Daily Archives

February 19, 2020

ପୋଲ ଉପରେ ଜୀବନ, ପୋଲ ତଳେ ମୃତ୍ୟୁ ! ବିପଦପୂର୍ଣ୍ଣ ପୋଲକୁ ନେଇ ଭୟଭୀତ ଲୋକେ । କଟକ ମଙ୍ଗୁଳିଛକକୁ ସଂଯୋଗ କରୁଥିବା…

କନକ ବ୍ୟୁରୋ: ଭାଙ୍ଗି ଗଲାଣି ପୋଲର ସୁରକ୍ଷା ବାଡ଼ । ରାସ୍ତାରେ ଉପରେ ମୃତ୍ୟୁର ଗାଡ଼ । ପ୍ରତିଦିନ ୧୬ ନମ୍ବର ଜାତୀୟ ରାଜପଥ ଦେଇ ହଜାର ହଜାର ଯାନବାହନ ଚଳାଚଳ କରେ । କାରଣ ରାଜ୍ୟର ପ୍ରମୁଖ ସହର ବା ରାଜ୍ୟବାସୀଙ୍କ ଦୁଇଟି ଜୀବନ ରେଖା ହେଉଛି କଟକ ଆଉ ଭୁବନେଶ୍ୱର । କିଏ ଏଠାକୁ ଚାକିରି କରିବାକୁ…

ମାଟି ତଳୁ ମହାଦେବ । ଆଳୁ ଖୋଳୁଖୋଳୁ ପଥରରେ ବାଜିଥିଲା ଶାବଳ, ବୋହିଥିଲା ଧାରଧାର ରକ୍ତ । ମାଟି ଖୋଳିଲା ପରେ ପାତାଳରୁ…

କନକ ବ୍ୟୁରୋ: ସେ ଦୁଃଖ ହରଣ କରନ୍ତି, ଭକ୍ତର କଷ୍ଟକୁ ହଳାହଳ ପରି ପିଇ ଯାଆନ୍ତି ତେଣୁ ତ ତାଙ୍କୁ ହର ହର ମହାଦେବ ବୋଲି ସମସ୍ତେ ଡାକନ୍ତି । ସବୁ ସମସ୍ୟାର ସମାଧାନ ପାଇଁ, ମନସ୍କାମନା ପୂରଣ ପାଇଁ ମହାଦେବଙ୍କ ପାଖରେ ମହାମାନସିକ କରେ ଭକ୍ତ । ଶ୍ରାବଣ ମାସରେ ମହାଦେବଙ୍କ ମଥାରେ ଭକ୍ତ ପାଣି…

ଆମକୁ ଉଦ୍ଧାର କର । କରୋନା ଭୟରେ ୧୫ ଦିନ ହେବ ଜାପାନର ଡାଇମଣ୍ଡ ପ୍ରିନସେସ୍ ଜାହାଜରେ ଫଶି ରହିଛନ୍ତି ଓଡ଼ିଆ ଯୁବକ…

କନକ ବ୍ୟୁରୋ : ଜାପାନର ୟକୋହମା ଜଳସୀମାରେ ଡାଇମଣ୍ଡ ପ୍ରିନସେସ ଜାହାଜରେ ଫଶିଛନ୍ତି ଓଡଆ ଇଂଜିନିୟର । କରୋନା ଭୟରେ ୧୫ ଦିନ ହେବ ୧୪୨ ଭାରତୀୟଙ୍କ ସହ ଫଶିରହିଛନ୍ତି ବ୍ରହ୍ମପୁରର ଶିବାଶିଷ ନାୟକ । ଶିବାଶିଷଙ୍କ କରୋନା ଭୂତାଣୁ ସାମ୍ପୁଲ ଟେଷ୍ଟରେ ନେଗେଟିଭ ଆସିଛି । ଜାପାନ ସରକାର ବାରମ୍ବାର…

ବିନା ପ୍ରଧାନଶିକ୍ଷକରେ ଚାଲିଛି ସ୍କୁଲ । ରାଜ୍ୟରେ ଖାଲି ପଡିଛି ୨୬୦୦ ପାଖାପାଖି ପ୍ରଧାନଶିକ୍ଷକ ପଦବୀ । ବିଧାୟକ ଅମର…

କନକ ବ୍ୟୁରୋ: ବିନା ପ୍ରଧାନଶିକ୍ଷକରେ ଚାଲିଛି ସ୍କୁଲ । ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଥିଲେ ବି ସ୍କୁଲ ଚାଲିଛି । ରାଜ୍ୟରେ ମୋଟ ୮୦୭୬ଟି ଉଚ୍ଚ ବିଦ୍ୟାଳୟରେ ୨୫୮୫ଟି ସ୍ଥାୟୀ ପ୍ରଧାନଶିକ୍ଷକ ଖାଲି ରହିଛି । ମାଲି ମକଦମା ଚାଲୁରହିଥିବାରୁ ସେସବୁ ପଦବୀ ପୂରଣ ହୋଇ ପାରୁନାହିଁ । ଆଜି…

ଚଳିତ ବର୍ଷର ନୁହେଁ ଧର୍ମଗଡରେ ଭାଇରାଲ ମାଟ୍ରିକ ପ୍ରଶ୍ନପତ୍ର : ପରୀକ୍ଷାରୁ ବାହାରିବା ପରେ ପରୀକ୍ଷାର୍ଥୀ କହିଲେ ପଡିନି…

କନକ ବ୍ୟୁରୋ : ଭାଇରାଲ୍ ହୋଇନି ମାଟ୍ରିକି ପ୍ରଶ୍ନପତ୍ର । ଚଳିତ ବର୍ଷର ନୁହେଁ ଧର୍ମଗଡରେ ଭାଇରାଲ ହେଉଥିବା ମାଟ୍ରିକ ପ୍ରଶ୍ନପତ୍ର । ପରୀକ୍ଷାରୁ ବାହାରିବା ପରେ ପରୀକ୍ଷାର୍ଥୀ କହିଲେ ପଡିନି ଏଭଳି ପ୍ରଶ୍ନ । ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବାର ଘଣ୍ଟେ ନପୁରୁଣୁ ଧର୍ମଗଡ଼ରେ ମୋବାଇଲକୁ ମୋବାଇଲ…

ପଦାରେ ପଡ଼ିଲା ରାଜ୍ୟ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର : ରାଜ୍ୟର ୯୦ ପ୍ରାଥମିକ ବିଦ୍ୟାଳୟର ନାହିଁ ଶ୍ରେଣୀ…

କନକ ବ୍ୟୁରୋ : ରାଜ୍ୟ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର । ରାଜ୍ୟର ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ । ବାହାରେ ବସି ପାଠ ପଢ଼ୁଛନ୍ତି ପିଲା । ଆଜି ବିଧାନସଭାରେ ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ । ମୋହନ ମାଝୀ ଆଜି…