Daily Archives

February 10, 2020

ରାଜଧାନୀରେ ଯୁବତୀଙ୍କୁ ଗୁଳିମାଡ଼ ଘଟଣା: କମିଶନରେଟ୍ ପୋଲିସର ବଡ଼ ଖୁଲାସା । ପୁରୁଷ ବନ୍ଧୁଙ୍କ ସହ ବନ୍ଧୁକ ଧରି ଖେଳୁଥିଲେ…

କନକ ବ୍ୟୁରୋ: ରାଜଧାନୀରେ ଇନଫୋସିଟି ଅଞ୍ଚଳରେ ଛାତ୍ରୀଙ୍କୁ ଗୁଳିମାଡ଼ ଘଟଣାରେ ବଡ଼ ଖୁଲାସା । ଗୁଳିମାଡ଼ ଘଟଣାର ଖୁଲାସା କଲେ ଭୁବନେଶ୍ୱର ଡିସିପି ଅନୁପ ସାହୁ । ଡିସିପିଙ୍କ ସୂଚନା ମୁତାବକ, ପୁରୁଷ ବନ୍ଧୁ ସହ ଯୁବତୀ ଜଣକ ବନ୍ଧୁକ ଧରି ଖେଳୁଥିଲେ ଆଉ ଏହିସମୟରେ ହଠାତ୍ ବନ୍ଧୁକରୁ ଗୁଳି ଫୁଟିଥିଲା…

ଚାଷୀଙ୍କୁ କାଳ ହେଲା ଅଦିନିଆ ବର୍ଷା । ମଣ୍ଡିରେ ଭିଜି ନଷ୍ଟ ହୋଇଗଲା ଶହ ଶହ କ୍ୱିଣ୍ଟାଲ ଧାନ, ଟୋକନ ମିଳିନଥିବାରୁ ଚାଷୀ…

କନକ ବ୍ୟୁରୋ : ଚାଷୀଙ୍କୁ କାଳ ହେଲା ଅଦିନିଆ ବର୍ଷା । ଟୋକନ ନମିଳିବାରୁ ବିକ୍ରି ନହୋଇପାରି ମଣ୍ଡିରେ ଗଦା ହୋଇଥିବା ଧାନକୁ ଭିଜାଇ ଦେଇଛି ଲଗାଣ ବର୍ଷା । ବର୍ଷାରେ ଭିଜି ଯାଇଥିବା ଧାନକୁ ସୁଖାଇ ବିକିଲେ କିଏ କିଣିବ ଏବେ ଚାଷୀଙ୍କୁ ସେହି ଚିନ୍ତା ଘାରିଛି । ସେପଟେ ଏବେ ବି ଟୋକନ ପାଇଁ…

ପ୍ରଥମଥର ବିଶ୍ୱକପ୍ ଟ୍ରଫି ଦେଖି ବିଳିବିଳାଇଲେ ବାଂଲା ଖେଳାଳି । ଚାମ୍ପିୟନ ହେବାପରେ ପଡ଼ିଆରେ ଭାରତୀୟ ଖେଳାଳିଙ୍କୁ କଲେ…

କନକ ବ୍ୟୁରୋ: ଡିଫେଣ୍ଡିଂ ଚାମ୍ପିଅନ୍ ଭାରତକୁ ୩ ୱିକେଟରେ ପରାସ୍ତ କରି ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପ୍ ଚାମ୍ପିଅନ ହୋଇଛି ବାଂଲାଦେଶ । ବାଂଲାଦେଶର ଏହା ପ୍ରଥମ ଥର ପାଇଁ କୌଣସି ବି ଫର୍ମାଟରେ ବିଶ୍ୱକପ୍ ବିଜୟ । ହେଲେ ବିଜୟୀ ହେବା ପରେ ବାଂଲା ଦଳର ଖେଳାଳିମାନେ ପଡିଆରେ ଯେମିତି ଉଗ୍ର…

ଅଦ୍ଭୁତ ତୁମେ ଅଭୟ ସାର୍…ନିଜେ ଅନ୍ଧାରରେ ଥାଇ ବୁଣୁଛନ୍ତି ଶିକ୍ଷାର ଆଲୋକ । ଦୀର୍ଘ ୫୦ ବର୍ଷ ହେଲା ଶିକ୍ଷାଦାନ…

କନକ ବ୍ୟୁରୋ : ଦୃଷ୍ଟି ଶକ୍ତି ନାହିଁ, ତଥାପି ସେ ଜଣେ ଦକ୍ଷ ଶିକ୍ଷକ । ଦୀର୍ଘ ୫୦ ବର୍ଷ ଧରି ଘରେ ପିଲାଙ୍କୁ ପାଠ ପଢାଇଆସୁଛନ୍ତି ଜଣେ ଦିବ୍ୟାଙ୍ଗ ଶିକ୍ଷକ । ଅଷ୍ଟମ, ନବମ, ଦଶମ ଶ୍ରେଣୀ ସମେତ +୨ ଓ +୩ ପିଲାଙ୍କୁ ଇଂରାଜୀ ପଢାଉଥିବା ଏମିତି ଜଣେ ଦିବ୍ୟାଙ୍ଗ ଶିକ୍ଷକ ହେଉଛନ୍ତି ଖୋର୍ଦ୍ଧା…

ବିଦେଶିନୀଙ୍କ ମୁହଁରେ ହରେ କୃଷ୍ଣ ହରେ ରାମ । ଗାଁ ଅଷ୍ଟମ ପ୍ରହରରେ ହରି ନାମ କରି ଝାଂଜ ଓ ମୃଦଙ୍ଗର ତାଳେ ତାଳେ ନାଚି…

କନକ ବ୍ୟୁରୋ : ଗାଁ ଦାଣ୍ଡରେ ବିଦେଶିନୀଙ୍କ ଭଜନ କୀର୍ତ୍ତନ । ଅଷ୍ଟମ ପ୍ରହରରେ ହରି ନାମ ସଂକୀର୍ତନ କରି ଝାଂଜ ଓ ମୃଦଙ୍ଗର ତାଳେ ତାଳେ ନାଚି ଉଠିଲେ ସୁଇଜରଲାଣ୍ଡ ନାଗରିକ । ଭାରତୀୟ ପରମ୍ପରାକୁ ଆଦରି ନେଇଥିବା ବିଦେଶିନୀମାନେ ଶାଢି ପିନ୍ଧିଥିବା ବେଳେ ପୁରୁଷମାନେ ଧୋତି ଓ ପାଇଜାମା ପିନ୍ଧି…

ରେଳ ବଜେଟରେ ଓଡିଶାକୁ ଅଣଦେଖା ପ୍ରସଙ୍ଗ: ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ଗୃହ କମିଟି ବୈଠକ, ଅପମାନର ଅଭିଯୋଗ…

କନକ ବ୍ୟୁରୋ: ରେଳ ବଜେଟରେ ଓଡିଶାକୁ ଅଣଦେଖା ପ୍ରସଙ୍ଗ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଲା ରେଳବାଇ ସଂପର୍କିତ ଗୃହ କମିଟିର ବୈଠକ । ତେବେ ଏହି ବୈଠକରେ ରେଳ ଅନୁଦାନ ଦେଇ ଆଲୋଚନା ଚାଲିଥିବାବେଳେ ସମସ୍ତଙ୍କୁ ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବୈଠକ ଅଧାରୁ ଉଠି ପଳାଇଆସିଲେ…