Daily Archives

February 22, 2020

ଧାରଣାରେ ବସିଲେ ଅନୁପ ସାଏଙ୍କ ପରିବାର । ଝାରସୁଗୁଡା ଜିଲ୍ଲାପାଳଙ୍କ ଅଫିସ ଆଗରେ ସୁରକ୍ଷା ମାଗିଲେ ପରିବାର ଲୋକେ ।…

କନକ ବ୍ୟୁରୋ: ଧାରଣାରେ ବସିଲେ ଅନୁପ ସାଏଙ୍କ ପୂରା ପରିବାର । ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଲେ ଅନୁପ ସାଏଙ୍କ ପରିବାର । ତାଙ୍କର ବଡ ଭାଇ, ମାଆ, ସ୍ତ୍ରୀ, ପୁଅ ଓ ପୁତୁରା ଧାରଣାରେ ବସିଛନ୍ତି । ସେମାନଙ୍କୁ ଅନୁପଙ୍କ ସହ ଭେଟିବାକୁ ସୁଯୋଗ ଦିଆଯାଉନଥିବା ଅଭିଯୋଗ…

ଏମିତି ବି ହୁଏ ଅଘଟଣ ? ମୋବାଇଲ ନୁହେଁ ବିସ୍ଫୋରଣ ହେଲା ଟିଭି, ମା’ଛେଉଣ୍ଡ ହୋଇଗଲା ୮ ମାସର କୁନି ଶିଶୁ । 

କନକ ବ୍ୟୁରୋ : ଟିଭି ଦେଖିବା  ଘାତକ ହୋଇପାରେ, ଜୀବନ ବି ନେଇ ପାରେ ଏକଥା ଶୁଣିଲା ବେଳକୁ ବିଶ୍ୱାସ ହେଉନି । ହେଲେ ସୁନ୍ଦରଗଡ଼ରେ ଘଟିଛି ଏଭଳି ଏକ ଅଘଟଣ ।ଟିଭି ଦେଖିଲାବେଳେ ହଠାତ ହୋଇଥିଲା ବିସ୍ଫୋରଣ । ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଚାହୁଁଚାହୁଁ ଘରେ ନିଆଁ ଲାଗିଗଲା । ଏଥିରେ ଉଜୁଡ଼ି…

ସୁନା ଛାଉଣୀ ଥାଳିରେ ଖାଇବେ ଟ୍ରମ୍ପ ଓ ପତ୍ନୀ ମେଲାନିଆ । ସୁରକ୍ଷା ବ୍ୟବସ୍ଥାକୁ କରାଗଲା କଡାକଡି, ହେଲିକପ୍ଟରରେ…

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତରେ କିଛି ଉଣା କରିବାକୁ ଚାହୁଁନାହିଁ ଭାରତ । ଏପରିକି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ସୁନା ଥାଳି । ରାଜସ୍ଥାନ ଜୟପୁରରେ ସୁନା ଓ ରୁପା ଆସ୍ତରଣ ଦିଆଯାଇ ପ୍ରସ୍ତୁତ ହୋଇଛି ଏହି ସ୍ୱତନ୍ତ୍ର ବାସନକୁସନ । ସେପଟେ…

ଭୁବନେଶ୍ୱର ଏମ୍ସର ହିନ୍ଦୀ ପ୍ରୀତି ବିରୋଧରେ ବିଜେଡିର ପ୍ରତିବାଦ : କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ସ୍ମାରକ ପତ୍ର…

କନକ ବ୍ୟୁରୋ : ଓଡିଶାରେ ଓଡ଼ିଆ ଭାଷାକୁ ହତାଦର ଏବଂ ହିନ୍ଦୀ ଭାଷାକୁ ଲଦି ଦେବାଭଳି ଯେଉଁ ଉଦ୍ୟମ ଭୁବନେଶ୍ୱର ଏମ୍ସ ପକ୍ଷରୁ ହୋଇଛିି, ତାକୁ ବଡ଼ ଧରଣର ବିରୋଧ ସାମ୍ନା କରିବାକୁ ପଡ଼ିଛି । ହିନ୍ଦୀ ଭାଷାରେ ଦସ୍ତଖତ ଏବଂ ହିନ୍ଦୀ ଭାଷାରେ କଥାବାର୍ତ୍ତା କରିବା ପାଇଁ ଏମ୍ସ ଜାରି କରିଥିବା…

ଫେଲ୍ ମାରୁଛି ସରକାରଙ୍କ ଆଳୁମିଶନ : ହେଲେ ପରିଶ୍ରମରେ ଫଳ ପାଇଲେ ଆଧୁନିକ ଚାଷୀ, ବିନା ହଳରେ କ୍ୱିଣ୍ଟାଲ କ୍ୱିଣ୍ଟାଲ…

କନକ ବ୍ୟୁରୋ : ମାସେ ତଳେ ଆପଣ ଆଳୁ କିଲୋପିଛା ୪୦ ଟଙ୍କା ଦେଇ କିଣୁଥିଲେ । ଏବେ ବି ଆମର ଆଳୁ ଆବଶ୍ୟକତା ପାଇଁ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡୁଛି । ହେଲେ ଏହାରି ଭିତରେ ଆଳୁ ଚାଷର ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି, ଯାହା ହଜାର ହଜାର ବେକାର ଯୁବକ, ଯୁବତୀଙ୍କ…