Daily Archives

February 13, 2020

ଆଠଗଡରେ ଅଛି ଭିନ୍ନ ଏକ ବିଦ୍ୟାଳୟ : ରବିବାରରେ ଖୋଲା ରହୁଛି ସ୍କୁଲ, ସୋମବାରରେ ଛୁଟି

କନକ ବ୍ୟୁରୋ : ଆଠଗଡରେ ଅଛି ଭିନ୍ନ ଏକ ବିଦ୍ୟାଳୟ । ସବୁ ବିଦ୍ୟାଳୟ ରବିବାରରେ ବନ୍ଦ ରହୁଥିବା ବେଳେ ଏଠାରେ ଖୋଲା ରହୁଛି ସ୍କୁଲ । ସୋମବାରରେ ଛୁଟି ରହୁଛି ବିଦ୍ୟାଳୟ । ୧୯୧୬ ମସିହାରୁ ଏମିତି ଚାଲିଛି ବାବା ଧବଳେଶ୍ୱରଙ୍କ ପୀଠ ନିକଟରେ ଥିବା ଧବଳେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସମସ୍ତେ…

ଏମିତି ବି ଚମତ୍କାର କରେ ବିଜ୍ଞାନ । ୪ ବର୍ଷ ତଳେ ମରିଯାଇଥିବା କୁନି ଝିଅକୁ ଭେଟିଲେ ମା’ । ପରସ୍ପରକୁ ଛୁଇଁଲେ, ଏକାଠି…

କନକ ବ୍ୟୁରୋ : ସମ୍ପର୍କ । ଏହା ଏକ ଏମିତି ଶବ୍ଦ, ଯାହାର ସୀମା ନାହିଁ । ଆଉ ଏହି ସମ୍ପର୍କ ପାଇଁ କୌଣସି ନିଜ ଲୋକ ଆର ପାରିକୁ ଚାଲିଗଲେ, ସହଜରେ ଭୁଲି ହୁଏ ନାହିଁ ।  କିନ୍ତୁ ଥରେ ଭାବନ୍ତୁ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ମଧ୍ୟ ଯଦି ଆପଣ ତାଙ୍କ ସହ ସାକ୍ଷାତ କରିପାରିବେ, ତେବେ ଆପଣ…

ଯୁକ୍ତ ୩ ସେମିଷ୍ଟାର ପରୀକ୍ଷା ପୂର୍ବରୁ ବିଭ୍ରାଟ : ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ, ସୋସିଆଲ ମିଡିଆରେ ଘୁରି ବୁଲୁଛି…

କନକ ବ୍ୟୁରୋ : ଯୁକ୍ତ ୩ ପରୀକ୍ଷା ପୂର୍ବରୁ ବିଭ୍ରାଟ । ଗୋଟିଏ ପଟେ ପରୀକ୍ଷା ଆରମ୍ଭ ହୋଇନି, ଅନ୍ୟପଟେ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ସୁନ୍ଦରଗଡ଼ରେ ପରୀକ୍ଷା ଆରମ୍ଭ ନହେଉଣୁ ଯୁକ୍ତ ୩ ବିଜ୍ଞାନ ସେମିଷ୍ଟାର ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି । ସୁନ୍ଦରଗଡ଼ ଅଞ୍ଚଳରର ଏକ କଲେଜରୁ ଏହି ପ୍ରଶ୍ନପତ୍ର…

ବନ୍ଧୁ ରଖିଲେ ବନ୍ଧୁଙ୍କ ନିମନ୍ତ୍ରଣ । ସପରିବାର ଦିଲ୍ଲୀରେ ରାଷ୍ଟ୍ରପତିଙ୍କୁ ଭେଟିଲେ ପୂର୍ବତନ ସାଂସଦ ବୀରଭଦ୍ର ସିଂ

କନକ ବ୍ୟୁରୋ: ବନ୍ଧୁ ରଖିଲେ ବନ୍ଧୁଙ୍କ ନିମନ୍ତ୍ରଣ । ପୂର୍ବତନ ସାଂସଦ ତଥା ରାଷ୍ଟ୍ରପତିଙ୍କ ବନ୍ଧୁ ବୀରଭଦ୍ର ସିଂ ରାଷ୍ଟ୍ରପତି ଭବନ ଯାଇ ମହାମହିମ ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ଗତ ୪ ତାରିଖରେ ସପରିବାର ରାଷ୍ଟ୍ରପତିଭବନକୁ ଯାଇ ରାମନାଥଙ୍କୁ ସପରିବାର ଭେଟିଥିଲେ ବୀରଭଦ୍ର ସିଂ ।…

ନ୍ୟୁଜିଲାଣ୍ଡରେ ଦିନିକିଆ ସିରିଜ ପରାଜୟ ପରେ ଛୁଟି ମନାଉଛନ୍ତି ଭାରତୀୟ ଖେଳାଳୀ: ଟେଷ୍ଟ ସିରିଜ୍ ଆଗରୁ ପରାଜୟ ଭୁଲିବାକୁ…

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ଟିମ୍ ଏବେ ଖୁସି ମନାଉଛି । ୦-୩ରେ ଦିନିକିଆ ସିରିଜ ପରାଜୟ ପରେ ଚାପରେ ରହିଥିଲା କୋହଲି ବାହିନୀ । ତେବେ ଆଗକ୍ରୁ ଫେବ୍ରୁଆରୀ ୨୧ରୁ ରହିଛି ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ । ଏହି ସିରିଜ ଆଗରୁ ଦଳର ଖେଳାଳିଙ୍କୁ ପରାଜୟର ଚାପରୁ…

ଲକ୍ଷ୍ନୌର କୋର୍ଟ ପରିସରରେ ବିସ୍ଫୋରଣ : ଜଣେ ଗୁରୁତର, ଅନେକ ଆହତ 

କନକ ବ୍ୟୁରୋ : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର କୋର୍ଟ ପରିସରରରେ ବିସ୍ଫୋରଣ  । ଏହି ବିସ୍ଫୋରଣ ଲକ୍ଷ୍ନୌର ବଜୀରଗଞ୍ଜ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି । ବିସ୍ଫୋରଣରେ ଜଣେ ଓକିଲ ଆହତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି  । କୋର୍ଟ ପରିସରରୁ ୩ଟି ବୋମା ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ…