Daily Archives

February 24, 2020

ହାତୀ ମାତିଛି, ଡ଼ର ବଢୁଛି । ପିପିଲି ଛାଡି ଭୁବନେଶ୍ୱରରେ ନରହନ୍ତା ଦନ୍ତା, ୪ ଜଣଙ୍କର ନେଇସାରିଲାଣି ଜୀବନ ।

କନକ ବ୍ୟୁରୋ : ପିପିଲି ଅଂଚଳରେ ୪ ଜଣଙ୍କୁ ଦଳି ମାରିବା ପରେ ଜଙ୍ଗଲି ହାତୀ ବର୍ତମାନ ଭୁବନେଶ୍ୱର ଉପକଣ୍ଠ ପାତ୍ରପଡା ଜଙ୍ଗଲରେ ଅଛି । ଆଜି ରାତି ସୁଦ୍ଧା ହାତୀକୁ ଚନ୍ଦକା ଆଣିବା ପାଇଁ ଯୋଜନା ରହିଛି । ବର୍ତମାନ ପାତ୍ରପଡାରେ ଟ୍ରାଙ୍କୁଲାଇଜର୍ ଟିମ୍ ସହ ୪୦ ଜଣ ବନ କର୍ମଚାରୀ ନିୟୋଜିତ ଅଛନ୍ତି…

ପଦାରେ ପଡ଼ିଲା ବିଏସଏଫ୍ ଯବାନଙ୍କ ପ୍ରେମ ଓ ପ୍ରତାରଣାର କାହାଣୀ : ଯୁବତୀଙ୍କ ଅଭିଯୋଗ, ମନ୍ଦିରରେ ବିବାହ କରି ଧୋକା ଦେଲେ…

କନକ ବ୍ୟୁରୋ : ଭୁବନେଶ୍ୱରରେ ଜଣେ ଡିଏସପି ରାଙ୍କର ବିଏସଏଫ ଯବାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଯୁବତୀ । ସେ କହିଛନ୍ତି, ମନ୍ଦିରରେ ବିବାହ କରିବା ପରେ ତାଙ୍କୁ ପ୍ରତାରଣା ଦେଇଛନ୍ତି ଏହି ବିଏସଏଫ ଯବାନ । ସେପଟେ ଯବାନ ପାଲଟା ଅଭିଯୋଗ ଆଣି କହିଛନ୍ତି ଯେ, ଜମି ଦେବାକୁ କହି ଏହି…

ପ୍ରଟୋକଲ ଭାଙ୍ଗି ବିମାନବନ୍ଦରରେ ଟ୍ରମ୍ପଙ୍କୁ କୋଳେଇ ନେଲେ ମୋଦି : ସାବରମତୀ ଆଶ୍ରମରେ ଚରଖା ଚଳାଇିଲେ ଟ୍ରମ୍ପ ଦମ୍ପତି,…

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତିଙ୍କୁ ଭାରତର ଭବ୍ୟ ସ୍ୱାଗତ ଭିତରେ ସାମ୍ନାକୁ ଆସିଛି ଦୁଇ ରାଷ୍ଟ୍ର ନେତାଙ୍କର ରୋଚକ ଚିତ୍ର । ଆମେରିକା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭବ୍ୟ ଆୟୋଜନ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…

ଓଡ଼ିଶାରେ ବଢୁଛି ଗରିବଙ୍କ ସଂଖ୍ୟା : ମାତ୍ର ଗୋଟିଏ ବର୍ଷ ଭିତରେ ସ୍କୋର ୫୯ ସ୍ଥାନରୁ ୪୭ ସ୍ଥାନକୁ ଖସିଲା ଓଡ଼ିଶା

କନକ ବ୍ୟୁରୋ : ୨୦୧୮ ତୁଳନାରେ ୨୦୧୯ରେ ଭାରତରେ ଗରିବୀ ବଢ଼ିଛି । ପୂର୍ବରୁ ଭାରତରେ ଗରିବୀ କମୁଥିବା ନେଇ ସବୁବେଳେ ତଥ୍ୟ ଆସୁଥିବା ବେଳେ ଏବେ ଗରିବୀ ବଢ଼ୁଥିବା ଖୋଦ୍ ନୀତି ଆୟୋଗର ସର୍ଭେ ସ୍ପଷ୍ଟ କରିଛି । ୨୮ଟି ରାଜ୍ୟରୁ ୨୨ଟିରେ ଗରିବୀ ବଢ଼ିଥିବା ବେଳେ ରାଜ୍ୟ ଭିତରେ ବିହାର ପରେ ଓଡ଼ିଶାରେ…

ଏହି ହୋଟେଲରେ ରାତି ବିତାଇବେ ଟ୍ରମ୍ପ ଦମ୍ପତି । ରାତିକୁ ଭଡା ୮ ଲକ୍ଷ ଟଙ୍କା, ଜାଣନ୍ତୁ କଣ ରହିଛି ସୁବିଧା ।

କନକ ବ୍ୟୁରୋ : ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଦିଲ୍ଲୀରେ ରାତି କାଟିବେ । ଦିଲ୍ଲୀର ବିଳାସମୟ ହୋଟେଲ ଆଇଟିସି ମୌର୍ଯ୍ୟରେ ରାତି କାଟିବେ ଟ୍ରମ୍ପଙ୍କ ସମେତ ପୂରା ପରିବାର । ଆଉ ଏଥିପାଇଁ ହୋଟେଲ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।…