Daily Archives

February 18, 2020

ଆସିଲା ଓଡ଼ିଶା ବଜେଟ୍ ୨୦୨୦: ପ୍ରଥମଥର ପାଇଁ ବିଧାନସଭାରେ ଆଇପ୍ୟାଡରେ ବଜେଟ୍ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ, ଚଳିତ ବଜେଟ୍…

ବଢିଲା ରାଜ୍ୟ ବଜେଟ୍ । ପ୍ରଥମଥର ପାଇଁ ଓଡ଼ିଶା ଇତିହାସରେ ଉପସ୍ଥାପନ ହେଲା ଇ-ବଜେଟ୍ । ଆଇପ୍ୟାଡରେ ୨୦୨୦-୨୧ ବଜେଟର ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ଚଳିତ ବର୍ଷ ୧ ଲକ୍ଷ ୫୦ ହଜାର କୋଟିର ବଜେଟ୍ ସ୍ଥିର କରିଛନ୍ତି ରାଜ୍ୟ ସରକାର । ଯେଉଁଥିରେ ରାଜ୍ୟର ଉନ୍ନତିଠାରୁ…

କାଠଗଡାରେ କିଲର ! କୋର୍ଟରେ ହାଜର ହେଲେ ଅନୁପ ସାଏ । ରାୟଗଡ ଜିଲ୍ଲା ଜଜ୍ କୋର୍ଟରେ ଅନୁପ ଓ ତାଙ୍କ ଡ୍ରାଇଭର ହାଜର ।

କନକ ବ୍ୟୁରୋ: କୋର୍ଟରେ ହାଜର ହେଲେ ଅନୁପ ସାଏ । ହାଇପ୍ରୋଫାଇଲ ହତ୍ୟାକାଣ୍ଡରେ ଅନୁପ ସାଏଙ୍କୁ ରାୟଗଡ ଜିଲ୍ଲା ଜଜ୍ କୋର୍ଟରେ ହାଜର କରାଯାଇଛି । ୨୦୧୬ର ଚର୍ଚ୍ଚିତ ହତ୍ୟା ମାମଲାରେ ପୋଲିସ ଖିଅ ଖୋଜୁଥିବା ବେଳେ କଳ୍ପନା ଦାସ ଓ ବବଲି ହତ୍ୟାକାଣ୍ଡ ମାମଲାରେ ଆଜି ଅନୁପଙ୍କୁ କୋର୍ଟରେ ହାଜର…

କର୍କଟ ରୋଗର କରୁଣ କାହାଣୀ: ଘରର ଏକମାତ୍ର ଭରସାକୁ କର୍କଟ କରୁଛି କଲବଲ, ଚିକିତ୍ସା ବାଟରେ ଅର୍ଥ ସାଜିଛି ଅଡୁଆ, ଗରିବର…

କନକ ବ୍ୟୁରୋ: ଘର ଗଲା, ଜମି ବାଡି ବି ବିକ୍ରି କଲେ । ତଥାପି ଚିକିତ୍ସା ହୋଇ ପାରୁନାହିଁ । ଗୋଟିଏପଟେ ବଂଚିବାର ରାହା ଖୋଜୁଥିବାବେଳେ ଅନ୍ୟପଟେ ଅର୍ଥ ସାଜିଛି ବାଧକ । ଏମିତି କିଛି ବିଧିର ବିଧାନ ଆଉ ଦାରିଦ୍ର୍ୟ ଦଉଡ଼ି ଭିତରେ ଛନ୍ଦି ହୋଇପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ଗୋଡଭଂଜା ଗାଁର ଜୟ ଦାସ…

ବର୍ଷେ ତଳେ ସହିଦ୍ ସ୍ୱାମୀଙ୍କୁ ବିଦାୟ ଦେଇ ପୁରା ଦେଶକୁ କନ୍ଦାଇଥିଲେ ବୀରାଙ୍ଗନା , ଆଜି ସେନାରେ ଭର୍ତ୍ତି ହେବାକୁ…

ଗତବର୍ଷ ଆଜିର ଦିନରେ ଭାରତମାତାର ଜଣେ ବୀର ସନ୍ତାନ ବୀରଗତି ପ୍ରାପ୍ତ କରିଥିଲେ । ଏହାଠାରୁ ଅଧିକ ଦୁଃଖଦାୟକ ଥିଲା ତାଙ୍କ ସାହସୀ ପତ୍ନୀଙ୍କ ବକ୍ତବ୍ୟ । ମନରେ ବେଦନାର ପାହାଡ , ଆଖିରେ ଅଶ୍ରୁର ଜୁଆର ଥାଇ ବି ସେ ସ୍ୱାମୀଙ୍କୁ ସଲାମ୍ କରି ଆଇ ଲଭ୍ ୟୁ କହି ବିଦାୟ ଦେଇଥିଲେ । ବର୍ଷେ ତଳେ ଆଜିର…

ଆଇପ୍ୟାଡରେ ହେବ ଓଡିଶା ବଜେଟ ଉପସ୍ଥାପନ । ପେପରଲେସ ବଜେଟ ପାଇଁ ସବୁ ବିଧାୟକଙ୍କୁ ଯୋଗାଇ ଦିଆଯିବ ଆଇପ୍ୟାଡ । ଇ-ବଜେଟ…

କନକ ବ୍ୟୁରୋ: ଆଇପ୍ୟାଡରେ ହେବ ଓଡିଶା ବଜେଟ ଉପସ୍ଥାପନ । ଚଳିତ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନା ବିନା କାଗଜପତ୍ରରେ ହେବ । ବିଧାନସଭାରେ ଆଇପ୍ୟାଡ ମାଧ୍ୟମରେ ବଜେଟକୁ ଉପସ୍ଥାପନା କରାଯିବ । ଏଥରର ବଜେଟକୁ ପେପରଲେସ କରିବା ପାଇଁ ଇ-ବର୍ଟ ଉପସ୍ଥାପନା କରାଯିବ । ତେବେ ଗୃହରେ କାଗଜ…

ଗୃହରେ ଉଠିଲା ବୁଲା କୁକୁର-ଷଣ୍ଢ ପ୍ରସଙ୍ଗ: ସହରାଞ୍ଚଳ ରାସ୍ତାରୁ ବୁଲା କୁକୁର ଓ ଷଣ୍ଢକୁ ହଟାଇବା ପାଇଁ ଖର୍ଚ୍ଚ ହୋଇଛି…

କନକ ବ୍ୟୁରୋ: ସହରରେ ବୁଲା କୁକୁର ଓ ଷଣ୍ଢକୁ ରାସ୍ତାରୁ ହଟାଇବା ପାଇଁ ବାର୍ଷିକ ହାରାହାରି କେତେ ଟଙ୍କା ଖର୍ଚ୍ଚ ହେଉଛି ସେନେଇ ଗୃହରେ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଏକ ପ୍ରଶ୍ନରେ ଉତ୍ତର ରଖି ପ୍ରତାପ କହିଛନ୍ତି କି, ବୁଲା…