Daily Archives

February 15, 2020

ଦୁର୍ଘଟଣା ପଛରେ ଦ୍ରୁତଗତି ? ବସର ଅଧିକ ବେଗ ପାଇଁ ବଡ ଦୁର୍ଘଟଣା ଅଭିଯୋଗ । ବ୍ରହ୍ମପୁର ଛାତିଥରା ଦୁର୍ଘଟଣା ପରେ ବି…

କନକ ବ୍ୟୁରୋ: ନବରଙ୍ଗପୁର ପାପଡାହାଣ୍ଡି ନିକଟରେ ବସ ଓଲଟି ୨ ମୃତ, ୨୦ ଆହତ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ରାସ୍ତା ମଝିରେ ଘଟିଲା ବଡ ଦୁର୍ଘଟଣା । ବସ ଆଗରୁ ଗାଈ ପଳାଇ ଆସିବାରୁ ଭାରସାମ୍ୟ ହରାଇ ଓଲଟିପଡିଲା ବସ । ତେବେ ଦୁର୍ଘଟଣାରେ ୨୦ ଗୁରୁତରଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି ।…

ରହସ୍ୟ ଖୋଜିବାକୁ ଛତିଶଗଡରୁ ଓଡିଶା । ମର୍ଡର ପ୍ଲଟର ମୂଳକୁ ଯିବାକୁ ଓଡିଶା ଆସୁଛି ଛତିଶଗଡ ପୋଲିସ । ଓଡିଶାର ବିଭିନ୍ନ…

କନକ ବ୍ୟୁରୋ: ଓଡିଶାରେ ଖୋଜା ହେବ ସୈତାନର ସତ । ଗିରଫ ଅନୁପ ସାଏଙ୍କ ସୈତାନୀକାଣ୍ଡ ବାବଦରେ ହେବ ଅଧିକ ଖୋଳତାଡ । ହତ୍ୟାକାଣ୍ଡର ଲିଙ୍କ ନେଇ ଓଡିଶାର ବିଭିନ୍ନ ସ୍ଥାନରେ ଜୋରଦାର ହେବ ଛାନଭିନ । ଏଥିପାଇଁ ଓଡିଶା ଆସିବ ଛତିଶଗଡ ପୋଲିସ । ତଦନ୍ତ ପାଇଁ ପର୍ଯ୍ୟାୟକ୍ରମେ ଛତିଶଗଡର ୩ଟି ଟିମ ଓଡିଶା…

ଖୋଲିଲା ଇ-ଟିକେଟ୍ କେଳେଙ୍କାରୀ ଗୁମର । ଏକାଧିକ ନମ୍ବର ବ୍ୟବହାର କରି ଇ-ଟିକେଟ୍ ଠକେଇ ଜାଲ ବିଛାଇଥିଲା ବିଷ୍ଣୁ,…

କନକ ବ୍ୟୁରୋ : ପୋଲିସ କବଜାରେ ଇ-ଟିକେଟ୍ ଠକ । ବନ୍ଧା ହେଲା ଇ-ଟିକେଟ୍ କେଳେଙ୍କାରୀ କରୁଥିବା ଜଣେ ବ୍ୟକ୍ତି । ଅନଲାଇନ୍ ଟ୍ରେନ୍ ଟିକେଟରେ ଠକେଇ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ରେଳବାଇ ପୋଲିସ । ନାଁ – ବିଷ୍ଣୁପ୍ରସାଦ ପଟ୍ଟନାୟକ । ଘର - ପୁରୀ ଜିଲ୍ଲା ଡେଲାଙ୍ଗ ।…

ବାଙ୍କୀରେ ବର୍ବରକାଣ୍ଡ: ବିଚ୍ ରାସ୍ତାରେ ସରପଞ୍ଚଙ୍କ ସ୍ୱାମୀ ଓ ସହଯୋଗୀଙ୍କୁ ଗୋଡେଇ ଗୋଡେଇ ହତ୍ୟା କଲେ ଦୁର୍ବୃତ୍ତ ।…

କନକ ବ୍ୟୁରୋ: ବାଙ୍କୀରେ ଡବଲ ମର୍ଡର । ଖଜୁରୀପଦା ନୂଆଗାଁରେ ଭୟଙ୍କର ହତ୍ୟାକାଣ୍ଡ । ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ଗୋଡେଇ ଗୋଡେଇ ହତ୍ୟା କଲେ ଦୁର୍ବୃତ୍ତ । ଭୁଜାଲୀ ଏବଂ ଟାଙ୍ଗିଆରେ ରାସ୍ତା ମଝିରେ ଦୁହିଁଙ୍କୁ ହାଣିଦେଲେ । ତେବେ ଆକ୍ରମଣ ପରେ ଦୁହିଁଙ୍କୁ ମେଡିକାଲ…

ସ୍କୁଲ ଭ୍ୟାନରେ ଲାଗିଲା ନିଆଁ । ଜୀଅନ୍ତା ଜଳିଗଲେ ୪ଜଣ କୁନି ଶିଶୁ, ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ସ୍କୁଲ ଭ୍ୟାନରେ ଲାଗିଲା ନିଆଁ । ଆଉ କାଳରୂପୀରେ ନିଆଁ ଜୀଅନ୍ତା ଜଳିଗଲେ ୪ ଜଣ କୁନି ଶିଶୁ । ଅଗ୍ନିକାଣ୍ଡର ଏହା ଏମିତି ଏକ ଲୋମଟାଙ୍କୁରା କାହାଣୀ, ଯାହା କେବେ ଆଉ କେଉଁଠୁ ନଘଟୁ । ପାଠ ପଢିବା ପାଇଁ ଘରୁ ଖାଇପିଇ ହସଖୁସିରେ ବାହାରିଯାଇଥିବା କୁନି ପିଲାମାନେ ଯେ, ଘରକୁ ଆଉ…

ଗର୍ଭବତୀ ମହିଳାଙ୍କ ପାଇଁ ମୋଦିଙ୍କ ବଡ ଉପହାର…ଏଣିକି ଚିକିତ୍ସା ଖର୍ଚ୍ଚ ଲାଗି ଅଧିକ ଟଙ୍କା ଦେବେ ସରକାର

କନକ ବ୍ୟୁରୋ: ଗର୍ଭବତୀ ମହିଳାଙ୍କୁ ମୋଦି ସରକାରଙ୍କ ଭେଟି । ବଢିଲା ଇଏସଆଇସିରେ ଗର୍ଭବତୀଙ୍କୁ ମିଳୁଥିବା ଚିକିତ୍ସା ଖର୍ଚ୍ଚର ଅର୍ଥରାଶି । କେନ୍ଦ୍ର ସରକାର କର୍ମଚାରୀ ରାଜ୍ୟ ବୀମା ନିଗମ ତଥା ଇଏସଆଇସିର ଲାଭାର୍ଥୀ ଗର୍ଭବତୀ ମହିଳାଙ୍କୁ ଏକ ବଡ ଉପହାର ଭେଟି ଦେଇଛନ୍ତି । ଯାହା ଫଳରେ ଏଣିକି…