Daily Archives

February 10, 2020

କୋଟା ପାଇଁ ଆବଶ୍ୟକ ଉପଯୁକ୍ତ ଡାଟା । ଚାକିରିରେ ସଂରକ୍ଷଣ, ପଦୋନ୍ନତିରେ କୋଟା ନୁହେଁ ମୌଳିକ ଅଧିକାର ।…

କନକ ବ୍ୟୁରୋ : ଚାକିରୀ ଓ ପଦୋନ୍ନତିରେ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ପରେ ଆଜି ସଂସଦରେ ହୋହାଲ୍ଲା କରିଛନ୍ତି ବିରୋଧୀ । ଅଭିଯୋଗ କରିଛନ୍ତି, ବିଜେପି ଓ ଆରଏସଏସ ସଂରକ୍ଷଣ ହଟାଇବାକୁ ଉଦ୍ୟମ କରୁଛନ୍ତି । ଚାକିରୀ ଓ ପଦୋନ୍ନତି କ୍ଷେତ୍ରରେ ରାଜ୍ୟ ସରକାର ଚାହିଁଲେ ସଂରକ୍ଷଣ…

ମଣିଷ ମାରିଲା ବିଜୁଳି, ଦାୟିତ୍ୱ ନେବାକୁ ନାରାଜ କର୍ତ୍ତୃପକ୍ଷ! ପରସ୍ପର ଉପରେ ଦୋଷ ଲଦିଲେ ଶକ୍ତି ଓ ଗ୍ରାମ୍ୟ ଉନ୍ନୟନ…

କନକ ବ୍ୟୁରୋ: ବ୍ରହ୍ମପୁର ବସ୍ ଦୁର୍ଘଟଣା ଘଟିବା ଏଥିପାଇଁ କିଏ ଦାୟୀ ଏନେଇ ଆରମ୍ଭ ହୋଇଛି ଖୋଳତାଡ । ହେଲେ ପ୍ରାଥମିକ ଭାବେ ରାଜ୍ୟ ଶକ୍ତି ବିଭାଗକୁ ସାଉଥ କୋ ଦେଇଥିବା ରିପୋର୍ଟରେ ଦୁର୍ଘଟଣା ପାଇଁ ଗ୍ରାମ ଉନ୍ନୟନ ବିଭାଗକୁ ଦାୟୀ କରାଯାଇଛି । ଅନ୍ୟପଟେ ସାଉଥକୋକୁ ଦାୟୀ କରିଛନ୍ତି ସ୍ଥାନୀୟ…

ମୁଣ୍ଡ ଉପରେ ମୃତ୍ୟୁର ଜାଲ ! ରାସ୍ତା ଉପରେ ଝୁଲିଛି ବିଜୁଳି ତାର । ବାଙ୍କୀରୁ ବଲାଙ୍ଗୀର, କଟକରୁ କେନ୍ଦ୍ରାପଡ଼ା ସବୁଠି…

କନକ ବ୍ୟୁରୋ : ଗତକାଲି ବ୍ରହ୍ମପୁର ନିକଟ ମେନ୍ଦ୍ରାଜପୁରରେ ଚଳନ୍ତା ବସରେ ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣା ପରେ କନକ ନ୍ୟୁଜ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଏକ ରିୟଲିଟି ଚେକ କରାଯାଇଥିଲା । ଆଉ ଏଥିରେ ଯାହା ସାମନାକୁ ଆସିଲା ତାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।…

ବିନା ‘କଳା’ରେ କୋଣାର୍କ । ଲୁହା ଭାରା ହଟିବା ପରେ ଶ୍ରୀହୀନ ଲାଗୁଛି ବ୍ଲାକ୍ ପାଗୋଡ଼ା, କାରୁକାର୍ଯ୍ୟପୂର୍ଣ୍ଣ ପଥର…

କନକ ବ୍ୟୁରୋ : ଆପଣ ଏବେ କୋଣାର୍କ ଗଲେ ବିନା କଳା ଓ କାରୁକାର୍ଯ୍ୟର କୋଣାର୍କ ଦେଖିବାକୁ ପାଇବେ । କାରଣ ଲୁହା ବିମ୍ ଗୁଡିକୁ ହଟାଯାଇ ଏବେ ସେହି ସ୍ଥାନରେ ସାଧା ପଥର ଲଗାଯାଇଛି । ଓଡିଶାର କାରୁକାର୍ଯ୍ୟ ସମ୍ପନ୍ନ ଇତିହାସର ଏହି ମୁକସାକ୍ଷୀ କୋଣାର୍କ ସୂର୍ଯ୍ୟ ମନ୍ଦିର ବୋଧହୁଏ ଆଉ କିଛି ବର୍ଷ…

ଆସନ୍ତାକାଲି ଆସିବ ଦିଲ୍ଲୀ ଫଳାଫଳ: ରେଜଲ୍ଟ ପୂର୍ବରୁ ପୁଣି ଚର୍ଚ୍ଚାକୁ ଫେରିଲା କେଜ୍ରିୱାଲଙ୍କ ବିକାଶ ମଡେଲ, ଜନ…

କନକ ବ୍ୟୁରୋ: ଦିଲ୍ଲୀର ଲଡୁ ସରାଇରେ ରହୁଥିବା ସେଜୁଆନ୍ ପରିବାରରେ ପହଂଚିଥିଲେ ଆମ ଦିଲ୍ଲୀ ପ୍ରତିନିଧି । ଆଉ ଜାଣିବାକୁ ଚାହିଁଥିଲେ, ଦିଲ୍ଲୀ ସରକାରଙ୍କ ମାଗଣା ପାଣି ଓ ବିଜୁଳି ସୁବିଧା ତାଙ୍କ ଜୀବନରେ କେଉଁ ଭଳି ପରିବର୍ତନ ଆଣିଛି । ଆପଣ ଜାଣି ଆର୍ଶ୍ଚଯ୍ୟ ହେବେ ଯେ, ଏହି ସିଜୁଆନ୍ ପରିବାର…

ବ୍ରହ୍ମପୁର ଛାତିଥରା ଦୁର୍ଘଟଣା ବେଳର ଦୁଇ ଦେବଦୂତ । ଏମାନେ ଥିଲେ ବୋଲି ମୃତ୍ୟୁର ମାୟାଜାଲରୁ ମୁକୁଳିଗଲା ଅନେକ ଜୀବନ ।…

କନକ ବ୍ୟୁରୋ: ବସ ଦୁର୍ଘଟଣାର ଦୁଇ ଦେବଦୂତ । ଜୀବନକୁ ବାଜି ଲଗାଇ ଜୀବନ ବଞ୍ଚାଇଲେ । ବ୍ରହ୍ମପୁର ମେନ୍ଦ୍ରାଜପୁର ନିକଟରେ ମୃତ୍ୟୁ ଯେତେବେଳେ ମାୟାଜାଲ ବିଛାଇ ଗୋଟେ ପରେ ଗୋଟେ ଜୀବନକୁ ନିଜ କବଳକୁ ନେଉଥିଲା... କରେଣ୍ଟ ଲଗାଇ ଯମ ଯେତେବେଳେ ଯାତ୍ରୀଙ୍କ ଜୀବନକୁ କଲବଲ କରି ମାରୁଥିଲା... ଠିକ…