Daily Archives

February 15, 2020

୧୭ କୋଟି ପାନକାର୍ଡ ଉପରେ ସଂକଟ । ମାର୍ଚ୍ଚ ୩୧ ପରେ ହୋଇଯାଇପାରେ ଅଚଳ । ଚେତାବନୀ ଦେଲା ଆୟକର ବିଭାଗ

ପାନକାର୍ଡଧାରୀଙ୍କ ପାଇଁ ବଡ ଖବର । ଯଦି ଆପଣଙ୍କ ପାଖରେ ପାନକାର୍ଡ ଅଛି ତେବେ ଏହି ଖବର ଆପଣଙ୍କ ପାଇଁ । ଦେଶର ୧୭ କୋଟି ପାନକାର୍ଡ ଉପରେ ଏବେ ସଂକଟର କଳାବାଦଲ ଘୂରି ବୁଲୁଛି । ତେବେ ଏହି ସଂକଟକୁ ଦୂର କରିବାକୁ ଆୟକର ବିଭାଗ ମାର୍ଚ୍ଚ ୩୧ ଯାଏଁ ଡେଡଲାଇନ ଦେଇଛି । ଅଥାର୍ତ ପାଖାପାଖି ଦେଢ…

କରୋନାକୁ ନେଇ ବୈଜ୍ଞାନିକ ଦେଲେ ବଡ ମତ । ମାତ୍ର ଗୋଟିଏ ମିନିଟ୍ ମଧ୍ୟରେ ନିପାତ ହୋଇପାରିବ କରୋନା ଭାଇରସ, ଜାଣନ୍ତୁ…

ପୂରା ବିଶ୍ୱକୁ ଘାରିଛି କରୋନା ଭୟ । ପ୍ରାଣଘାତୀ କରୋନା ଭାଇରସ ପାଇଁ ଏବେ ପୂରା ବିଶ୍ୱ ଆତଙ୍କିତ । ଚୀନରୁ ପୂରା ବିଶ୍ୱକୁ ଏବେ ବ୍ୟାପିଲାଣି ଏହି ଭାଇରସ । କେବଳ ଚୀନରେ ହିଁ ୧୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏପରିକି ୫୦ ହଜାରରୁ ଅଧିକ…

ବିଧାୟକଙ୍କ ହଟ୍ଟଗୋଳକୁ ଦେଖାଇ ପାରିବ କି ଗଣମାଧ୍ୟମ ? ବାଚସ୍ପତିଙ୍କ ରୁଲିଂ ପ୍ରତ୍ୟାହାର କରିବାକୁ ବିରୋଧୀଙ୍କ ଜିଦ ।…

କନକ ବ୍ୟୁରୋ: ବିଧାୟକଙ୍କ ହଟ୍ଟଗୋଳ ଟିଭିରେ ଦେଖାଇବା ଉଚିତ କି ନୁହେଁ? ଗୃହକୁ ଶୃଙ୍ଖଳିତ କରିବା ପାଇଁ ଗୋଟିଏ ପଟେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ରୁଲିଂ, ଅନ୍ୟପଟେ ରୁଲିଂ ପ୍ରତ୍ୟାହାର କରିବା ପାଇଁ ବିରୋଧୀଙ୍କ ଜିଦ୍ । ଶୁକ୍ରବାର ଭଳି ଆଜି ବି ଅଚଳ ହୋଇପଡିଥିଲା ବିଧାନସଭା ।…

ରଙ୍ଗ ରୁଟରେ ଗାଡ଼ି ଚଳାଇ ଫସିଗଲେ ଗାଡ଼ି ମାଲିକ । ସିଜ ପରେ ଗାଡି ମୁକୁଳାଇବା ହେଉଛି ମୁସ୍କିଲ । ୧୨ ଦିନ ହେଲା କୋର୍ଟରେ…

କନକ ବ୍ୟୁରୋ: ଶିଶିରକାନ୍ତ ଗୋଛାୟତ । ଘର ଏରସମା ଅଂଚଳରେ । ଭୁବନେଶ୍ୱର ଆସି ଫସି ଯାଇଛନ୍ତି ଶିଶିର । ରାଜମହଲ ଛକରେ ରଙ୍ଗରୁଟ ଚେକିଂ ସମୟରେ ଟ୍ରାଫିକ ହାତରେ ଧରା ପଡିବା ପରେ ନାକରେ ପାଣି ପିଇ ସାରିଲେଣି ଶିଶିର । ପୁଲିସ ତାଙ୍କ ଗାଡିଟିକୁୁ ସିଜ କରି କୋର୍ଟକୁ ପିଆର ପଠାଇଥିଲା । ଗାଡିକୁ…

ନେତାଙ୍କ ପାପ ପୃଷ୍ଠା ! ହାଇପ୍ରୋଫାଇଲ ହତ୍ୟାର କେମିତି ମିଳିଲା ସୁରାକ୍ ? ସ୍ୱାମୀ-ସ୍ତ୍ରୀ ଭଳି କଳ୍ପନାଙ୍କ ସହ ୫ ବର୍ଷ…

କନକ ବ୍ୟୁରୋ: ହାଇପ୍ରୋଫାଇଲ ହତ୍ୟାକାଣ୍ଡ ଉପରୁ କେମିତି ଉଠିଲା ପରଦା । କଳ୍ପନାଙ୍କ ପରିଚୟ କେମିତି ପାଇଲା ପୋଲିସ? ଓଡିଶା ଲିଙ୍କ କେମିତି ପାଇଲା ଛତିଶଗଡ ପୋଲିସ ? ମର୍ଡରକୁ ନେଇ ଏ ତମାମ ପ୍ରଶ୍ନ ଉଠୁଥିବା ବେଳେ କଳ୍ପନାଙ୍କୁ ଦେହଜୀବୀ ଭାବି ଅନ୍ଧାରରେ ବାଡି ବୁଲାଉଥିଲା ପୋଲିସ । କାରଣ ଯେଉଁ…

ବାଚସ୍ପତିଙ୍କ କଡା ନିର୍ଦ୍ଦେଶ । ଏଣିକି ଗୃହକାର୍ଯ୍ୟ ବେଳେ ଉପସ୍ଥିତ ରହିବେ ଅଫିସର ।

କନକ ବ୍ୟୁରୋ : ଗୃହକାର୍ଯ୍ୟ ବେଳେ ଉପସ୍ଥିତ ରହିବେ ଅଫିସର । ଆଜି ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ସେ କହିଛନ୍ତି, ଏଣିକି ଅଫିସରମାନେ ତାଙ୍କ ବିଭାଗର ଆଲୋଚନା ବେଳେ ଉପସ୍ଥିତ ରହିବେ । ସମ୍ପୃକ୍ତ ଅଫିସରମାନେ ସେମାନଙ୍କ ଗ୍ୟାଲେରୀରେ ବସିବେ । ଆଉ ଆବଶ୍ୟକ ପଡିଲେ ଅଫିସରଙ୍କ…