙ୍କ ପ୍ରତିକ୍ରିୟା । କେବଳ ଏତିକି ନୁହେଁ ପରୀକ୍ଷା କେନ୍ଦ୍ରରୁ ଶହେ ମିଟର ଯାଏଁ ୧୪୪ ଧାରା ଲାଗୁ ନେଇ ଘୋଷଣା…

ହାତୀ ଦେଇଗଲା ଦୁଃଖ ! ଦନ୍ତା ଦଳିଦେଇଗଲା ଚାଷୀର ଚାଷ ଜମି । ପନିପରିବା ଫସଲକୁ ଉଜାଡି ଦେଇଛି ହାତୀ, ଋଣ ସୁଝିବେ କେମିତି…

କନକ ବ୍ୟୁରୋ: ଗଜରାଜଙ୍କର ତାଣ୍ଡବ ନୀଳା କେବଳ ପିପିଲି ଅଞ୍ଚଳରେ ନର ହତ୍ୟା କରି ଫେରିଛି ତାହା ନୁହେଁ ତାହା ସହିତ ଉଜୁଡିଗଲା ପରିବା ଚାଷ। ନରହନ୍ତା ଦନ୍ତା ଦଳିଚକଟି ନଷ୍ଟ କଲା ପନିପରିବା ଫସଲ।ସେପଟେ ଧ।ର କରଜ କରି ଚାଷ କରିଥିବା ପନିପରିବା ଚାଷୀ ଋଣ ଭାର ନେଇ ଚିନ୍ତାଗ୍ରସ୍ତ ଥିବା ବେଳେ…

ରହସ୍ୟମୟ ମଠ ! ଯେଉଁଠି ଘଣ୍ଟି ବାଜିଲେ ବିଲେଇ ଆସନ୍ତି, ପ୍ରସାଦ ଖାଆନ୍ତି । ବିଲେଇ ପରେ ଭକ୍ତଙ୍କୁ ମିଳେ ପ୍ରଭୁଙ୍କ…

କନକ ବ୍ୟୁରୋ: ଘଣ୍ଟା ବାଜିଲେ ବିଲେଇ ଆସନ୍ତି । ମଠରେ ବସନ୍ତି, ପ୍ରସାଦ ଖାଆନ୍ତି । ଠାକୁରଙ୍କ ପୂଜା ପରେ ପରେ ମଠରେ ହାଜର ହୋଇଯାଆନ୍ତି ବିଲେଇ । ଘଣ୍ଟା, ମୃଦଙ୍ଗର ଶବ୍ଦ ଶୁଣି ମଠରେ ପ୍ରସାଦ ପାଇଁ ଅପେକ୍ଷା କରନ୍ତି ଏକାଧିକ ବିଲେଇ । ଠାକୁରଙ୍କ ସବୁ ନୀତିକାନ୍ତି ସରିବା ପରେ ପ୍ରଥମେ…