Daily Archives

February 12, 2020

ରାଜଧାନୀରେ ଆମ୍ବୁଲାନ୍ସ ପାଇଁ ବାଟ ନାହିଁ । ହୁଗୁଳା ଟ୍ରାଫିକ୍ ବ୍ୟବସ୍ଥା ଯୋଗୁଁ ଜନଗହଳି ପୂର୍ଣ୍ଣ ରାସ୍ତାରେ ଛନ୍ଦି…

କନକ ବ୍ୟୁରୋ : ଭୁବନେଶ୍ୱରରେ ଭିଡ ଭିତରେ ଫଶିଗଲା ଆମ୍ବୁଲାନ୍ସ । ଚାଲିଗଲା ଜଣେ ୫ ବର୍ଷର ଶିଶୁର ଜୀବନ । ଘଟଣାକୁ ନେଇ ଚାରିଆଡେ ତୁମ୍ବିତୋଫାନ ଚାଲିଥିବା ବେଳେ ଟ୍ରାଫିକ ଡିସିପି ଟ୍ୱିଟ୍ କରି ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ, ଭିଡ ଭିତରେ ଆମ୍ବୁଲାନ୍ସକୁ ରାସ୍ତା ଛାଡିଦିଆଯାଉ । ଏଥିସହ…

ମହାପ୍ରଭୁଙ୍କ ଚିତାଲାଗିରେ ବଡ଼ ଧରଣର ତ୍ରୁଟି । ଦେବୀ ସୁଭଦ୍ରାଙ୍କ ମସ୍ତକରେ ଚିତା ବଙ୍କା, ସ୍ୱୀକାର କଲା ଶ୍ରୀମନ୍ଦିର…

କନକ ବ୍ୟୁରୋ: ମହାପ୍ରଭୁଙ୍କ ଚିତାଲାଗିରେ ବଡ ଧରଣର ତ୍ରୁଟି । ଚିତାଲାଗି ସମୟରେ ତ୍ରୁଟି ଯୋଗୁଁ ମହାପ୍ରଭୁଙ୍କ ମସ୍ତକରେ ଚିତାକୁ ବଙ୍କା ଲଗାଯାଇଥିବା ଅଭିଯୋଗ ହୋଇଛି । ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ ଦଇତାପତି ମାନେ ମହାପ୍ରଭୁଙ୍କ ମସ୍ତକରେ ପୁର୍ବରୁ…

ମହଙ୍ଗା ହେଲା ରୋଷେଇ ଗ୍ୟାସ୍ ! ୬ ବର୍ଷ ପରେ ରେକର୍ଡ ଭାଙ୍ଗିଲା, ସିଲିଣ୍ଡର ପିଛା ୧୪୯ ଟଙ୍କା ବଢ଼ିଲା, ଏଣିକି ଗଣିବାକୁ…

କନକ ବ୍ୟୁରୋ: ଖାଉଟିଙ୍କ ପାଇଁ ବଡ଼ ଖବର: ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି କାରଣରୁ ରୋଷେଇ ଗ୍ୟାସରେ ବଡ ଧରଣର ବୃଦ୍ଧି ହୋଇଛି । ସିଲିଣ୍ଡର ପିଛା ୧୪୯ ଟଙ୍କା ଦର ବୃଦ୍ଧି ହୋଇଛି । ରୋଷେଇ ସିଲିଣ୍ଡରର ଦର ୭୪୬ ଟଙ୍କା ୫୦ ପଇସା ଥିବା ବେଳେ ଏବେ ଏହା ୮୯୫ ଟଙ୍କା ହୋଇଛି । ଅବଶ୍ୟ ଏହି ଦର…

ବାଦାମ-ବିସ୍କୁଟ ଭିତରେ ବିଦେଶୀ ଟଙ୍କା । ବିସ୍କୁଟ ପ୍ୟାକେଟ୍ ଏବଂ ଗୋଟା ବାଦାମ ଭିତରେ ବିଦେଶୀ ନୋଟର ହେଉଛି ତସ୍କରୀ ।

କନକ ବ୍ୟୁରୋ : ଚୋରି, ଡକାୟତି, ଲୁଟ୍ ଏବଂ ତସ୍କରୀ । ଦିନକୁ ଦିନ ଏଭଳି ଅପରାଧଜନିତ ଘଟଣା ବଢି ବଢି ଚାଲିଛି । ତେବେ ତସ୍କରୀକୁ ନେଇ ଆଗରୁ ଆପଣ ଅନେକ ଘଟଣା ବିଷୟରେ ଶୁଣିଥିବେ । ଏପରିକି ବିଭିନ୍ନ ଉପାୟରେ ଟଙ୍କା, ସୁନା ଗହଣାର ତସ୍କରୀ କରିଥାନ୍ତି ଅପରାଧୀ । କିନ୍ତୁ ଆଜି ଆମେ ଆପଣଙ୍କୁ…

କାହିଁକି ଚାଷ ପ୍ରତି ଆକୃଷ୍ଟ ହେଉ ନାହାନ୍ତି ଯୁବପୀଢ଼ି? ଆମ ରାଜ୍ୟରେ ଖାସ୍ ଲାଭ ହେଉନଥିବା ଯୋଗୁ ଚାଷ ବିମୁଖ କି ଚଷା…

କନକ ବ୍ୟୁରୋ: ଦିନ ଥିଲା ସମସ୍ତେ କହୁଥିଲେ ଚାଷ କାମ ଯାହାର , କି ଆନନ୍ଦ ତାହାର । ହେଲେ ଆଜି କାଲି ଆଉ ଚାଷ କାମରେ କିଛି ଖାସ ଲାଭ ହେଉନାହିଁ । ଫଳରେ ଚାଷ ବିମୁଖ ଓଡିଶାର ଯୁବଗୋଷ୍ଠୀ ଏବେ ଦାଦନ ମୁହାଁ ।  ସହର ମୁହାଁ ଗାଁ ଭାଇ । ତେବେ କାହିଁକି ଆଉ ଆନନ୍ଦ ଦେଇପାରୁନାହିଁ ଚାଷ । ସେନେଇ…

ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ଗୁଡ଼ିକୁ ସରକାରଙ୍କ ଫୋକସ୍ । ଧର୍ମାନୁଷ୍ଠାନର ବିକାଶ ଓ ଯାତ୍ରୀମାନଙ୍କ ସୁବିଧା ପାଇଁ ୧୬…

କନକ ବ୍ୟୁରୋ: ବିଭିନ୍ନ ସଂଖ୍ୟାଲଘୁ ଧର୍ମାନୁଷ୍ଠାନ ଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି । ବିଭିନ୍ନ ଜିଲ୍ଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁଷ୍ଠାନମାନଙ୍କର ବିକାଶ ପାଇଁ 'ସ୍ୱତନ୍ତ୍ର ସମସ୍ୟା ପାଣ୍ଠି'ରୁ ୧୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି…