Daily Archives

February 17, 2020

ରହସ୍ୟରେ କୃତିକାଙ୍କ ମୃତ୍ୟୁର କାହାଣୀ! ମୃତ୍ୟୁ ପୂର୍ବରୁ ଇଂଷ୍ଟାଗ୍ରାମ ପୋଷ୍ଟ୍ ବଢ଼ାଇଲା ଚର୍ଚ୍ଚା । ଲେଖିଥିଲେ-ବାଏ…

କନକ ବ୍ୟୁରୋ: କୃତିକା ମିଶ୍ର, ବୟସ- ପ୍ରାୟ ୧୪ ବର୍ଷ ଆଉ ଅଷ୍ଟମ ଶ୍ରେଣୀ ଛାତ୍ରୀ ହେଲେ ଗତକାଲି ଅପରାହ୍ନରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆପାର୍ଟମେଂଟ୍ ତଳେ ପଡିଥିଲା କୃତିକାଙ୍କ ମରଶରୀର । ପାଖରେ ପଡିଥିଲା କୃତିକାଙ୍କ କଣ୍ଢେଇ । ପ୍ରାଥମିକ ତଦନ୍ତରୁ ଜଣାପଡିଲା, ଛାତରୁ ଖସିପଡି କୃତିକା…

ଏଣିକି ହାତ ପାଆନ୍ତାରେ ମିଳିବ ସରକାରୀ ସୁବିଧା : ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଆଉ ଧାଇଁବାକୁ ପଡ଼ିବନି ସରକାରୀ ଦପ୍ତର,…

କନକ ବ୍ୟୁରୋ : ଏଣିକି ସାଧାରଣ ଲୋକଙ୍କୁ ସରକାରୀ ଅଫିସକୁ ଦଉଡିବାକୁ ପଡିବ ନାହିଁ । ଘରେ ବସି ଅନଲାଇନ ଜରିଆରେ ସମସ୍ତ ସରକାରୀ କାର୍ଯ୍ୟକୁ ସାଧାରଣ ଜନତା କରିପାରିବେ । ଏ ସଂକ୍ରାନ୍ତରେ ଆଜି ବିଧାନସଭାରେ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟପାଳଙ୍କ ଅଭିଭାଷଣ…

ଖୋଲୁଛି ଅନୁପଙ୍କ ଅପରାଧର ପେଡ଼ି…ସତ ଓଗାଳୁଛି ଡ୍ରାଇଭର । ମାଆ-ଝିଅଙ୍କ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିଲା ବୋଲେରୋ…

କନକ ବ୍ୟୁରୋ: ୨୦୧୬ ହତ୍ୟାକାଣ୍ଡ ମାମଲାରେ ଅଧିକ ଛାନଭିନ ପାଇଁ ଓଡିଶାରେ ଛତିଶଗଡ ପୋଲିସ । ଆଜି ଛତିଶଗଡ ପୋଲିସର ଟିମ୍ ଅନୁପ ସାଏଙ୍କ ନିର୍ବାଚନମଣ୍ଡଳୀ ବ୍ରଜରାଜନଗରରେ ପହଁଚି ଯାଂଚ୍ କରିଛି । ବ୍ରଜରାଜନଗରର ଦୁଇଟି ବ୍ୟାଙ୍କରେ ଅନୁପ ସାଏଙ୍କ ଆକାଉଂଟ୍ ଥିବା ବେଳେ ସେହି ବ୍ୟାଙ୍କରେ ଖୋଳତାଡ…

ହତ୍ୟାକାଣ୍ଡରୁ ବର୍ତ୍ତିବା ପାଇଁ କ୍ଷମତାକୁ ଢ଼ାଲ କରିଥିଲେ ଅନୁପ: ଡ୍ରାଇଭର କହିଲା, ଗୋଟିଏ ନୁହେଁ ବ୍ୟବହାର ହୋଇଥିଲା…

କନକ ବ୍ୟୁରୋ: କୁହନ୍ତି, ଅପରାଧ ଲୁଚାଇବା ପାଇଁ ଅପରାଧୀ ହଜାରେ ଫନ୍ଦି ଫିକର କରେ, ହେଲେ ଅପରାଧୀ ଯେତେ ଧ୍ରୁତ ହେଉ ନା’ କାହିଁକି, ଯେଉଁଠି ନା କେଉଁଠି ଏଭଳି ପ୍ରମାଣ ଛାଡ଼ି ଯାଏ, ଯାହା ତାକୁ ଜେଲର କାଳ କୋଠରୁ ଟାଣି ଆଣେ । ଠିକ୍ ସେହିଭଳି ଘଟିଛି ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ…

ପକ୍କା ହେଲା ନିର୍ଭୟା ଦୁଷ୍କର୍ମକାରୀଙ୍କ ଫାଶୀ ତାରିଖ: ପୁଣି ଜାରି ହେଲା ମୃତ୍ୟୁର ପରୱାନା; ମାର୍ଚ୍ଚ ୩ ତାରିଖ ସକାଳ…

କନକ ବ୍ୟୁରୋ: ପକ୍କା ହେଲା ନିର୍ଭୟା ଦୁଷ୍କର୍ମକାରୀଙ୍କ ଫାଶୀ ତାରିଖ । ଜାରି ହେଲା ସାନି ଡେଥ୍ ୱାରେଂଟ୍ । ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ସମସ୍ତ ୪ ଜଣ ଯାକ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି ଆଜି ଡେଥ୍ ୱାରେଂଟ ଜାରି କରିଛନ୍ତି ପଟିଆଲା ହାଉସ କୋର୍ଟ । ତେବେ ପୂର୍ବରୁ କୋର୍ଟ , ଦୁଇ ଦୁଇ ଥର…

ପୁରୀ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳ କାଣ୍ଡ: ଓଡିଶା ପ୍ରଭାରୀ ଜୀତନ୍ଦ୍ରେ ସିଂ ଓ ପିସିସି ସଭାପତିଙ୍କ…

କନକ ବ୍ୟୁରୋ: ପୁରୀ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ । ଲୁହା ରଡ୍ ଆଉ ହତିଆରରେ ହୋଇଛି ଆକ୍ରମଣ ଏବଂ ୩ ଜଣ ଗୁରୁତର । ଗୁରୁତରଙ୍କ ମଧ୍ୟରେ ଯୁବ କଂଗ୍ରେସ ନେତା ସ୍ୱପ୍ନଜିତ୍ ରାୟ, ଆଲୋକ ଦାସ ଓ ଆଶୁତୋଷ ମିଶ୍ର ଗୁରୁତର ।ହତ ହୋଇଛନ୍ତି । ସେମାନଙ୍କୁ ପୁରୀ ସଦର ହସ୍ପିଟାଲରେ…