Daily Archives

February 21, 2020

ମହାଶିବରାତ୍ରୀକୁ ନେଇ ଉତ୍ସବ ମୁଖର ଓଡ଼ିଶା । ମାନସିକ ରଖି ଜାଗର ଦୀପ ଜାଳୁଛନ୍ତି ଶ୍ରଦ୍ଧାଳୁ, ମହାଦୀପ ଉଠିବାକୁ…

କନକ ବ୍ୟୁରୋ : ଆଉ କିଛି ସମୟ ପରେ ବିଭିନ୍ନ ଶୈବପୀଠରେ ଉଠିବ ମହାଦୀପ । ସାରା ରାଜ୍ୟରେ ଚଳଚଂଚଳ ହୋଇଉଠିଛି ଶୈବ ପୀଠ । ଏକାମ୍ରକ୍ଷେତ୍ର ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ଦେଖିବାକୁ ମିଳିଛି ପ୍ରବଳ ଭିଡ । ଏଠାରେ ଜାଗର ପାଇଁ ହୋଇଛି ବିଶେଷ ଆୟୋଜନ । ସାରା ରାତି ଉଜାଗର ରହି ହଜାର ହଜାର…

ବ୍ରହ୍ମପୁରରେ ଅସ୍ତ୍ରୋପଚାର ବେଳେ ନବ ବିବାହିତ ମହିଳାଙ୍କ ମୃତ୍ୟୁକୁ ନେଇ ହଙ୍ଗାମା । ଘରୋଇ କ୍ଲିନିକକୁ ସିଲ୍ କଲା…

କନକ ବ୍ୟୁରୋ: ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ବ୍ରହ୍ମପୁରର ଘରୋଇ ହସ୍ପିଟାଲରେ ଉତେଜନା । ମୃତ ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି, ଆପେଟାଇଟିସ ଅପରେସନ ପାଇଁ ଡାକ୍ତର ଅଧିକ ପରିମାଣର ନିଶ୍ଚେତକ ଦେବା କାରଣରୁ ତାଙ୍କର ମୃତ୍ୟୁ ହେଲା । ଅନ୍ୟପଟେ ଜିଲ୍ଲା ପ୍ରଶାସନ ପୋଲିସ ସହ ମିଳିତ…

ପୁଣି ଟ୍ରାଙ୍କୁଲାଇଜ୍ ହେଲା ବାଘୁଣୀ ‘ସୁନ୍ଦରୀ’ । ଦୁଇ ବର୍ଷରେ ତୃତୀୟ ଥର ପାଇଁ କରାଗଲା ଟ୍ରାଙ୍କୁଲାଇଜ୍, ବେକରୁ…

କନକ ବ୍ୟୁରୋ : ସାତକୋଶିଆ ବାଘୁଣୀ ‘ସୁନ୍ଦରୀ’କୁ ନେଇ ଆସିଛି ଆଉ ଏକ ବଡ ଖବର । ପୁଣି ଥରେ ବାଘୁଣୀ ସୁନ୍ଦରୀକୁ କରାଯାଇଛି ଟ୍ରାଙ୍କୁଲାଇଜ୍ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ଦୁଇ ବର୍ଷ ମଧ୍ୟରେ ‘ସୁନ୍ଦରୀ’କୁ ତିନି ତିନି ଥର ଟ୍ରାଙ୍କୁଲାଇଜ୍ କରାଯାଇସାରିଲାଣି । ମିଳିଥିବା…

‘ପୁଅରେ ଟିକେ ମହାଦେବଙ୍କ ମନ୍ଦିରକୁ ମତେ ନେଇଯାଆନ୍ତୁନି’ । ‘ଆ ବୋଉ ତତେ ବୁଲେଇନେବି’ । ବୁଢୀ ମା’କୁ କାନ୍ଧରେ ବସାଇ…

କନକ ବ୍ୟୁରୋ : ନିତି ପାହାନ୍ତିରେ ବୋଉ ଗୁଣୁଗୁଣୁ ହୋଇ ଶିବ ପଞ୍ଚାକ୍ଷରୀ ମନ୍ତ୍ର ଗାଏ, ଠାକୁର ଆସ୍ଥାନ ପାଖକୁ ନ ଯାଇପାରିଲେ ବି ହାତ ଯୋଡି ମୁଣ୍ଡିଆଟିଏ ମାରିଦିଏ । ମହାଦେବଙ୍କ ପ୍ରତି ନିଜ ୮୫ ବର୍ଷୀୟ ମା'ର ଏହି ଭକ୍ତି ଦେଖି ପୁଅ ନିର ଜେନା କିଛି କୁହନ୍ତିନି ସତ କିନ୍ତୁ ମା'ର ଈଶ୍ୱରଙ୍କ…

ପୁତୁରା ସହ ୫ ମିନିଟ୍…ହତ୍ୟା ଅଭିଯୋଗରେ ଗିରଫ ନେତା ଅନୁପଙ୍କୁ ଭେଟିଲେ ପୁତୁରା ସଂଗ୍ରାମ ସାଏ । ପୁରା ପରିବାରକୁ…

କନକ ବ୍ୟୁରୋ: ସେହି ୫ ମିନିଟରେ ଅନୁପ ସାଏ ତାଙ୍କ ସମ୍ପର୍କିୟଙ୍କ ସହିତ କଣ କଥା ହେଲେ ଏବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ରାୟଗଡ ପୋଲିସର ପରବର୍ତି ପଦକ୍ଷେପ କଣ ହେବ, ପୋଲିସ ଆଗକୁ ଅନୁପଙ୍କ ପରିବାର ଉପରେ କଣ ପଦକ୍ଷେପ ନେବ କିଛି ଏମିତି ଚର୍ଚ୍ଚା ଉଭୟଙ୍କ ଭିତରେ ହୋଇଥିବା ଅନୁମାନ…